ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ନାରୀ ଗର୍ଭବତୀ ହେବାର ଲକ୍ଷ୍ୟଣ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଚାହିଁବୁ ।
ତେବେ ନାରୀ ମାନଙ୍କର ମାସିକ ଋତୁ ଶ୍ରାବ ରେ କିଛି ଅସୁବିଧା ନ ହେଉ ଥିବା ବେଳେ ହଠାତ୍ ମାତ୍ରେ ଏହା ରୋକିବା ତାହା ଗର୍ଭବତୀ ହେବାର ଲକ୍ଷ୍ୟଣ ଅଟେ ଏହି ସମୟ ରେ ନାରୀ ଚେହେରା ରେ ସନ୍ଦର୍ଯ୍ୟ ହୋଇଥାଏ । ଏବଂ ନାରୀ ସ୍ତ-ନ ରେ ସାମାନ୍ୟ ଭାରଗତ ବା ସ୍ପର୍ସଗତ ଅନୁଭୂତ ହୋଇଥାଏ । ଏବଂ ଏହା ପରେ ସାମାନ୍ୟ ଫୁଲି ଯାଏ ସ୍ତ-ନ୍ତ ଅଗ୍ର ରେ ସୁକ୍ଷ୍ମ ଏବଂ ରୁଦ୍ର ବାଟ ଖୋଲିଯାଏ ସ୍ତ-ନ ଅଗ୍ର ରେ ଚାରିପଟେ ଚକ୍ରକାର କଳାଦାଗ ଆହୁରୀ କଳା ହୋଇଥାଏ ।
ସେହି ପରି ଦ୍ୱତୀୟ ମାସ ରେ ଅଲ୍ପ ବହୁତ ବାନ୍ତି ଖାଦ୍ୟ ପଦାର୍ଥ ର ରୁଚି ର ଆଦି ଅଭାବ ଦେଖିବା ପାଇଁ ମିଳେ । ସେହି ପରି ତୃତୀୟ ମାସରେ ସ୍ତ-ନ ଚାରିପାଖେ ଏକ ବାଇଗଣି ରଙ୍ଗ ର ମଣ୍ଡଳ ଦୃଷ୍ଟି ଗୋଚର ହୁଏ । ଏବଂ ପରେ ଏହା ପ୍ରସାରିତ ହୋଇଥାଏ ଏବଂ ପରେ ଚାରିମାସ ବେଳକୁ ଏହି ମୁଣ୍ଡଳ କୁ ମର୍ଜିତ କରିଲେ ସେହିଥିରୁ କେତେ ବିନ୍ଧୁ ଅଥାଡିଆ ଶ୍ରାବ ନିର୍ଗତ ହୁଏ ।
ଗର୍ଭବତୀ ମାତା ର ବୃକକ୍ ବହୁତ ବେଗ ରେ କାମ କରେ ଏବଂ ସେମାନେ ସେହି ସମୟ ରେ ଘନ ଘନ ପରିସ୍ରା କରନ୍ତି । ଚାରି ମାସ ବେଳ ରୁ ତଳି ପେଟ କ୍ରମଶ ବୃଦ୍ଧି ପାଏ । ଏବଂ ଯରାୟୁ ରେ ରକ୍ତ ସଞ୍ଚାରିତ ସହିତ ଭୃଣ ଉଚ୍ଛାଦିତ ହୋଇଥାଏ । ଏବଂ ପଞ୍ଚମ ମାସ ରେ ଏହି ଭୃଣ ହଲଚଲ କରିବା ଆରମ୍ଭ କରେ ଏହି ସମୟ ରେ ଆପଣ ମାନେ ଭୃଣ ର ଉପରି ଭାଗ ରେ ଆପଣ ମାନେ ହାତ ରଖିଲେ ନିଶ୍ଚିତ ଭାବେ ଭୃଣ ର ସଞ୍ଚାଳନ କରିବା ଦେଖି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।