ସରକାର କଲେ ବଡ଼ ଘୋଷଣା । ମାତ୍ର ୩୫ପଇସାରେ ମିଳିବ ୧୦ଲକ୍ଷ ଟଙ୍କାର ବୀମା ।

Insurance

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାତ୍ର ୩୫ପଇସା ଖର୍ଚ୍ଚରେ ମିଳିବ ୧୦ଲକ୍ଷ ଟଙ୍କାର ସୁବିଧା । ଭାରତୀୟ ରେଳ ବିଭାଗ ଆଣିଲା ନୂଆ ଯୋଜନା । ଯଦି ଆପଣ ମଧ୍ୟ ଟ୍ରେନ ରେ ଯାତ୍ରା କରୁଛନ୍ତି ତେବେ ଜାଣି ରଖନ୍ତୁ ରେଳ ବିଭାଗ ପକ୍ଷରୁ ଜାରି ହେଲା ଆଉ କିଛି ନୂଆ ସୂଚନା । ଆପଣଙ୍କୁ ମାତ୍ର ୩୫ପଇସାରେ ମିଳିବ ୧୦ଲକ୍ଷ ଟଙ୍କାର ଫାଇଦା ।

ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅଧିକ ସଚେତନ ହୋଇଯାଇଛି । ଯାତ୍ରା ମାନଙ୍କ ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ କରୁଛି ନିଆଁନ ରେଲୱେ । ତେବେ ଏହା ମଧ୍ୟରେ ରେଳ ବିଭାଗ ଆଉ ଏକ ସୁବିଧା ଯୋଗାଉଛି । ଏହି ସୁବିଧାରେ ଯାତ୍ରୀ ମାନଙ୍କ ପାଇଁ ବେଶ୍ ଉପକାରୀ ହୋଇଥିବା ବେଳେ ଖୁବ୍ ସଂସ୍ଥା ମଧ୍ୟ । ମାତ୍ର ୩୫ପଇସା ଖର୍ଚ୍ଚ କଲେ ୧୦ଲକ୍ଷ ଟଙ୍କାର ସୁବିଧା ଦେବ ଇଣ୍ଡିଆନ ରେଲୱେ ।

Insurance 1

ତେବେ ବାହାନଗା ଦୁର୍ଘଟଣାରେ ୭୦ପ୍ରତିଶତରୁ ଅଧିକ ଯାତ୍ରୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି । ତେବେ ରେଳ ବିଭାଗର ଏହି ସୁବିଧା ଅନୁସାରେ ଆଇଆରସିଟିସି ଦ୍ୱାରା ଟିକେଟ ବୋକିଂ ସମୟରେ ଇନସୁୁରେନ୍ସ ବା ବୀମା ସୁବିଧାକୁ ଏବେ ବାଧ୍ୟତାମୂଳକ କରିଦିଆଯାଇଛି । ତେଣୁ ବୀମା ପାଇଁ ଏକ ଅଲଗା ବିକଳ୍ପ ଚୟନ କରିବାକୁ ପଡିବ ନାହିଁ । ଏଣୁକି ଟିକେଟ ବୋକିଂ ସମୟରେ ଏହା ଆପେ ଆପେ ସିଲେକ୍ଟ ହୋଇପାରିବ ।

ତେବେ ମାତ୍ର ୩୫ପଇସା ବଦଳରେ ରେଳ ବିଭାଗ ପକ୍ଷରୁ ୧୦ଲଷ ଟଙ୍କାର ବୀମା ପାଇଁ ପାରିବେ ଯାତ୍ରୀ । ତେବେ ବ୍ୟକ୍ତିଗତ ଦୁର୍ଘଟଣା ବୀମା କଭର ସ୍ଥାନରେ ଏହି ସୁବିଧା ବିକଳ୍ପ ରହୁଥିଲା । ଏହାକୁ ବାଛିବା ନେଇ ସେମାନଙ୍କ ଉପରେ ଛଡା ଯାଉଥିଲା । ତେବେ ଅଧିକାଂଶ ଲୋକେ ଏହି ସୁବିଧା ଚୟନ କରୁନଥିବା ଦେଖିବାକୁ ମିଳିଥିଲା । ତେଣୁ ଯାତ୍ରୀଙ୍କ ସୁବିଧା ପାଇଁ ଏହି ସୁବିଧା ଆପେ ଆପେ ଉପଲବ୍ଧ କରିଦିଆଯାଇଛି । ତେଣୁ ଏହାକୁ ମାନୁଏଲ୍ ଚୟନ କରିବାକୁ ପଡିବ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *