ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଆ ଜଗତ ପାଇଁ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଲହରୀ ଖେଳି ଯାଇଛି ।
ଓଡ଼ିଆ ଚଳଚିତ୍ର ଧାରାବାହିକ ତଥା ଯାତ୍ରା ଜଗତରେ ତାଙ୍କର ବହୁତ ଲୋକ ପ୍ରିୟତା ଥିଲା ତେବେ ଏକ ବାଇକ୍ ଦୁର୍ଘଟଣାରେ ଶିକାର ହୋଇ ସେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାପରେ ତାଙ୍କର ପରଲୋକ ଘଟିଥିଲା । ତୃପ୍ତି ବିଶ୍ୱାଳ ହର ପଟ୍ଟନାୟକଙ୍କ ସହ ସହକାରୀ ଓ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ସୁନା କଳସ ସମେତ ଅନେକ ଲୋକପ୍ରିୟ ମେଘା ଧାରାବାହିକରେ ନିର୍ଦ୍ଦେଶନା ଦେଇଥିଲେ ତୃପ୍ତି ବିଶ୍ୱାଳ ।
ତୃପ୍ତି ବିଶ୍ୱାଳ ଜୟ ଶ୍ରୀରାମ ଶୀର୍ଷକରେ ସିନେମାରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏହି ସିନେମାର ଆଜିକାର ଜଣାଶୁଣା ଅଭିନେତା ବବି ମିଶ୍ର ନାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ଲୋକପ୍ରିୟ ନାୟିକା ମୋନାଲିସା ନାୟିକା ଭୂମିକା ଲିଭାଇ ଥିଲେ । ଏହାଛଡା ମିହୀର ଦାସ, ରାୟମୋହନ ଓ ଉଶଷୀ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା ।
ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ ଏହାର ଏହାର ସ୍ୱଳାପ ଲେଖିଥିବା ବେଳେ ଅମେରେନ୍ଦ୍ର ମହାନ୍ତି ଏହାର ସଙ୍ଗୀତକାର । ସିନେମା ଧାରାବାହିକ ଅପେକ୍ଷା ଜଲିଓଡ ରେ ସେ ଅଧିକ ନାଁ କରିଥିଲେ । ତେବେ ନାହାଁନ୍ତି ଆଉ ଲୋକପ୍ରିୟ ଅଭିନେତା ତୃପ୍ତି ବିଶ୍ୱାଳ । ଝୁରୁଛି ଜଲିଓଡ । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । ଶୋକର ଲହରୀ ଖେଳି ଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।