ଆଜି ଏହି ଲୋକପ୍ରିୟ ବରିଷ୍ଠ ଅଭିନେତାଙ୍କ ହଠାତ ଘଟିଲା ମୃ-ତ୍ୟୁ l

actor

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ସିନେମା ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଭେଟରାନ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତି ର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ କିମ୍ବା ଗୀତ ଭାରତ ସବୁଠାରୁ ଆଗରେ । ତେବେ ଏହି ଲୋକପ୍ରିୟ ଅଭିନେତା ଜଣକ ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ଏହି ଲୋକପ୍ରିୟ ଅଭିନେତାଙ୍କ ପୁଅ ସ୍ପଷ୍ଟ କରିଛନ୍ତି ।

ପ୍ରାୟ ୬ ଦଶନ୍ଦି ଧରି ଲୋକପ୍ରିୟ ଅଭିନେତା ଚଳଚ୍ଚିତ୍ର ଥିଏଟର ଏବଂ ଟେଲିଭିଜନ ଭଳି ପାର୍ଟ ଫାର୍ମରେ କାମ କରୁଥିଲେ । ତେବେ ଲୋକପ୍ରିୟ ଅଭିନେତା ଜୟନ୍ତ ସାଦର କର ପ୍ରାୟ ୧୦ ରୁ ୧୫ଦିନ ପୂର୍ବରୁ ନିମ୍ନ ରକ୍ତ ଚାପ ହେତୁ ତାଙ୍କୁ ଏକ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

actor 2

ତେବେ ଲୋକପ୍ରିୟ ଅଭିନେତା ସିଂଙ୍ଗମ ଅଭିନେତା ଜୟନ୍ତ ସାଦର କରଙ୍କ ପରଲୋକ ଘଟିଛି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *