ପୁରୁଷ ବନ୍ଧୁଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ଓଡ଼ିଆ ଅଭିନେତ୍ରୀ l

hi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାହିଁକି ମୋ ଜୀବନ ସହ ଖେଳ ଖେଳିଲ । ସାମ୍ନାକୁ ଆସିଲା ଶୀତଲଙ୍କ ଫେସବୁକ ପୋଷ୍ଟ । ସୁଯୋଗ ନେଇ ବ୍ଲାକମେଲ୍ କରୁଥୁଲେ ପୁରୁଷ ବନ୍ଧୁ । ଫିଲ୍ମ ପ୍ରଡ୍ୟୁସର ଦୟାନିଧି ଦଇମାଙ୍କ ବିରୋଧରେ ଜଣେ ଆଗ ଧାଡିର ଅଭିନେତ୍ରୀ ଆଣିଛନ୍ତି ସାଙ୍ଘାତିକ ଅଭୁଯୋଗ । ସୋସିଆଲ ମିଡିଆରେ ଆପତ୍ତି ଜନକ ପୋଷ୍ଟ କରିବା ସହ ତାଙ୍କର ଅ-ନ୍ତ-ର-ଙ୍ଗ ମୁ-ହୁ-ର୍ତ୍ତର ଫଟୋ ଭାଇରାଲ କରିଛନ୍ତି ।

ଏହାକୁ ନେଇ ୨ବର୍ଷ ହେବ ଏହି ଅଭିନେତ୍ରୀ ଓ ପ୍ରଡ୍ୟୁସରଙ୍କ ମଧ୍ୟରେ ବିବାଦ ହେଉଛି । ଏହି ପ୍ରଡ୍ୟୁସର ଜଣକ ଅଭିନେତ୍ରୀ ଜଣକୁ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ଏହି ପ୍ରଡ୍ୟୁସର ଜଣକ ଅଭିନେତ୍ରୀ ଜଣକ ସହିତ ଥିବା ଅ-ନ୍ତ-ର-ଙ୍ଗ ମୁ-ହୁ-ର୍ତ୍ତର ଫଟୋ ଭାଇରାଲ୍ କରିଛନ୍ତି । ଅଭିନେତ୍ରୀ ଜଣକ ଯେଉଁ ସୋଟିଂ ସେଟ୍ ରୁ ଯାଇଛନ୍ତି ସେଠାକୁ ଏହି ପ୍ରଡ୍ୟୁସର ଜଣକ ଯାଇ ଝଗଡ଼ା କରନ୍ତି ।

DAYA 1

ଅଭିନେତ୍ରୀ ଜଣକୁ ପ୍ରଡ୍ୟୁସର ଜଣକ ଜାତୀୟ ସ୍ତରର ସିନେମା କରିବା କହି ତାଙ୍କ ସହ ସ-ମ୍ପର୍କ ନିବିଡ଼ କରିଥିଲେ । ସୋଟିଂ ସେଟ୍ କୁ ପୁରୁଷ ବନ୍ଧୁ ଜଣକ କରୁଛନ୍ତି ହାଲାଗୁଲା । ଏମିତି କିଛି ଅଭିଯୋଗ କରିଛନ୍ତି ବହୁ ଚର୍ଚ୍ଚିତ ଅଭିନେତ୍ରୀ ଜଣକ ।

ପୁରୁଷ ବନ୍ଧୁଙ୍କ ନାମ ହେଉଛି ଦୟାନିଧି ଦଇମାର । ସେ ଜଣେ ବହୁତ ବଡ ଫିଲ୍ମ ମେକର ଆଉ ଡାଇରେକ୍ଟର । ସେ ଅନେକ ନାମୀଦାମୀ ଫିଲ୍ମ କରିଛନ୍ତି । ସେ ଅନେକ ନାମୀଦାମୀ କଳାକାରଙ୍କ ସହିତ ଫିଲ୍ମ କରିଛନ୍ତି । ସେ ଅଭିନେତ୍ରୀ ଜଣକ ସହିତ ଫିଲ୍ମ କରିଥିଲେ ଆଉ ସେଠାରୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *