ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଖସିଲା ସୁନା ଦର । ଯଦି ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଆସିଲା ବଡ ଖୁସି ଖବର । ଆମ ରାଜଧାନୀରେ କେତେ ଦାମ ରହିଛି ଉଭୟ ୨୨କ୍ୟାରେଟ ଓ ୨୪କ୍ୟାରେଟ ର ଦାମ୍ ।
ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ଆସୋସିୟନ ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ ଦିଲ୍ଲୀର ସ୍ୱଳାପ ବଜାରରେ ୧୦ଗ୍ରାମ ପିଛା ସୁନା ଦର ୫୬୫୨୦ଟଙ୍କା ରହିଥିବା ବେଳେ ୨୨କ୍ୟାରେଟର ଦାମରେ ୫୪୮୫୦ଟଙ୍କା ଦେଖିବାକୁ ମିଳିଛି ।
ସେହିପରି ମୁମ୍ବାଇର ମଲଟି କମଡିଟ୍ ଏକ୍ସଚେଞ୍ଜରେ ସୁଧ ସୁନା ୨୪କ୍ୟାରେଟର ଦାମ୍ ରେ ୧୦ଗ୍ରାମ ପିଛା ୫୭୪୫୦ଟଙ୍କା ରହିଥିବା ବେଳେ ୨୨କ୍ୟାରେଟର ଦାମରେ ୫୬୭୩୦ଟଙ୍କା ଦେଖିବାକୁ ମିଳିଛି ଆଜି ଦରରେ ।
ଏହାଛଡା ସବୁଠୁ ବଡ ଇମ୍ପଟାଣ୍ଟ ଆମ ରାଜଧାନୀ ଭୁବନେଶ୍ୱରରେ କେତେ ଟଙ୍କା ଦର ରହିଛି । ତେବେ ଜାଣି ରଖନ୍ତୁ ପୂର୍ବଦିନ ତୁଳନା ମୁତାବକ ଆଜି ମଧ୍ୟ ୪୮୦ଟଙ୍କା ହ୍ରାସ ଦେଖିବାକୁ ମିଳିଛି ୧୦ଗ୍ରାମ ପିଛା । ଅର୍ଥାତ୍ ଆମ ରାଜଧାନୀ ଭୁବନେଶ୍ୱରରେ ସୁଧ ସୁନା ୨୪କ୍ୟାରେଟର ଦାମରେ ୧୦ଗ୍ରାମ ପିଛା ୫୬୪୬୦ଟଙ୍କା ରହିଥିବା ବେଳେ ୨୨କ୍ୟାରେଟ ଦାମରେ ୧୦ଗ୍ରାମ ଦାମରେ ୫୪୩୫୦ଟଙ୍କା ଦେଖିବାକୁ ମିଳିଛି ।
ଯଦି ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଏହି ଦର ଦେଇ କିଣିପାରିବେ । ସୁନା ଦର ହ୍ରାସ ପାଇବା ଏହା ସମସ୍ତଙ୍କ ପାଇଁ ବହୁତ ବଡ ଖୁସି ଖବର । ଯଦି ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି ତାହାଲେ ଆପଣଙ୍କ ପାଇଁ ଏହା ବହୁତ ବଡ଼ ଖୁସି ଖବର ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।