ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପତ୍ନୀକୁ ପ୍ରେମିକ ହାତରେ ଟେକି ଦେଲେ ସ୍ୱାମୀ । କଥାଟି ଆପଣଙ୍କୁ ବଲିଉଡ ଫିଲ୍ମ ହାମ ଦିଲ୍ ଦି ଛୁକେ ସନମ ପରି ଲାଗୁଥିବ । କିନ୍ତୁ ଏଠାରେ ରିଲ ନୁହଁ ରିଏଲ ଲାଇଫ୍ ରେ ଦେଖିବାକୁ ମିଳିଛି ହାମ୍ ଦିଲ୍ ଦି ଛୁକେ ସନମର ଅଜୟ ଦେଉଗାନଙ୍କ କ୍ୟାରେକ୍ଟର । ଯାହାକୁ ସାତ ଜନ୍ମର ସାଥୀ କରିଥିଲେ ତାଙ୍କୁ ହିଁ ପ୍ରମିକ ହାତକୁ ଟେକି ଦେଲେ ।
ଏହିଭଳି ଘଟଣା ଦେଖିବାକୁ ମିଳିଛି ବିହାରର ନଉଆଡା ଜିଲ୍ଲାରେ । ବର୍ତ୍ତମାନ ଚର୍ଚ୍ଚାର ବିଷୟ ହେଉଛି । ଆପଣମାନେ ୧୯୯୯ମସିହା ର ବ୍ଲକ ବୋଷ୍ଟର ଫିଲ୍ମ ହାମ୍ ଦିଲ୍ ଦି ଛୁକେ ସନମ ଦେଖିଥିବେ । ବିହାରରେ ଠିକ୍ ସମାନ ଘଟଣା ଘଟିଛି । ଯାହା ଫିଲ୍ମର ସିନ୍ ରିକ୍ରିଏସନ ଭଳି ଲାଗିବ ।
ଫଲ୍ମରେ ଅଭିନେତା ଅଜୟ ଦେଉଣା ଏୌଶ୍ୱରିଆ ରାୟଙ୍କୁ ବିବାହ କରିଥିଲେ । ଏହାପରେ ଏଣ୍ଟ୍ରି ମାରିଥିଲେ ସଲମାନ ଖାନ । ଏୌଶ୍ୱରିଆ ଓ ସଲମାନଙ୍କର ସମ୍ପର୍କ ବିଷୟରେ ଜାଣିବା ପରେ ଅଜୟ ଦେବଗାନ ସଲମାନଙ୍କ ହାତରେ ଏୌଶ୍ୱରିଆକୁ ଟେକି ଦେଇଥିଲେ । ଠିକ୍ ସେହିପରି ନିଜ ସ୍ତ୍ରୀକୁ ପୂରୁଣା ପ୍ରେମିକ ସହିତ ଧରିବା ପରେ ସ୍ୱାମୀ ଦୁଇ ଜଣକ ବିବାହ କରିଦେଇଛନ୍ତି ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ପ୍ରେମିକ ଜଣକ ପ୍ରେମିକା ମୁଣ୍ଡରେ ସିନ୍ଦୁର ପିନ୍ଧାଉ ଥିବାବେଳେ ମହିଳା ଜଣକ ଭୋ ଭୋ ହୋଇ କାନ୍ଦୁଛନ୍ତି । ବାସ୍ତବରେ ମାଡ ଖାଇଥିବା ଯୁବକ ଜଣକ ନିଜ ପ୍ରମିକାକୁ ଦେଖା କରିବା ପାଇଁ ତା ଶାଶୂ ଘରକୁ ଅଧା ରାତିରେ ଯାଇଥିଲେ । କିନ୍ତୁ ମହିଳାର ପରିବାର ଲୋକେ ପ୍ରେମିକକୁ ଧରି ଖୁବ୍ ମାଡ ମାରିଥିଲେ । ସେ ଦୁଇ ଜଣକୁ ନେଇ ମନ୍ଦିରରେ ବିବାହ କରେଇଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।