ଏମିତି କରନ୍ତୁ Apply ଫେରି ପାଇବେ ସାହାରା ଇଣ୍ଡିଆର ଟଙ୍କା…

Sahara

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଜଦି ସାହାରା ଇଣ୍ଡିଆରେ ଟଙ୍କା ରଖିଥିଲେ ତେବେ ସେ ଟଙ୍କାକୁ ଆପଣ ଫେରି ପାଇବେ । ପୋରାତାଳ ଲଞ୍ଚ ହୋଇସାରିଛି । ଯେଉଁମାନେ ସାହାରା ଇଣ୍ଡିଆରେ ଟଙ୍କା ରଖିଥିଲେ ସେମାନେ ଭାବି ସାରିଥିଲେ ଟଙ୍କା ସେମାନଙ୍କର ଚାଲିଗଲା ବୋଲି ଆଉ ସେମାନେ ଟଙ୍କା ଫେରି ପାଇବେନି ବୋଲି । ୱେବ୍ ସାଇଟ୍ ଆସି ଯାଇଛି । ଆପଣ ଚାହିଁଲେ ୱେବ୍ ସାଇଟ୍ ଭିଜିଟ୍ କରାପାରିବେ ।

ଏହି ୱେବ୍ ସାଇଟ୍ ୧୮ଜୁଲାଇରେ ଲଞ୍ଚ ହୋଇଛି । ତେବେ ସିଆରସିଏ ସାହାରା ରିଫୋଣ୍ଡ ଟୁଇଟରିଆଲ ରହିଛି ଯଦି ଆମେ ସେ ଟୁଟୋରିଆଲରେ ଉପରେ କ୍ଲିକ କରିବେ ଆପଣ ମଧ୍ୟ ଏହି ଟୁଇଟରିଆଲ ଆପଣ ପାଇ ପାରିବେ । ଟୁଟାଲ ଉପରେ ଆପଣଙ୍କୁ ସେହି ୱେବ୍ ସାଇଟ୍ କୁ ଯିବା ପାଇଁ ପଡିବ । ସିଆରସିଏ ସାହାରା ରିଫୋଣ୍ଡ ପଟ୍ରୋଆଲ ତାହାରି ଉପରେ କ୍ଲିକ କଲେ ଆପଣଙ୍କ ସାମ୍ନାରେ ଇଏ ହେଉଛି ସେଇ ପଟ୍ରୋଆଲ ଟି ।

Sahara 1

ଏହି ଜରିଆରେ ଡିପୋଜିଟ ରେସନ ଆପଣଙ୍କୁ ଫାଷ୍ଟ କରିବାକୁ ପଡିବ। ନିଜର ଆଧାର ନମ୍ବର , ମୋବାଇଲ ନମ୍ବର ଦେଇକି ରେସନ କରିବେ ତାପରେ ଡିପୋଜିଟ ଲଗିନ୍ ରହିଛି ଆପଣ ଆରାମସେ ଏହାରି ଉପରେ କ୍ଲିକ କରିକି ଲଗିନ୍ ମଧ୍ୟ କରିକି ଆପଣ ଯେଉଁ ସବୁ ବେସିକ୍ ଡକୁମେଣ୍ଟ ମାଗିବ ସେହି ଡକୁମେଣ୍ଟ ମଧ୍ୟ ଫିଲପ କରିକି ଆପଣ ଆରାମସେ ଏଥିରେ କ୍ଲେମ୍ କଲେ ୪୫ଦିନ ଭିତରେ ଆପଣଙ୍କ ଟଙ୍କା ଆରାମସେ ଆସିଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ।

ତେବେ ଏଥିପାଇଁ ଆପଣଙ୍କ ମୋବାଇଲ ନମ୍ବର ଆଧାର କାର୍ଡ଼ ସହିତ ଲିଙ୍କ୍ ହୋଇଥିବା ନିହାତି ଦରକାର । ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର କାର୍ଡ଼ ସହିତ ମଧ୍ୟ ଲିଙ୍କ୍ ହୋଇଥିବା ଦରକାର । ତେବେ ଯାଇ ଆପଣ ଆପଣଙ୍କ ଟଙ୍କା ଫେରି ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *