ଆଉ ନାହାନ୍ତି ଏହି ବଡ଼ କଳାକାର । ହାର୍ଟା ଆଟାକାରେ ହେଲା ମୃ-ତ୍ୟୁ

Star

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚଳଚ୍ଚିତ୍ର ଜଗତ ପାଇଁ ଯାହା ଗୋଟିଏ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି । ଏ ପ୍ରସିଦ୍ଧ କାଳାକାରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି । କଳା ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଆମ ଦେଶ ହେଉଛି କଳାକାର ଏବଂ ସଂସ୍କୁୃତିର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ କି ଗୀତ ଭାରତ ସବୁଠାରୁ ଆଗରେ । ଏହି ପ୍ରସିଦ୍ଧ କଳାକାର ହୃଦଘାତରେ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସେ ଅନେକ ଦିନ ଧରି ସଜ୍ୟାସାଇ ଥିଲେ । ମୃ-ତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା । ତାଙ୍କର ମ୍ୟାନଜର ତାଙ୍କର ମୃ-ତ୍ୟୁ ଖବର ଦେଇଛନ୍ତି ।

Star

ଦିନ ଦ୍ୱିପହରେ ତାଙ୍କର ଶୋଷଣ ଘାଟରେ ତାଙ୍କର ଶବ ଦାହ ହୋଇଛି । ସେ ହେଉଛନ୍ତି ସେ ଚଳଚ୍ଚିତ୍ର ନିର୍ମାତା ଯିଏକି ଭେଟରାନ୍ ଅଭିନେତ୍ରୀ ରେଖାଙ୍କୁ ହିନ୍ଦି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରଥମ ବ୍ରେକ ଦେଇଥିଲେ । ଅଭିନେତା ତଥା ଫିଲ୍ମର ନିର୍ମାତା କୋଇଲଜୁତଙ୍କ ମ୍ୟାନେଜର ସଞ୍ଜୟ ବାଜପେ ରହିଛନ୍ତି କୋଲତେ ଜିଙ୍କ ର ହୃଦଘାତ ହୋଇଥିଲା । ସେ କିଛିଦିନ ହେବ ସୁସ୍ଥ ନଥିଲେ ।

ଭେଟେରାମ ଚଳଚ୍ଚିତ୍ର ନିର୍ମାତା କୋଲଜିତ ପାଲଙ୍କାର ହୃଦଘାତରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *