ଆପଣଙ୍କ ମୋବାଇଲ ରେ କରିଦିଅନ୍ତୁ ଏହି ଗୋଟିଏ କାମ । 10 ବର୍ଷ ପୂର୍ବରୁ ଡିଲିଟ ଫଟୋକୁ ଫେରି ପାଇବେ ।

Mobile

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ସମସ୍ତ ଙ୍କ ପାଖରେ ସ୍ମାର୍ଟଫୋନ ଟେ ରହିଛି । ସ୍ମାର୍ଟଫୋନ ରେ ଗ୍ୟାଲେରୀ ରେ ଆପଣ ମାନେ ଫୋଟ ଭିଡ଼ିଓ ନିହାତି ଭାବେ ରଖିଥିବେ । ହେଲେ ଏହି ଫୋଟ ଯଦି ଆପଣ ମାନଙ୍କର ଜାଣନ୍ତରେ ଆଉ ଅଜାଣନ୍ତରେ ଡିଲିଟ ହୋଇଛି । ତାହାକୁ କେମିତି ଫେରି ପାଇବେ ଯାହା ଆମେ ଏଠାରେ ଜାଣିବା । ତେବେ ଆପଣ ମାନେ ଜାଣିବା ପାଇଁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଏହିଥି ପାଇଁ ଆପଣ ମାନେ ଏକ ଆପ୍ଲିକେସନ ଡାଉନ ଲୋର୍ଡ କରନ୍ତୁ । ସେହି ଆପ୍ଲିକେସନ ସାହାଯ୍ୟ ରେ ଆମେ ରିକୋଭରୀ କରି ପାରିବା । ଆଉ ଏହି ଆପ୍ଲିକେସନ ଟି କଣ ଆମେ ଆପଣ ମାନଙ୍କୁ ଶେଷରେ ଜଣେଇବୁ । ତେବେ ଆପଣ ମାନେ ଦେଖନ୍ତୁ ଅପନ କରିବା ପରେ ଏଠାରେ ପ୍ରସିଡ ରହିଛି ଆପଣ ମାନେ ଏଠାରେ କ୍ଲକ୍ କରିବେ ପରେ ଆପଣ ମାନଙ୍କୁ ଫୋଟ ଭିଡ଼ିଓ କୋଣ୍ଟାକ୍ଟ ଏହି ସବୁ ଆସୁଛି ।

photo

ଏବେ ଆପଣ ମାନେ ଫୋଟ ଉପରେ କ୍ଲିକ୍ କରିବେ ଏବଂ ପରେ ସ୍କାନ ଲେଖା ଯାଉଛି ଆପଣ ମାନେ ସ୍ଲାନ ଉପରେ କ୍ଲିକ୍ କରିବେ । ଏବଂ ପରେ ଆପଣ ମାନଙ୍କର ପୁରୁଣା ଡିଲିଟ ହୋଇଥିବା ଫୋଟ ସବୁ ଏଠାରେ ପଳେଇ ଆସିବ ଏବଂ ପରେ ଆପଣ ମନେ ସେହି ଫୋଟ ଉପରେ କ୍ଲିକ୍ କରିବେ ଏବଂ ନିଜର ସେହି ଫୋଟ କୁ ରିଷ୍ଟୋର କରି ପାରିବେ ।

ଏବଂ ପରେ ଆପଣ ମାନେ ଫୋଟ ସହିତ ଭିଡ଼ିଓ କୋଣ୍ଟାକ୍ଟ ଏବଂ ଡିଲିଡ ହୋଇଥିବା ଫାଇଲ କୁ ବି ରିଷ୍ଟୋର କରି ପାରିବେ । ତେବେ ବଢିଆ ଆପ୍ଲିକେସନ ଜାହାର ନାମ All Recovery : Photo & Video ତେବେ ଆପଣ ମାନେ ଏହାକୁ ପ୍ଲେ ଷ୍ଟୋର ରୁ ରିକୋଭରି କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *