ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସପ୍ତାହ ର ସବୁ ଦିନ ଅନେକ ଦେବି ଦେବତା ଙ୍କୁ ସମର୍ପିତ ଅଟେ । ମଙ୍ଗଳବାର ଦିନ ସଂଙ୍କଟ ମଚୋନ ହନୁମାନ ଙ୍କୁ ସମର୍ପିତ ଅଟେ । ତେବେ ଆପଣ ମାନେ କେବେ ବି କେତେ ବି ସଂଙ୍କଟ ରେ ଥାନ୍ତୁ । ହନୁମାନ ଆପଣଙ୍କୁ ଏହିଥିରୁ ମୁକ୍ତି ଦେଇଥାନ୍ତି । ଏହିଥି ପାଇଁ ସଂଙ୍କୋଟ ମୋଚନ ହନୁମାନ ଙ୍କୁ କୁହାଯାଏ ।
ତେବେ ଆମେ ଆଜି ଆଲୋଚନା କରିବା ମଙ୍ଗଳବାର ଦିନ କରନ୍ତୁ ଫିଟିକିରୀ ଏବଂ ଲବଙ୍ଗର ଏହି ମହା ଉପାୟ ତେବେ ଆପଣ ମାନଙ୍କର ସବୁ ଦୁଃଖ କଷ୍ଟ ଦୂର ହେବ । ହନୁମାନ ଙ୍କ ଆଶ୍ରୀବାଦ ରୁ ଚାରିଆଡୁ ଧନ ମାଡି ଆସିବ । ଫିଟିକିରି ଏବଂ ଲବଙ୍ଗର ମହା ଉପାୟ କେବେବି ବ୍ୟର୍ଥ ଜାଇ ନଥାଏ । ଏହାକୁ ଆପଣ ମାନେ ମଙ୍ଗଳବାର ଦିନ କରି ନେବେ ଆପଣ ମାନେ ନିଶ୍ଟିତ ଭାବେ ଆପଣ ମାନଙ୍କ ଜିବନ ର ସମସ୍ତ ସମସ୍ୟା ଦୂର ହେବ । ଏବଂ ଆପଣ ମାନଙ୍କ ଜିବନ ରୁ ଧନ ସମ୍ମନ୍ଧିୟ ସମସ୍ୟା ଦୂର ହେବ । ହେଲେ ଆପଣ ମାନଙ୍କୁ ଏହି ଉପାୟ କୁ ସାତ ମଙ୍ଗଳବାର କରିବାକୁ ପଡିବ । ଏବଂ ସାତଟି ସପ୍ତାହ ଆପଣ ମାନଙ୍କୁ ତାମଶିକ ଭୋଜନ ନକରିବା ଉଚିତ । ତେବେ ଜାଇ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ ।
ମଙ୍ଗଳବାର ଦିନ ସ୍ନାନ ଆଦି କର୍ମ ସାରି ଘର ପାଖରେ ଥିବା କୈଣସି ବି ଅଶ୍ୱସ୍ତ ଗଛ ପାଖକୁ ଜାଆନ୍ତୁ ଏବଂ ଅସ୍ୱସ୍ତ ପତ୍ର କୁ ଛିଡେଇ ଆଣନ୍ତୁ । ଏହା ପୁଣି 11 ଟି ପତ୍ର ସେହି ପତ୍ର ଉପରେ ଆପଣ ମାନେ ଜୟ ଶ୍ରୀରାମ ଲେଖନ୍ତୁ । ଏବଂ ସେହି 11 ଟି ପତ୍ର କୁ ଗୋଟେ ମାଳା ବାନାନ୍ତୁ । ଏବଂ କୈଣସି ହନୁମାନ ମହାରାଜା ଙ୍କ ମନ୍ଦିର କୁ ଯାଆନ୍ତୁ । ଏବଂ ସେହି ଅଶ୍ୱସ୍ତ ପତ୍ର ମାଳା କୁ ହନୁମାନ ମହାରାଜ ଙ୍କୁ ଚଢେଇ ଦିଅନ୍ତୁ । ଏହି ଉପାୟ କୁ ଆପଣ ମାନେ 7 ଟି ମଙ୍ଗଳବାର କରି ଦିଅନ୍ତି । ଏବଂ ହନୁମାନ ମହାରାଜ ଙ୍କ ସାମ୍ନାରା ଜାହା ବି ମନସ୍କାମନା କହିବେ ତାହା ସବୁ ପୂରଣ ହେବ ।
ସେହି ପରି ଆପଣ ମାନେ ମଙ୍ଗଳବାର ଦିନ ଏକ ଦୀପ କୁ କିଛି ଫିଟିକିରୀ ଗୁଣ୍ଡ ଏବଂ ଲବଙ୍ଗ ଉପରେ ପୂର୍ବ ଦିଗକୁ କରି ବସେଇ ଦିଅନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଘରକୁ ସୁଖ ସମୃଦ୍ଧି ସହିତ ବିଭିନ୍ନ ପ୍ରକାରର ସମସ୍ୟା ରୁ ଆପଣ ମାନେ ମୁକ୍ତି ପାଇ ପାରିବେ । ସେହି ଆପଣ ମାନେ ହନୁମାନ ଙ୍କ ପାଖରେ ଯଅ ରୁଟି ଗୁଡ ସହିତ ଭୋଗ ଲଗେଇବେ ତେବେ ଆପଣ ମାନଙ୍କୁ ଧନ ଲାଭ ହେବା ସହିତ ଆୟ ଉନ୍ନତି ର ବରଦାନ ମିଳିଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।