ଆସିଲା ବଡ଼ ଖବର । ରାସନକାର୍ଡ ଧାରୀଙ୍କୁ ମିଳିବ ୮୦ହଜାର ଟଙ୍କା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିପିଏଲ କାର୍ଡ଼ ଧାରୀଙ୍କୁ ମିଳିବ ୮୦ହଜାର ଟଙ୍କା । ହିତାଧିକାରୀ ଆକାଉଣ୍ଟକୁ ଆସିବ ଟଙ୍କା । ରାସନକାର୍ଡ ଧାରୀ ମାନଙ୍କ ପାଇଁ ବଡ ଉପହାର । ଏଥର ସିଧା ଖାତାକୁ ଆସିବ ୮୦ହଜାର ଟଙ୍କା । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି ।

ସମ୍ପ୍ରତି ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ସମସ୍ତ ବିପିଏଲ ପରିବାରକୁ ଡକ୍ଟର ବିଆର ଆମ୍ବେଦକର ଆବାସ ନବୀକରଣ ଯୋଜନା ଅଧୀନରେ ୮୦ହଜାର ଟଙ୍କା ମୂଲ୍ୟରେ ଘର ନିର୍ମାଣ କରିବା ପାଇଁ ସାହାର୍ଯ୍ୟ ପ୍ରଦାନ କରାଯାଉଛି । ଏହି ପରିମାଣ ୫୦ହଜାରରୁ ୮୦ହଜାର ଟଙ୍କା ହୋଇଛି । ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ବିପିଏଲ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଯୋଜନାରେ ପରିବର୍ତ୍ତନ କରିଛନ୍ତି ।

ଏହି ଯୋଜନା ଅଧିନରେ ପ୍ରାପ୍ତ ପରିମାଣ ମଧ୍ୟ ୫୦ହଜାରରୁ ୮୦ହଜାର କୁ ବୃନ୍ଧି କରାଯାଇଛି । ଏଥି ସହିତ ଏହି ଯୋଜନାର ଲାଭ ସେହି ପରିବାର ମାନଙ୍କୁ ଦିଆଯିବ ଯେଉଁ ମାନଙ୍କର ଘର ୧୦ବର୍ଷ କିମ୍ବା ତାଠାରୁ ଅଧିକ ରହିଆସିଛି । ସେହି ପୂରୁଣା ଘରକୁ ଠିକ୍ କରିବାର ଆବଶ୍ୟକତା ଅଛି ବୋଲି ସରକାର କହିଛନ୍ତି । ଏହି ଯୋଜନାର ଲାଭ ଉଠେଇବାକୁ କିଛି ଆବଶକୀୟ ସର୍ତ୍ତ ମଧ୍ୟ ପୂରଣ କରିବାକୁ ପଡିବ ।

Ration card update

ଏହି ଯୋଜନା ପାଇବା ପାଇଁ ଆବେଦନକାରୀ ହରିୟାଣାର ସ୍ଥାୟୀ ବାସିନ୍ଦା ହେବା ଆବଶ୍ୟକ ଏବଂ ତାଙ୍କ ନାମ ବିପିଏଲ ତାଲିକାରେ ପଞ୍ଜିକୃତ ହେବା ଜରୁରୀ । ବିପିଏଲ ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କାରୀଙ୍କ ଜାତି ପ୍ରମାଣ ପତ୍ର ରହିବା ବାଧ୍ୟତାମୂଳକ । ଆବେଦନ କରିବାକୁ ଆବେଦନକାରୀ ପରିବାରର ଆଇଡି କାର୍ଡ଼ ଏବଂ ବିପିଏଲ ପରିବାର ହେବାର କାଷ୍ଟ ସାର୍ଟିଫିକେଟ ମଧ୍ୟ ଆବଶ୍ୟକ ।

ଏହା ବ୍ୟତୀତ ଆବେଦନ କରୁଥୁବା ବ୍ୟକ୍ତି କିଛି ଡକୁମେଣ୍ଟ ଦେଖାଇବା ଆବଶ୍ୟକ କରନ୍ତି । ଯେପରିକି ବିପିଏଲ ରାସନକାର୍ଡ, ରାସନ ମାଗାଜିନ, ଏସି, ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବିଦ୍ୟୁତ ବିଲ୍, ମୋବାଇଲ ନମ୍ବର, ଏବଂ ଗର ମରାମତି ଖର୍ଚ୍ଚ ପ୍ରମାଣ ପତ୍ର । ଏହି ସମସ୍ତ ଡକୁମେଣ୍ଟ ପାଇଁବା ପରେ ହିଁ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ସେହିପରି ନିକଟରେ ଜାମ୍ମୁକାଶ୍ମୀର ସରକାର ପ୍ରଧାନମନ୍ତ୍ରୀ ଖାଦ୍ୟ ଯୋଗାଣ ଯୋଜନା ଆରମ୍ଭ କରିଥିଲେ । ଯେଉଁଥିରେ ସମସ୍ତ ଗରିବ ପରିବାରକୁ ସବସିଡି ହାରରେ ୧୦କିଲୋଗ୍ରାମ ଅତିରିକ୍ତ ରାସନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଁ ଯାଇଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *