PhonePe ବ୍ୟବହାର କରୁଥିଲେ ଦେଖନ୍ତୁ ବଡ଼ ଖବର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ଜଣେ ଫୋନ୍ ପେ ଇଉଜର ତେବେ ଜାଣି ରଖନ୍ତୁ ଫୋନ୍ ପେ ତରଫରୁ ଆସିଲା ବଡ ଖୁସି ଖବର । ଆପଣଙ୍କୁ ମିଳିବାକୁ ଯାଉଛି ଆଉ କିଛି ବେନିଫିଟ । ଗତବର୍ଷ ୨୦୨୨- ୨୩ ମୂଲ୍ୟାଙ୍କନ ବର୍ଷ ୨୦୨୩- ୨୪ ପାଇଁ ଇନ କମ୍ ଟେକ୍ସ ଭରିବା ପାଇଁ ଶେଷ ତାରିଖ ପାଖେଇ ଆସିଲାଣିି । ଇନ କମ୍ ଟ୍ୟାକ୍ସ ବିଭାଗ ବାର ବାର ଲୋକଙ୍କୁ ଡେଟ୍ ଲାଇନ୍ ଭିତରେ ଆଇଟିଆର ଫାଇଲ ବନାଇବା ପାଇଁ ପରାମର୍ଶ ଦେଉଛି ।

ଯଦି ଆପଣ ଇନ କମ୍ ଟ୍ୟାକ୍ସ ଭରି ନାହାଁନ୍ତି ତେବେ ଦେଶର ବଡ ଡିଜିଟାଲ ପ୍ୟାମେଣ୍ଟ ଆପ୍ ଫୋନ୍ ପେ ରେ କାମକୁ ସହଜରେ କରିପାରିବେ । ଫୋନ୍ ଆପ୍ ଘୋଷଣା କରିଛି ଯେ ବର୍ତ୍ତମାନ ଇନ କମ୍ ଟ୍ୟାକ୍ସ ବିଭାଗର ସରଭିସ୍ ଲଞ୍ଚ କରିବ ଏବଂ ଫୋନ୍ ପେ ଦ୍ୱାରା ଜମା କରିବାର ସବୁଠାରୁ ଫଇଦା ହେଉଛି ଆପଣଙ୍କୁ ଏଥିପାଇଁ ଟ୍ୟାକ୍ସ ପୋଟ୍ରାଲ ଉପରେ ଲଗିନ୍ କରିବାକୁ ପଡିବ ନାହିଁ ।

phonepe

ଇନ କମ୍ ଟ୍ୟାକ୍ସକୁ ସୁଗମ ପ୍ରଦାନ କରିବା ପାଇଁ ଫୋନ୍ ପେ ଡିଜିଟାଲ ପେମେଣ୍ଟ ସରଭିସ୍ ପ୍ରଦାନ କରିବା ପାଇଁ କମ୍ପନୀ ସୂଚନା ଦେଇଛି । ଏଥିରେ ଚାକିରି , ଟଙ୍କା, ବ୍ୟକ୍ତି, ଏବଂ ବିଜନେସ୍ କରିବା ଭଳି ଲୋକ ଗତ ବର୍ଷ ୨୦୨୨-୨୩ ପାଇଁ ନିଜର ଟ୍ୟାକ୍ସ ର ପ୍ୟାମେଣ୍ଟ କରିପାରିବେ । ଏହିଭଳି ସୁବିଧା ଜଣେଇବା ସହ ଫୋନ୍ ପେ କମ୍ପନୀ କହିଛି ଯେ ବର୍ତ୍ତମାନ ଆଇଟିଆର ଫାଇଲ କରିବା ପାଇଁ କରଦ ତାଙ୍କୁ ଲଗିନ୍ ର ସମସ୍ୟାରୁ ମୁକ୍ତି ମିଳିବ ଏବଂ ସହଜରେ ଜମା କରିପାରିବେ ।

ଏହା ସହିତ କରଦାତାକାରୀ ନିଜର କ୍ରେଡିଟ କାର୍ଡ଼ ଦ୍ୱାରା ଟ୍ୟାକ୍ସ ଜମା କରି ୪୫ଦିନର ବିନା ସୁଧର ଲାଭ ମଧ୍ୟ ଉଠାଇ ପାରିବେ । ତେବେ ଏଣିକି ବଡ ଅପଡେଟ୍ ମୁତାବକ ଏଣିକି ଆପଣ ବି ଯଦି ଟ୍ୟାକ୍ସ ଭରିବାକୁ ଚାହୁଁଥିବେ ତେବେ ଫୋନ୍ ପେ ଆପଲିକେସନ ମାଧ୍ୟମରେ ନିଜର ଟ୍ୟାକ୍ସ ଭରି ପାରିବେ । ଏମିତିକି ଆଇଟିଆର ମଧ୍ୟ ଫାଇଲ କରିପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *