ଆପଣ LIC ରେ ଟଙ୍କା ବିନିଯୋଗ କରିଛନ୍ତି କି ? ତାହେଲେ ଜାଣିରଖନ୍ତୁ ଏହି ଦମ୍‌ଦାର ପ୍ଲାନ୍ ଯାହାକି କରିଦେବ କୋଟିପତି

lic 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଏଲଆଇସିରେ ଟଙ୍କା ବିନିଯୋଗ କରିଛନ୍ତି କି । ଏଲଆଇସି ନେଇ ଆସିଛି ଆପଣଙ୍କ ପାଇଁ ଦମଦାର ପ୍ଲାନ । ବହୁ ବର୍ଷ ହେବ ଏଲଆଇସି ସହ ଆପଣ ଯୋଡି ହୋଇ ରହିଛନ୍ତି । ଏଲଆଇସି ବିମା କମ୍ପାନୀ ଭାରତର ସବୁଠାରୁ ବଡ କମ୍ପାନୀ । ପ୍ରତ୍ୟେକ ଲୋକ ଭବିଷ୍ୟତ ପାଇଁ ଏଠାରେ ଜୀବନ ବିମା ଟିଏ କରିଥାନ୍ତି । ଏବେ ଏଲଆଇସିରେ ଧନରେଖା ଯୋଜନା ଆଣି ଦେଇଛି ଧମାକାଦାର ଅଫର ।

ଏଲଆଇସିର ଅନେକ ଯୋଜନା ଲୋକମାନଙ୍କୁ ସାହାର୍ଯ୍ୟ କରିଥାଏ ହେଲେ ଏହି ଧନରେଖା ଯୋଜନା ନେଇ ଆସିଛି ଧମାକାଦାର ପ୍ଲାନ । ଏଲଆଇସି ଧନରେଖା ପ୍ଲାନ ହେଉଛି ଏକ କ୍ୟାସବେକ ଯୋଜନା । ଯାହା ପୋଲିସିଧାରୀ ମାନଙ୍କୁ ରିଟର୍ନ ପ୍ରଦାନ କରେ । ତାହାଛଡା ଏହି ପ୍ଲାନର ଶେଷ ବେଳକୁ ପୋଲିସିଧାରୀ ଭଲ ଲାଭ ଉଠାଇ ପାରିବେ । ହିତାଧିକାରୀଙ୍କୁ ମୃ-ତ୍ୟୁ ହେଲେ ମଧ୍ୟ ଏଲଆଇସି ଭଲ ରିଟର୍ନ ଦେବ । ଏଲଆଇସି ଧନ ରେଖା ପ୍ଲାନ ପାଇଁ କିଛି ନିର୍ଧିଷ୍ଟ ନିୟମ ରଖାଯାଇଛି । ଆଉ ଏଥିପାଇଁ ବୟସ ସୀମା ୨୬ବର୍ଷ ହୋଇଥିବା ଆବଶ୍ୟକ ।

lic

ଏହି ଯୋଜନାରେ ମୌଳିକ ରାଶି ୧୦ଲଷ ରହିଥିବା ବେଳେ ଏହି ଯୋଜନାର ସମୟସୀମା ୨୦ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି । ତାହା ସହ ଆପଣଙ୍କୁ ଏଥିପାଇଁ ୧୦ବର୍ଷ ଯାଏ ପ୍ରିମାମ ଦେବାକୁ ହେବ । ହିତାଧିକାରୀଙ୍କୁ ଯଦି ୩୦ବର୍ଷ ବୟସ ହୋଇଥାଏ ଆଉ ଏହି ଯୋଜନାରେ ହିତାଧିକାରୀ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ଦୁର୍ଘଟଣା ଓ ମୃ-ତ୍ୟୁ କାଳୀନ ପାଇଁ ଆର୍ଥିକ ସହାୟତା ମିଳିବ । ଆଉ ଏଥିପାଇଁ ୮୭୫୪ ଟଙ୍କା ଦେବାକୁ ହେବ ।

୪୦ବର୍ଷ ବୟସ ଭିତରେ ଯଦି ତାଙ୍କର କୌଣସି କାରଣରୁ ମୃ-ତ୍ୟୁ ଘଟେ କିମ୍ବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତାଙ୍କ ପରିବାରକୁ ଏକ କୋଟି ଟଙ୍କା ମିଳିବ । ୫୦ଲକ୍ଷ ଟଙ୍କା ଆକ୍ସିଡେଣ୍ଟାଲ ଡେଥ୍ ପାଇଁ ମିଳିବାକୁ ଥିବା ବେଳେ ଅନ୍ୟ ୫୦ ଲକ୍ଷ ଟଙ୍କା ମଧ୍ୟ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *