ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସଚିନ ଓ ସୀମା ହାଇଦରଙ୍କ ମଧ୍ୟରେ ପଡିଲା ଫାଟ । ସର୍ବସାଧାରଣରେ ସଚିନଙ୍କୁ ମାଡ ମାରିଲା ପାକିସ୍ତାନୀ ମହିଳା । ରାଗରେ ସଚିନ୍ ସବୁ ଗୁମର ଖୋଲିଦେବ କହିଲା । କୌଣସି କଥାକୁ ନେଇ ସର୍ବସାଧାରଣ ସମ୍ମୁଖରେ ସୀମା ହାଇଦର ସଚୀନକୁ ଠୋ କି ଚାପୁଡା ମାରିଲା । ଆଉ ତାପରେ ସଚିନ୍ ସବୁ ଗୁମର ଉଗାଳି ଦେବ କହିଲା ।
ପ୍ରଥମେ ସୀମା ହାଇଦର ସଚୀନକୁ ଚାପୁଡା ମାରିଲା ତାପରେ ମିଛିମିଛିକା ହସି ଦେଇ ସଚିନ୍ ଗାଲକୁ ଆଉଁସି ଦେଲା ସୀମା ହାଇଦର । ହେଲେ ସଚିନ୍ ସର୍ବ ସମ୍ମୁଖରେ କହୁ କହୁ କହିଦେଲା ଭିତ୍ତିରି କଥା ଯାହା ଅଛି ସବୁ କହିଦେବି । ତେବେ ସେହି ଭିତ୍ତିରି କଥା କ’ଣ । ହନିଟ୍ରାପ ନୁହଁତ । ତେବେ ପୂର୍ବରୁ ଆପଣ ଦେଖିଥିଲେ ହନିଟ୍ରାପକୁ ନେଇ ସୀମା ହାଇଦର ଚର୍ଚ୍ଚାକୁ ଆସିଥିଲେ । କୁଆଡେ ପାକିସ୍ତାନରୁ ସୀମା ଆସିଛି ଭାରତରେ ହନିଟ୍ରାପ କରିବା ପାଇଁ । ଆଉ ଯୁବ ପିଢି ମାନଙ୍କୁ ବରବାଦ କରିବା ପାଇଁ ।
ତେବେ ସଚିନ୍ କହିଥିବା ଏହି ଭିତ୍ତିରି କଥା କ’ଣ । ତାହା ଯାଞ୍ଚ ଟିମ୍ ତନତନ କରି ଯାଞ୍ଚ କରୁଛନ୍ତି । ଯଦି ଚର୍ଚ୍ଚା ହେଉଥିବା ଘଟଣା ସତ ହୁଏ ତାହାଲେ ଏହି ଘଟଣା ସାଘାଂତିକ । ପାକିସ୍ତାନ ଯେତେ ସବୁ ଭାରତ ଆଗରେ ଚାଲ ଖେଳିଛି ଭାରତ ଆଗରେ ଆଣ୍ଠୁ ନୁଆଁଇଛି ପାକିସ୍ତାନ ।
ଯଦି ସୀମା ହାଇଦର ଭାରତକୁ ଆସିଥାଏ ହନିଟ୍ରାପ କରିବା ପାଇଁ ଆଉ ପାକିସ୍ତାନ ଯଦି ଯୋଜନା ବନ୍ଧ ଭାବେ ସୀମା ହାଇଦରକୁ ଭାରତ ପଠାଇଥାଏ ତାହାଲେ ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ପକ୍ଷରୁ ସୂଚନା ମିଳିଛି । ତେବେ ସଚିନ୍ କହିଥିବା ଭିତ୍ତିରି କଥା କ’ଣ ତାହା ଯାଞ୍ଚ ଟିମ୍ ଯାଞ୍ଚ କରୁଛନ୍ତି । ତେବେ ସର୍ବ ସମ୍ମୁଖରେ ସଚିନ୍ ଦେଇଥିବା ମନ୍ତବ୍ୟ ତାହା କ’ଣ ସମୟ ହିଁ କହିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।