ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ରୂପା ପିଣ୍ଟୁ !

rupa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ତ ସମସ୍ତଙ୍କ ଜୀବନରେ ବେଦୀ ଉପରେ ଥରେ ହୋଇଥାଏ କିନ୍ତୁ ରୂପା ପିଣ୍ଟୁଙ୍କର ଦୁଇ ଦୁଇଥର ବାହାଘର ହେଲାଣି । ବିବାହ ବନ୍ଧନ ଏକ ପବିତ୍ର ବନ୍ଧନ । ଯେଉଁଠି ସ୍ୱାମୀ, ସ୍ତ୍ରୀ ୧୦ଦିଗ ପାଳ ଏବଂ ଅଗ୍ନିକୁ ସାଖି ରଖି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି । ସାତଜନ୍ମ ପାଇଁ ସାଙ୍ଗ ହୋଇ ରହିବେ ଏବଂ ଦୁହେଁ ଦୁହିଂଙ୍କର ଯତ୍ନ ନେବେ ବୋଲି ବଚନ ନିଅନ୍ତି ।

ସେଥିପାଇଁ ବଲିଉଡ ହଉ କି ଓଲିଉଡ ହେଉ ସମସ୍ତେ ଧୁମଧାମରେ ବିବାହ କରିବାକୁ ଚାହାଁନ୍ତି । ଆପଣ ମାନଙ୍କର ପ୍ରିୟ ୟିଟ୍ୟୁବର ରୂପା ଓ ପିଣ୍ଟୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଭଦ୍ରକର ରୂପା ଓ ପିଣ୍ଟୁକୁ ଏବେ ସାରା ଓଡିଶାରେ କିଏ ବା ନଜାଣେ । ଗତ କିଛି ବର୍ଷ ପୂର୍ବେ ପିଣ୍ଟୁ ନିଜର ୟିଟ୍ୟୁବ ଚ୍ୟାନେଲ ଖୋଲି ସେଥିରେ ସବୁଦିନ ଭିଡିଓ ପୋଷ୍ଟ କରୁଥୁଲେ । କିନ୍ତୁ ସେ ସମୟରେ ତାଙ୍କୁ ଅଧିକ କେହି ଜାଣି ନଥିଲେ ।

Pintu

କିନ୍ତୁ ଯେବେଠାରୁ ସିଏ ରୂପାଙ୍କ ସହ ଭିଡିଓ କରିଛନ୍ତି ସେବେଠାରୁ ତାଙ୍କର ଭାଗ୍ୟ ବଦଳିଯାଇଛି । ଏବେ ଓଡିଶାର ସିଏ ପ୍ରସିଦ୍ଧ କଳାକାର ହୋଇଛନ୍ତି । ତାଙ୍କର ଭିଡିଓ ଦେଖିବା ପାଇଁ ଲୋକମାନେ ଦିନ ଦିନ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମଧ୍ୟ କରିଛନ୍ତି । ଯେଉଁମାନେ ରୂପା ପିଣ୍ଟୁଙ୍କର ଭିଡିଓ ସବୁଦିନ ଦେଖନ୍ତି ସେମାନେ ଜାଣିଥିବେ ରୁପା ପିଣ୍ଟୁ ଆଗରୁ ବାହା ହୋଇ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । କିନ୍ତୁ ଏବେ ଆଶ୍ଚର୍ଯ୍ୟର କଥା ରୂପା ପିଣ୍ଟୁଙ୍କର ଆଉଥରେ ବିବାହ କରିଛନ୍ତି ।

ହଳଦୀ ରେସମ ସରିଛି ମେହେନ୍ଦି ସରିଛି ରୂପା ପିଣ୍ଟୁଙ୍କର ବର ବେଶ ମଧ୍ୟ ସରିଛି ଏବଂ ବେଦୀରେ ମଧ୍ୟ ବସିଲେଣି ପିଣ୍ଟୁ ଯାହା ଦେଖି ସମସ୍ତେ ମଧ୍ୟ ଖୁସି ହେଉଛନ୍ତି । ଖାଲି ବାକି ଅଛି ଆଉଥରେ ବାହାଘର । ପିଣ୍ଟୁଙ୍କର ଘର ଆଗରେ ଯେମିତି ସଜ ହୋଇ ଟେଣ୍ଡ ବନ୍ଧା ହୋଇଛି ଯିଏ ଭାବିବ ଯେ ରୂପା ପିଣ୍ଟୁଙ୍କର ଆଉଥରେ ବାହାଘର ହେଉଛି । କିନ୍ତୁ ଏହା ସତ ସତିକା ନୁହେଁ ଏହା ଏକ ୟିଟ୍ୟୁବ ଭିଡିଓର ମ୍ୟିଜିକ ପାଇଁ । ସେ ସତ ସତିକା ବିବାହର ଆୟୋଜନ କରିଛନ୍ତି ଯାହା ତାଙ୍କ ମ୍ୟିଜିକ ଭିଡିଓରେ ପ୍ରସାରଣ କରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *