ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୁନିଆଁ ରେ ମାଆ ଗୋଟିଏ ଏମିତି ଜିନିଷ ଅଟେ ଜାହାର ବର୍ଣ୍ଣନା କେବେ ବି ହୋଇପାରେ ନାହିଁ । ଏହି ଦୁନିଆଁ ରେ ଭଲ ମନ୍ଦ ମାଆ ଉପରେ ହିଁ ନିର୍ଭରଶୀଳ ଅଟେ । ସେମିତି ରେ ନାରୀ ବିଷୟ ରେ କହିଲେ ଗୋଟିଏ ନାରୀ ଜିବନ ର ଉର୍ଦ୍ଧେଶ୍ୟ ଏହା ଥାଏ କି ସେ ମାଆ ହେବ । ହେଲେ ଏହି ଉଦ୍ଧେଶ୍ୟ କାହାର ବହୁତ ଜଲ୍ଦି ପୂରଣ ହୁଏତଃ ଆଉ କାହାର ବହୁତ ଡେରି ହୁଏ । ଜିବନ ରେ ଏମିତି କିଛି କାରଣ ରହିଥାଏ ଜାହା ପାଇଁ ଗୋଟିଏ ନାରୀ ମାଆ ହେବାରୁ ବଞ୍ଚିତ ରହେ । ହେଲେ ଆମେ ଆଜି ଆପଣ ମାନଙ୍କୁ ସୂଚନା ଦେବୁ କି ଯେଉଁ ନାରୀ ମାନେ ଯତେେ ବି ଚେଷ୍ଟା କରି ମାଆ ହେବାର ସୈଭାଗ୍ୟ କୁ ପୂରଣ କରି ପାରୁ ନାହାଁନ୍ତି ସେମାନେ କେମିତି ଭାବେ ମାଆ ହେବେ ।
1. ପ୍ରଥମେ ପ୍ରତ୍ୟେକ ମହିଳା ମାନଙ୍କୁ ଏହି କଥା ର ଧ୍ୟନ ରଖିବା ଜରୁରୀ ଅଟେ କି ସେମାନଙ୍କ ଓଜନ ଅତ୍ୟାଧିକ କିମ୍ବା ବହୁତ କମ୍ ହେବା ସେମାନଙ୍କ ପାଇଁ ମାଆ ନହେବାର କାରଣ ହୋଇ ପାରେ ।
2. ଯଦି ଆପଣ ମାଆ ହେବାରୁ ବଞ୍ଚିତ ତେବେ ଆପଣ ମାନେ ଡାକ୍ତର ଙ୍କ ପାଖକୁ ଜାଇ ନିଜର ଥାଇରଏଡ଼ କୁ ଚେକ୍ କରିବା ଆବଶ୍ୟକ ଅଟେ କି ଆପଣଙ୍କ ଥାଇରଏଡ଼ କମ୍ ଥିଲେ ଡିମ୍ବାଶୟ ରେ ଅଣ୍ଡୋକୋଷ ପ୍ରସ୍ତୁତ ହୁଏ ନାହିଁ ।
3. ସେହି ପରି ବୟସ ବଢିବା ବା ପତି ଙ୍କ ସ୍ପ-ର୍ମ ର ସଂଖ୍ୟା ରେ କମି ପାଇଁ ଆପଣ ମାନେ ମାଆ ହେବାକୁ ବଞ୍ଚିତ ହୋଇଥାନ୍ତି । ଏମିତି ବେଳେ ପତି ଙ୍କୁ ଡାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ ।
4. ବହୁତ ସମୟ ରେ ଏମିତି ବି ଦେଖିବା ପାଇଁ ମିଳେ ଆପଣ ମାନେ ସଠିକ୍ ସମୟ ଅନୁସାରେ ସଂ-ମ୍ପ-ର୍କ ସ୍ଥାପନା ନ କରିବା ଦ୍ୱାରା ପତ୍ନୀ ଙ୍କ ଗର୍ଭବତୀ ହେବାରେ ଅସୁବିଧା ହୁଏ । ଏମିତି ବେଳେ ଆପଣ ଚେଷ୍ଟା କରନ୍ତୁ ସଠିକ୍ ସମୟ ରେ ସ-ହ-ବା-ସ କରିବା ପାଇଁ ।
5. ସେହି ପରି ଆପଣ ମାନେ ଏହି କଥା ବିଷେଶ ଭାବେ ମନେ ରଖିବେ କି ଆପଣ ଗର୍ଭବସ୍ଥା କୁ ଯିବାକୁ ଚାହୁଁ ଥିଲେ ଆପଣ ମାନେ ସଂ-ମ୍ପ-ର୍କ ସ୍ଥାପନା ର 3 ମାସ ପୂର୍ବରୁ ଗର୍ଭନିରଧୋକ ବଟିକା ର ସେବନ କରିବା ବନ୍ଦ କରିବା ଜରୁରୀ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।