ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଣକ ପରେ ଜଣେ ଓଲିଉଡ ଅଭିନେତ୍ରୀଙ୍କର ପିଛା ଛାଡୁନି ବିବାଦ। କିଛି ମାସ ବ୍ୟବଧାନରେ ପୁଣି ଉଠିଲା ଏପରି ଝଡ । ସିନେମାରେ କାମ ପାଇବା ପାଇଁ ଏପରି ବାଟ ଆପଣଉଛନ୍ତି କି ଅଭିନେତ୍ରୀ? କେତେବେଳେ କାଷ୍ଟିଂ କାଉଚ ତ କେତେବେଳେ ପ୍ରେମରୁ ପ୍ରତାରଣା । ଏବେ ଅ-ନ୍ତ-ର-ଙ୍ଗ ମୁ-ହୁ-ର୍ତ୍ତର ଭିଡିଓ ହେଉଛି ଭାଇରାଲ । ଅଭିଯୁକ୍ତ ଏବେ ଯାଏଁ ବି ଫେରାର୍ । ପତ୍ତା ମିଳୁନି କି ଠିକଣା ନାହିଁ ।
କୁହାଯାଉଛି ସମ୍ପର୍କ ଭଲ ଥିଲା ବେଳେ ସବୁକିଛି ଚାରି କାନ୍ଥ ଭିତରେ ଥିଲା । ଏବେ ସମ୍ପର୍କରେ ଫାଟ ଆସିଲା ବେଳେ ସବୁ ଅ-ନ୍ତ-ର-ଙ୍ଗ ମୁ-ହୁ-ର୍ତ୍ତ ପଦାରେ ପଡିଲା । ଏବେ ଦାଣ୍ତରେ ପଡି ହାଟରେ ଗଡୁଛି ଏହି ସମ୍ପର୍କ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅ-ନ୍ତ-ର-ଙ୍ଗ ମୁ-ହୁ-ର୍ତ୍ତ । ଅଭିନେତ୍ରୀ ଶୀତଲ କୁ ନେଇ ଉଠିଥିବା ବିବାଦ ଏବେ ଘନେଇବାରେ ଲାଗିଲାଣି । ଏହାକୁ ନେଇ ସମସ୍ତଙ୍କ ର ମତ ଏବେ ଆସିଲାଣି । ସତ କ’ଣ ଧୀରେ ଧୀରେ ଖୋଲିଲାଣି ।
ତେବେ ଏହାକୁ ନେଇ ଶୀତଲଙ୍କ ର ଓକିଲ ଶୀତଲଙ୍କ ର ପ୍ରେମ କାହାଣୀ ସବୁ ବଖାଣିଛନ୍ତି । କିଭଳି ଭାବେ ଶୀତଲ ଆଉ ଦୟା ଏକାଠି ହୋଇଥିଲେ । ଆଉ କେଉଁଭଳି ଭାବେ ଦୟା ଶୀତଲଙ୍କୁ ବ୍ୟବହାର କରୁଥୁଲେ । ଗୋଟିଏ ଆଟ୍ ପ୍ରଜେକ୍ଟରେ ଉଭୟ ଦେଖା ହୋଇଥିଲେ । ଆଉ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ତାପରେ ଧୀରେ ଧୀରେ ଶୀତଲ ଦୟାଙ୍କ ପ୍ରଜେକ୍ଟରେ କାମ କରିବା ଆରମ୍ଭ କଲେ । ଆଉ ଶୀତଲଙ୍କୁ ବହୁ କାମ ବି ମିଳିଲା ।
ତେବେ ଦୟା ଓ ଶୀତଲଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଗଲା । ଏହି କାରଣରୁ ଅତି କମ୍ ବୟସରୁ ହୁଏତ ଶୀତଲ ଆକାଶ ଛୁଇଁ ପାରିଲେ । କେବଳ ଯେ ଦୟା ନୁହେଁ ଅନ୍ୟ ପ୍ରଯୋଜକ ସହିତ କାମ କରିବାକୁ ଅଫର ବି ଆସିଲା । ହେଲେ ଏହି ଅଫର ପାଇଁ ଦୟା ହୋଇଗଲେ ପ୍ରତିଶୋଧ ପରାୟଣ । ଆଉ ହିଂସାରେ ଆଉ କେଉଁଠି ଶୀତଲ କାମ ନକରିପାରୁ ତାହାକୁ ନେଇ ଏବେ ରଚିଛନ୍ତି ଯୋଜନା ।
ତେବେ ପପୁଲାର୍ ନାୟିକା ଭାବରେ ଶୀତଲ ଯେହେତୁ ଜଣାଥିପାଇଁ ଦୟା କରିଛନ୍ତି ଏଭଳି କାମ । କେଉଁଭଳି ଭାବେ ଶୀତଲଙ୍କ କ୍ୟାରିୟର କୁ ସେ ନଷ୍ଟ କରିବେ ଆଉ କୌଣସି ପ୍ରଯୋଜକ ବି କାମ ଦେବନି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।