କଳା ଜଗତ ପାଇଁ ବଡ ଦୁଃଖଦ ଖବର । ଆଉ ନାହାନ୍ତି ଏହି ପ୍ରସିଦ୍ଧ କଳାକାର…

Papular Star

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ କଳା ଜଗତ ପାଇଁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ କଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । କଳା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୃତିର ଦେଶ । ଏଠାରେ ଅନେକ କଳାକାର ଅଛନ୍ତି । ନାଚ ହେଉ ବା ଗୀତ ଭାରତ ସବୁଠାରୁ ଆଗରେ ।

ତେବେ ତାଙ୍କର ଭଉଣୀ କହିଛନ୍ତି କିଛି ବର୍ଷ ହେବ ଡିପ୍ରେସନରେ ପିଡୀତ ଥିଲେ ତାପରେ ସେ ଜୀବନ ହାରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ କୋମାରେ ରହିଥିଲେ ତାପରେ ତାଙ୍କର ମୃ-ତ୍ୟୁ ଘଟିଥିଲା ।

aster

ତାଙ୍କର ମୃ-ତ୍ୟୁ ବେଳକୁ ୪୮ବୟସ ହୋଇଥିଲା । ତାଙ୍କର ପ୍ରାୟ ୩୦ବର୍ଷର ଏକ ଗୀତ କ୍ୟାରିୟର ଅଛି । କ୍ୟାରେଲ ଏବଂ ନାନୋସି ଏକ ପୋଷ୍ଟରେ ଲେଖିଛନ୍ତି ଲିଙ୍କ୍ ସଫଳତାକୁ ଦର୍ଶାଇ ଗତ ୨୯ବୟସ ମଧ୍ୟରେ ସର୍ବଶ୍ରେଷ୍ଠ ବିକ୍ରିୟ ଗୀତ ସହିତ ଅଗଣିତ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ଲାଭ କରିଛନ୍ତି ।

ଏବଂ ଲାଇଭ୍ ସୋ ମାଧ୍ୟମରେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି । ତେବେ କୋକଲିଙ୍କ ପରଲୋକରେ ଅନେକ କଳାକାର ଏବଂ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *