ଜୁଲାଇ ମାସର ଗ୍ୟାସ ଦର ଦେଖନ୍ତୁ କେତେ ରହିଛି…

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତିମାସ କମିଥାଏ ଘରୋଇ ଗ୍ୟାସ ଦର ଏମିତିକି କମରସିଆଲ ଗ୍ୟାସ ଦର । ଶନିବାର ୧ ଜୁଲାଇରେ ଏଲପିଜି ନୂଆ ଦର ଜାରି ହୋଇ ଯାଇଛି । ଇଣ୍ଡିଆନ ଓଏଲ ୱେବ୍ ସାଇଟ୍ ଅନୁସାରେ ୧୪.୨ କେଜି ଯାହାକି ଘରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍ ଓ ୧୯ କେଜିର କମରସିଆଲ ଗ୍ୟାସ ସିଲିଣ୍ଡର ଦର ସାମାନ୍ୟ ପରିବର୍ତ୍ତନ ହୋଇଛି ।

ଏଣୁ ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ରୋଷେଇ ବ୍ୟବହାର ଉପଯୋଗୀ ଏଲପିଜି ସିଲିଣ୍ଡର ଦାମ୍ ୧୧୦୩ ଟଙ୍କା ସ୍ଥିର ହୋଇଥିବା ବେଳେ କମରସିଆଲ ବ୍ୟବହାର ଉପଯୋଗୀ ସିଲିଣ୍ଡର ଦାମ୍ ୧୭୭୩ ଟଙ୍କା ।

gas

ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦର ଯଥାକ୍ରମେ ୧୧୦୨ ଟଙ୍କା ୫୦ ପଇସା ଓ ୧୭୨୫ ଟଙ୍କା ବିକ୍ରୀ ହେଉଛି । ତେବେ ଗତ କିଛିମାସ ହେଲା ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ତେବେ ଗତ ମାର୍ଚ୍ଚ ମାସରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃନ୍ଧି ପାଇଁ ଥିଲା । ଏହା ପୂର୍ବରୁ ଗତ ବର୍ଷ ଜୁଲାଇ ୬ତାରିଖରେ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ ହୋଇଥିଲା । ତେବେ ଯାହାକି ବଡ ତାଜା ଅପଡେଟ୍ ମୁତାବକ । ତେବେ ଆପଣ ଯଦି ଏହି ଜୁଲାଇ ମାସରେ ଗ୍ୟାସ ଭରୁଛନ୍ତି ଯାହାକି ଦର ରହିଛି ୧୧୦୩ ଟଙ୍କା ମୂଲ୍ୟ ଦେଇ ଆପଣମାନେ ଭରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *