ଭକ୍ତ ହୋଇ ଆସୁଥିଲେ ଯୁବତୀ, ସେ ଦିନଠୁ ଦେଖି ଫାଇନାଲ କରିଥିଲେ ସାରଥୀ…

sarathi

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନ୍ୟବର ମାନ୍ୟବର ଯୋ ଲେଡକି ଯେଉଁ ଝିଅ ଆଜି ମୋ ପୁଅକୁ ବାହା ହୋଇଛି ସେ ବି ଦିନେ ମୋ ଭକ୍ତ ଥିଲା ମାନ୍ୟବର । ତମେ ଶରୀର ଦେଖୁଛ ସଂସ୍କାର ଦେଖୁଛ ଥରେ ମୋ ବୋହୂକୁ ଦେଖ । ସିଏ ବି ଦିନେ ମୋ ଭକ୍ତ ଥିଲା ମାନ୍ୟବର । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାରଥିଙ୍କ ପୁଅ ସତ୍ୟମ୍ ।

ଆଉ ଯେଉଁ ସୁନ୍ଦରୀ ଯୁବତୀ ଜଣକ ବାହା ହୋଇଛନ୍ତି ସତ୍ୟମକୁ ସିଏ ବି ଦିନେ ସାରଥିଙ୍କ ଭକ୍ତ ଥିଲେ । ଯେତେବେଳେ ସାରଥି ସିଂହାସନରେ ବସୁଥୁଲେ ଆଉ ମାନ୍ୟବର ମାନ୍ୟବର କହି ଚୁଟିକୁ ଝାଡି ପକାଉଥିଲେ ସେହି ସମୟରେ ଏହି ଯୁବତୀ ଜଣକ ତାଙ୍କ ପ୍ରବଚନ ଶୁଣିବାକୁ ଯାଉଥିଲେ । ଯିଏ ଆଜି ତାଙ୍କ ବୋହୂ ବନି ଯାଇଛନ୍ତି । ଆଉ ପୁଅ ସତ୍ୟମ୍ କୁ ବାହା ହେଉଛନ୍ତି ।

satya

ବହୁ ଦିନ ତଳେ ବାବା ସାରଥିଙ୍କୁ ଅଗାଢ ଭକ୍ତି କରୁଥୁଲେ । ବାବା ସାରଥି ଆଶୀର୍ବାଦ ବି ଦେଉଥୁଲେ । ଆଉ ଆଜି ପୁଅ ସତ୍ୟମ୍ କୁ ବାହା ହୋଇଛନ୍ତି । ବାବା ବହୁତ ଖୁସି । ବାହାଘରକୁ କାହିଁକି ଆସିଲେନି ତାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି । ଶନିବାର ଦିନ ବିଳମ୍ବିତ ରାତିରେ ପାରାଦ୍ୱୀପର ନୂଆଗଡ ପଞ୍ଚାୟତର ବାଲିଡିହା ଗାଁ ରେ ଧୁମଧାମରେ ବିବାହ ସଂପୂର୍ଣ୍ଣ ହୋଇଛି । ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ।

ବିବାହକୁ ସାରଥି ଆସିବେ ବୋଲି ପ୍ରବଳ ଭୀଡ ଜମିଥିଲା । କିନ୍ତୁ ସାରଥି ସମାହାରରେ ସାମିଲ ହୋଇନଥିଲେ । ଆଉ ସେଥିପାଇଁ ସମସ୍ତଙ୍କ ମନ ଦୁଃଖ ହୋଇଥିଲା । ଏବେବି ସବୁଆଡ଼େ ଚର୍ଚ୍ଚା ହେଉଛି ଯେଉଁ ଯୁବତୀ ତାଙ୍କ ବୋହୂ ହୋଇଛନ୍ତି ସେ ଦିନେ ସାରଥିଙ୍କୁ ବହୁତ ଭକ୍ତି କରୁଥୁଲେ । ତାଙ୍କ ପ୍ରବଚନ ଶୁଣିବାକୁ ସବୁଦିନ ଯାଉଥିଲେ । ଆଉ ଆଜି ସେ ଘରର ବୋହୂ ହୋଇଛନ୍ତି । ଶୁଣିବାକୁ ମିଳୁଛି ସାରଥି ସିନା ଆସି ନାହାଁନ୍ତି ବାହାଘରକୁ କିନ୍ତୁ ଭକ୍ତଙ୍କୁ ବୋହୂ ରୂପରେ ପାଇଁ ଖୁସି ଅଛନ୍ତି କୁଆଡେ ସାରଥି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *