ରାତିରେ କରି ଦିଅନ୍ତୁ ଏହି ଗୋଟିଏ କାମ । ଖୁବ୍ ଶୀଘ୍ର ହେବ କୋଟିପତି…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ଙ୍କ ଦ୍ୱାରା କୁହାଯାଇଥିବା ଏପରି କିଛି କଥା କହିବୁ ଯାହାକି ଆପଣ ମାନେ ଏହି କଥାକୁ ମାନିବା ଦ୍ୱାରା ଆପଣ ମାନେ ଆପଣ ଙ୍କ ର ଜୀବନ ରେ କେବେ ହେଲେ ହାରିବେ ନାହିଁ ବରଂ ଆପଣ ମାନେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ । ତେବେ ବନ୍ଧୁଗଣ ଚାଣକ୍ୟ ଙ୍କ ର ଏପରି କଣ ସେହି କଥା ରହିଛି ଆପଣ ମାନେ ଜାଣିବାକୁ ଚାହୁଁଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଚାର୍ଯ୍ୟ ଚାଣକ୍ୟ ହେଉଛନ୍ତି ଏକ ବହୁତ ବଡ଼ ଜ୍ଞାନୀ ମହା ପୁରୁଷ ତାଙ୍କର ନିତି ଶାସ୍ତ୍ର ଯୋଗୁଁ ବହୁତ ଲୋକ ଙ୍କ ର ଜୀବନ ଶୈଳି ଭଲରେ ବିତୁଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ନିତି ଶାସ୍ତ୍ର ଅନୁଯାଇ ଏପରି କିଛି କଥା କହିବୁ ଯାହାକି ଆପଣ ମାନେ ଏହି କଥାକୁ ମାନିବା ଦ୍ୱାରା ଆପଣ ମାନେ ଆପଣ ଙ୍କ ର ଜୀବନ ରେ ସଫଳତା ହାସଲ କରି ପାରିବେ ।

chanakya

ତେବେ ପ୍ରଥମ ରେ ହେଉଛି ଚରିତ୍ର ହୀନ ନାରୀ , ତେବେ ଚାଣକ୍ୟ ଙ୍କ କହିବା ଅନୁଯାଇ ଏପରି ନାରୀ ମାନଙ୍କୁ ସର୍ବଦା ଟଙ୍କା ର ଆବଶ୍ୟକ ପଡିଥାଏ ତେବେ ଏପରି ମହାଳା ମାନଙ୍କୁ ଯଦି ଆପଣ ସାହାର୍ଯ୍ୟ କରନ୍ତି ତେବେ ଆପଣ ପର୍ବର୍ତ୍ତୀ ମୁହୁର୍ତ୍ୱ ରେ ଆପଣ ନିଜେ ଅସୁବିଧା ର ସାମନା କରି ପାରନ୍ତି ଏବଂ ଏପରି ମହାଳା ମାନଙ୍କ ର ସଂସ୍ପର୍ଷ ରେ ଆସିଲେ ଆପଣ ଙ୍କ ଉପରେ ଏହା କୁସଂଙ୍ଗତ ପଡିବା ସହ ଆପଣ ଙ୍କ ର ପରିବାର ର ଉପରେ ଏହାର ପ୍ରଭାବ ମଧ୍ୟ ପଡିଥାଏ ।

ତେବେ ଦ୍ୱିତୀୟ ରେ ଚାଣକ୍ୟ ଙ୍କ ନିତି ଶାସ୍ତ୍ର ଅନୁଯାଇ ହେଉଛି ମୁର୍ଖ ମାନଙ୍କୁ ଜ୍ଞାନ ଦେବା , ତେବେ ଚାଣକ୍ୟ କହିଛନ୍ତି କି ଏପରି ଲୋକ ମାନେ ସର୍ବଦା ତାଙ୍କ ମତରେ ହିଁ କାମ କରିଥାନ୍ତି କିନ୍ତୁ ସେମାନେ ଅନ୍ୟ ମାନଙ୍କ ର ସମୟ ନଷ୍ଟ କରିବା ପାଇଁ ସେମାନେ ଅନ୍ୟ ମାନଙ୍କ ର ପରାମର୍ଶ ନେଇଥାନ୍ତି ତେଣୁ ଆପଣ ମାନେ ଏପରି ଲୋକ ମାନଙ୍କୁ ଜ୍ଞାନ ଦେବା ଦ୍ୱାରା ଆପଣ ଙ୍କ ର ସମୟ ନଷ୍ଟ ହେବା ସହ ଆପଣ ଙ୍କ ର ଶରୀର ର ମାନଶିକ ଚାପ ବଢିଥାଏ ।

ତେବେ ତୃତୀୟ ରେ ଚାଣକ୍ୟ ଯେଉଁ ବ୍ୟକ୍ତି ର କଥା କହିଛନ୍ତି ତାହା ହେଉଛି ସର୍ବଦା କାନ୍ଦୁଥିବା ଲୋକ , ଯେଉଁ ଲୋକ ମାନେ ସର୍ବଦା ନିଜେ କର୍ମ ନକରି ଭଗବାନ ଙ୍କ ଉପରେ ଦୋଷ ଦେଇଥାନ୍ତି ଏବଂ ଏହା ସହ ସେମାନେ କୈଣସି କଥା ରେ ସାହସିକତା ନ ଦେଖାଇ ପ୍ରତ୍ୟୋକ କଥା କଥା ରେ କାନ୍ଦିଥାନ୍ତି ଏପରି ଲୋକ ମାନଙ୍କ ସହ ଆପଣ ସହ-ବାସ କରିବା ଦ୍ୱାରା ଏମାନେ ଆପଣ ଙ୍କ ର ସାହସିକତା ବଢାଇବା ବଦଳରେ ଆପଣ ଙ୍କୁ ଦୁର୍ବଳ କରାଇ ଦେଇଥାନ୍ତି । ତେଣୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ କହିବା ଅନୁଯାଇ ଆପଣ ମାନେ ଏପରି ଲୋକ ମାନଙ୍କ ଠାରୁ ଆପଣ ମାନେ ସର୍ବଦା ଦୂରେଇ ରହିବା ଦ୍ୱାରା ଏହା ଆପଣ ଙ୍କ ପାଇଁ ଭଲ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *