ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃ-ତ୍ୟୁରେ ଖେଳିଯାଇଛି ଶୋକର ଲହରୀ ।

Papular Actro

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ କଳା ଜଗତ ପାଇଁ ଆସିଛି ବଡ ଦୁଃଖଦ ଖବର । ଏହି ପ୍ରସିଦ୍ଧ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । କଳା ଜଗତରେ ଶୋକର ଲହରୀ ଖେଳି ଯାଇଛି । ଓଡିଆ ସଙ୍ଗୀତ ଦୁନିଆରେ ଆସିଛି ବଡ ଦୁଃଖଦ ଖବର । ରାଜ୍ୟରେ ଜଣେ ଜଣାଶୁଣା ଗାୟକଙ୍କ ର ପରଲୋକ ଘଟିଛି ।

ମୃ-ତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ୧୯୬୪ ମସିହରେ ବୀରମିତ୍ର ପୁରର ହଳଦିଆଦୁଫାଇ ଠାରେ ଅନିଲ୍ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଅବଦିତ ହରପାଲ ବିରମିତ୍ର ପୁରର ଏକ କମ୍ପାନୀରେ କାର୍ଯ୍ୟ କରୁଥୁଲେ । ୧୯୯୦ ମସିହାରେ ଗାଇ ଥିବା ଏ ପାନ ବାଲା ବାବୁ ରାଜ୍ୟ ବାହାରେ ବେଶ୍ ପ୍ରସିଦ୍ଧ ଲାଭ କରିବା ସହ ତାଙ୍କୁ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର ଭାବେ ପରିଚୟ ଦେଇଥିଲା ।

actro

୧୯୯୫ ମସିହାରୁ ପରିବାର ସହ ବଲାଙ୍ଗିରରେ ପୈତୃକ ଗ୍ରାମରେ ରହି ଆସୁଥୁଲେ । ଏ ପାନ ବାଲା ବାହୁ ଗୀତ ଗାଇ ରାଜ୍ୟରେ ଶ୍ରୋତାଙ୍କ ମନ ଜୟ କରିଥିବା ଗାୟକ ଆଉ ନାହାଁନ୍ତି । ଏହି ଗୀତର ଗାୟକ ଅନିଲ ହରପାଲଙ୍କର ପରଲୋକ ଘଟିଛି ।

ବଲାଙ୍ଗିର ଜିଲ୍ଲା ଅଗଲ ବ୍ଲକ ଅନ୍ତର୍ଗତ ତ୍ରୟବଚନ ଗାଁ ରେ ଅନିଲ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲୋକପ୍ରିୟ ଗାୟକ ଅନିଲ ହରପାଲଙ୍କର ପରଲୋକ ଘଟିଛି । ତାଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *