୨୦୨୪ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହେବେ ନିଶା ମହାରଣା… ଜନ୍ମଦିନରେ କଲେ ଖୁଲାସା

nisha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଧାୟିକା ପ୍ରାର୍ଥୀ ହେବେ ନିଶା ମହାରଣା । ନିଜକୁ ସନିଲିୟନ କହି ଚର୍ଚ୍ଚାକୁ ଆସିଥିବା ନିଶା ମହାରଣା ଆଗାମୀ ନିର୍ବାଚନରେ ବିଧାୟିକା ପ୍ରାର୍ଥୀ ଭାବେ ମଇଦାନକୁ ଉଲାହିବେ । ଏକଥା ଆମେ କହୁନୁ ଏକଥା ନିଜେ ନିଶା ମହାରଣା ତାଙ୍କ ମୁହଁରେ କହିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନରେ ସେ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ନିଶା । ଏକ ହୋଟେଲରେ ନିଜ ଜନ୍ମଦିନ ପାଳିବା ଅବସରରେ ଏହି କଥାର ଖୁଲାସା କରିଛନ୍ତି ନିଶା ମହାରଣା । ନିଜ ପ୍ରଶଂସକ ଗହଣରେ ଖୁବ୍ ଧୁମଧାମରେ ନିଜ ଜନ୍ମଦିନ ପାଳିଥିଲେ ନିଶା । ଆଉ ଏହି ସମୟରେ ସେ କହିଥିଲେ ଆପଣମାନେ ଜାଣିଛନ୍ତି କି ନାହିଁ ମୁଁ ଏ. ଏମେ.ଲେ ରେ ଷ୍ଟାଣ୍ଡ କରିବାକୁ ଚାହୁଁଛନ୍ତି ।

nisha

ତେଣୁ ମୋତେ ଓଡିଶା ବାସୀଙ୍କ ଆଶୀର୍ବାଦ ଦରକାର । ଆପଣ ମାନଙ୍କ ଭଲ ପାଇବା ପାଇଲେ ହିଁ ନିର୍ବାଚନରେ ଜିତି ପାରିବି । ତେଣୁ ଆପଣ ମାନଙ୍କ ଆଶିର୍ବାଦ ମୋର ନିହାତି ଦରକାର ବୋଲି କହିଛନ୍ତି ନିଶା ମହାରଣା । ତେବେ ସେ କେଉଁ ଦଳରୁ ପ୍ରାର୍ଥୀ ହେଉଛନ୍ତି ନାଁ ସ୍ୱାଧୀନ ଭାବେ ନିର୍ବାଚନ ମଇଦାନକୁ ଉଲ୍ଲାହାଉଛନ୍ତି ସେ କଥା କହିନାହାନ୍ତି ।

କେଉଁ ନିର୍ବାଚନ ମଣ୍ଡଳୀରି ପ୍ରାର୍ଥୀ ହେବେ ସେ ସମ୍ପର୍କରେ ବି କିଛି କହିନାହାନ୍ତି ନିଶା । କିନ୍ତୁ ଏକଥା କହିଛନ୍ତି ସେ ନିଶ୍ଚୟ ବିଧାୟିକା ପ୍ରାର୍ଥୀ ହେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ନିଶା ମହାରଣା ଆଗାମୀ ଦିନରେ କେଉଁ ଆସନରୁ କେଉଁ ଦଳରୁ ନିର୍ବାଚନ ଲଢୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *