ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ମହିଳା ମାନଙ୍କ ପାଇଁ ପୋଷ୍ଟ ଅଫିସରେ ଆରମ୍ଭ ହୋଇଛି ନୂଆ ନିୟମ । ୨ବର୍ଷରେ ମହିଳା ମାନେ ନୂଆ ସ୍କିପ୍ ଦ୍ୱାରା କମାଇ ପାରିବେ ହଜାର ହଜାର ଟଙ୍କା । ଏହି ସ୍କିମ୍ ରେ ମହିଳାମାନେ ପାଇଁ ପାରିବେ ଅଧିକ ସୁଧ । ଏହି ଯୋଜନାରେ ସବୁ ବୟସର ମହିଳା ଖାତା ଖୋଲି ପାରିବେ । ସେଥିପାଇଁ କୌଣସି ବୟସ ସୀମା ନାହିଁ ।
ମହିଳାମାନେ ଏହି ସ୍କିପଟ୍ କୁ ଦୁଇ ବର୍ଷ ଚଳାଇ ପାରିବେ । ଆପଣ ୧୦୦୦ ଟଙ୍କା କୁ ଅଧିକା ଖାତାରେ ଡିପୋଜିଟ କରିପାରିବେ । ଆପଣ କୌଣସି ନିକଟସ୍ଥ ପୋଷ୍ଟ ଅଫିସକୁ ଯାଆନ୍ତୁ ଆଉ ଖାତା ଖୋଲନ୍ତୁ । ଏହି ସ୍କିମ୍ ର ମ୍ୟାଚୁରିଟି ଟାଇମ୍ ହେଉଛି ୨ବର୍ଷ । ଏହି ସ୍କିମ୍ ରେ ୨ଲକ୍ଷ ଟଙ୍କା ଡିପୋଜିଟ କରିପାରିବେ । ଆପଣ ଏଥିରେ ୭.୫ ସୁଧ ପାଇପାରିବେ ।
ଏହା ମହିଳା ମାନଙ୍କ ପାଇଁ ସବୁଠୁ ସୁବିଧା ଜନକ ଯୋଜନା । ଏଥିରେ ଗ୍ୟାରେନ୍ଟଣ୍ଡ ରିଟନ ପାଇପାରିବେ ଏବଂ ସଟ୍ ଅଫ୍ ଇନଭେଷ୍ଟ ରିଟର୍ନ କେବଳ ଏଥିରେ ଦୁଇ ବର୍ଷ ପାଇଁ ଇନଭେଷ୍ଟ କରିପାରିବେ । ଯଦି ଆପଣଙ୍କ ଟଙ୍କା ଦରକାର ଅଛି ତାହାଲେ ଆପଣ କେଉଁ ମୁହୁର୍ତ୍ତରେ ବି ଏହି ଟଙ୍କାକୁ ଉଠାଇ ପାରିବେ । ଏହି ସ୍କିମ୍ ରେ ଇନକମ୍ ଟ୍ୟାକ୍ସର କୌଣସି ବେନିଫିଟ ପାଇପାରିବେ ନାହିଁ । ଏଥିରେ ଆପଣ କୌଣସି ଜଏଣ୍ଟ ଆକାଉଣ୍ଟ ଖୋଲି ପାରିବେ ନାହିଁ ।
ଯଦି ଆପଣ ଏଥିରେ ଆକାଉଣ୍ଟ ଖୋଲୁଛନ୍ତି ଯଦି ଆପଣଙ୍କର କିଛି ହୋଇଯାଉଛି କିମ୍ବା ଡେଥ୍ କରିଯାଉଛନ୍ତି ତାହାଲେ ଆପଣଙ୍କ ପରିବାରରେ ଯିଏ ହେଲେ ଟଙ୍କା ଉଠେଇ ପାରିବେ । ଧରାଯାଉ ଆପଣ ଏଥିରେ ଦୁଇ ଲକ୍ଷ ଟଙ୍କା ରଖିଲେ ୨ବର୍ଷ ପରେ ୭.୫ % ଇନଟ୍ରେଷ୍ଟ ରେ ଆପଣ ୨ଲକ୍ଷ ୩୨ହଜାର ଟଙ୍କା ପାଇ ପାରିବେ । ଧରାଯାଉ ଆପଣ ଏକାଥରେ ୨ଲକ୍ଷ ଟଙ୍କା ରଖି ନପାରିଲେ ଆପଣ ଅଳ୍ପ ଅଳ୍ପ ଟଙ୍କା ମଧ୍ୟ ଏଥିରେ ରଖିପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।