ଜିଓ ଦେଉଛି ମାଗଣା ଡାଟା । ଦେଖନ୍ତୁ କେମିତି ପାଇବେ ଆପଣ ।

jio 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିଓ ଦେଉଛି ମାଗଣା ଡାଟା । ଯଦି ଆପଣ ଜଣେ ଜିଓ ୟୁଜର ଆଉ ଜିଓ ବ୍ୟବହାର କରୁଛନ୍ତି ତେବେ ଜାଣି ରଖନ୍ତୁ ଜିଓ ଗ୍ରାହକଙ୍କ ପାଇଁ ଆସିଲା ବଡ ଖୁସି ଖବର । ୪୦ଜିବି ଡାଟା ଆପଣ ପାଇଁ ପାରିବେ ସଂପୂର୍ଣ୍ଣ ମାଗଣାରେ । ଆପଣ ଚାହିଁଲେ ଜିଓର ୱେବ୍ ସାଇଟ୍ ଆପଣ ଭିଜିଟ୍ କରି ଦେଖିପାରିବେ ।

୨୧୯ ଟଙ୍କାର ଏକ ପ୍ଲାନ ରହିଛି ଯେଉଁଥିରେ ଆପଣଙ୍କୁ ଏକ୍ସଟ୍ରା ଡାଟା ଅଫର ୱାର୍ଥ ୨୫ଟଙ୍କା । ଯେଉଁଥିରେ ଆପଣଙ୍କୁ ୨୫ଟଙ୍କାର ଏକ୍ସଟ୍ରା ଡାଟା ମଧ୍ୟ ମିଳିଯାଉଛି ୨୧୯ଟଙ୍କା ରିଚାର୍ଜ କଲେ ।

ଠିକ୍ ସେମିତି ଯଦି ଆପଣ ୯୯୯ଟଙ୍କା ରିଚାର୍ଜ କରୁଛନ୍ତି ତାହାଲେ ଆପଣଙ୍କୁ ୪୦ଜିବି ଡାଟା ଏକ୍ସଟ୍ରା ମଧ୍ୟ ମିଳିଯାଉଛି । ଯେଉଁଥିରେ ଆପଣଙ୍କୁ ୮୪ଦିନର ଭ୍ୟାଲିଡିଟି ୨୯୨ ଜିବି ଡାଟା ୩ଜିବି ପୋର ଡେ ଅନଲିମିଟେଡ ଭଏସ୍ କଲିଂ ଏସମେସ୍ ୧୦୦ ମଧ୍ୟ ପୋର ଡେ । ଏମିତିକି ଏଥିରେ ଜିଓ ଟିଭି, ଜିଓ ସିନେମା ଜିଓ କ୍ଲାଉଡ ଭଳି ମଧ୍ୟ ସିବସକ୍ରେବସନ୍ସ ପେକ୍ ବି ମିଳିଯାଉଛି ।

jio cim

ଏହାଛଡା ଯଦି ସେମିତି ଆପଣ ୩୯୯ଟଙ୍କା ରିଚାର୍ଜ କରୁଛନ୍ତି ତେବେ ଏଥିରେ ଏକ୍ସଟ୍ରା ଡାଟା ଅଫର ଆପଣଙ୍କୁ ୬୧ଟଙ୍କାରେ ମିଳୁଛି । ମାତ୍ର ୨୮ଦିନ ଭ୍ୟାଲିଡିଟି, ୯୦ଜିବି ଡାଟା, ୩୦ଜିବି ପୋର ଡେ ଏଥିରେ ମଧ୍ୟ ଅନଲିମିଟେଡ ଭଏସ୍ କଲିଂ ଜିଓ ଟିଭି , ଜିଓ ସିନେମା , ଜିଓ କ୍ଲାଉଡ଼ ଭଳି ଆପଣ ଅଫର ମିଳୁଛି । ଖାସ୍ କରି ଏହି ତିନୋଟି ପ୍ଲାନ ରେ ଆପଣ ଯଦି ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ଏକ୍ସଟ୍ରା ବେନିଫିଟ ମଧ୍ୟ ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *