ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି । ଲୋକପ୍ରିୟ ଟେଲିଭିଜନ ଅଭିନେତା ତଥା କମେଡି ଧାରାବାହିକରେ ଅଭିନେତା ଆଉ ନାହାଁନ୍ତି ।
ଏହି ଲୋକପ୍ରିୟ ଅଭିନେତା ହ୍ରୁଦ ଘାତର ଶିକାର ହେବା ପରେ ଅଭିନୟ ଦୁନିଆକୁ ଅଲବିଦା କହିଛନ୍ତି । ତେବେ ସେ ଟିଭି ଅଭିନେତାଙ୍କ ମଧ୍ୟରୁ ଜଣେ ଥିଲେ ଯାହାଙ୍କ ଅଭିନୟ ଦେଖି ଦର୍ଶକ ପ୍ରଶଂସା ନକରି କହିପାରୁନଥିଲେ । ଅଭିନେତାଙ୍କ ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଆର୍ଥିକ ଶଙ୍କଟର ସାମ୍ନା କରିଛନ୍ତି ବୋଲି ଖବର ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ ଲୋକପ୍ରିୟ ଅଭିନେତା ଅରବିନ୍ଦ ସୁଟିଂ କୁ ଯାଉଥିବା ବେଳେ ହ୍ରୁଦ ଘାତର ଶିକାର ହୋଇଥିଲେ । ହ୍ରୁଦଘାତ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ ବୋଲି ଅଭିନେତା ବିନୋଦ ଗୋସ୍ୱାମୀ ଫେସବୁକରେ ସେୟାର କରିଛନ୍ତି ।
ଲୋକପ୍ରିୟ ଅଭିନେତା ଅରବିନ୍ଦ ୧୯୯୮ମସିହାରେ ହିନ୍ଦୀ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ ଏବଂ ଅନେକ ନାଟକରେ ଅଭିନୟ କରିଥିଲେ । ତାପରେ ସେ ୨୦୦୪ରେ ମୁମ୍ବାଇ ଯାଇ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।
ଲାପ୍ତତାଗଞ୍ଜରେ ଚୌରାସିଆ ଭୂମିକାରେ ଅରବିନ୍ଦଙ୍କୁ ବହୁତ ଲୋକପ୍ରିୟତା ମିଳିଥିଲା । ସେ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ଭୂମିକାରେ ଅଭିନୟ କରୁଥୁଲେ । ତେବେ ଲୋକପ୍ରିୟ ଅଭିନେତା ଅରବିନ୍ଦ ଆଉ ନାହାଁନ୍ତି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଟେଲି ଧାରାବାହିକରେ ଶୋକର ଲହରୀ ଖେଳି ଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।