ଗରମରେ ପିଣ୍ଡାରୁ ଉଡୁଛି ପ୍ରାଣ, କାଲି ଚାଲିଗଲେ 3ଜଣ I ଆଗକୁ ଆଉ କେତେ ?

temperature

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅତ୍ୟଧିକ ଗରମ ମାରି ଦେଇଛି ତିନି ଜଣକୁ ଏମିତି କିଛି ଅଭିଯୋଗ ହେଉଛି । ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରବିବାର ସଂନ୍ଧ୍ୟାରେ ଚିକିତ୍ସା ପାଇଁ ଆସିଥିବା ତିନି ବ୍ୟକ୍ତିଙ୍କ ର ମୃ-ତ୍ୟୁ ଘଟିଛି । ପ୍ରବଳ ଗ୍ରୀଷ୍ମ ପ୍ରଭାହ ଯୋଗୁ ଅଂଶୁ ଘାତରେ ସେମାନଙ୍କର ମୃ-ତ୍ୟୁ ଘଟିଥାଏ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

ଆଉ ଏହାପରେ ପରିବାର ଲୋକେ ଅଂଶୁଘାତ ପାଇଁ ମୃ-ତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ମୃ-ତ୍ୟୁ ଦେହର ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଉଛି । ଆଉ ମୃ-ତକ ମାନେ ହେଉଛନ୍ତି ଝାରସୁଗୁଡା ଜିଲ୍ଲା ଏୟାରପୋର୍ଟ ଥାନା ଅନ୍ତର୍ଗତ ମାଳିମୁଡା ଗାଁର ଅଜିତ୍ ମକର । ଯାହାଙ୍କ ବୟସ ୩୫ବର୍ଷ ।

ଅନ୍ୟ ଜଣେ ମୃ-ତକ ହେଉଛନ୍ତି ଗାୟତ୍ରୀ କଲଣିର ବାସନ୍ତୀ ପ୍ରଧାନ । ଯାହାଙ୍କ ବୟସ ୩ବର୍ଷ । ସମ୍ବଲପୁର ଜିଲ୍ଲା ଠେଲିକୁଲେଇ ଥାନା ଅନ୍ତର୍ଗତ ଖିଡା ଗ୍ରାମର ଦେବାଶିଷ ରାୟ । ଯାହାଙ୍କ ବୟସ ୫୦ବର୍ଷ । ଏହି ତିନିଜଣଙ୍କ ଅଧିକ ଗରମ ଯୋଗୁ ଅଧିକ ତାତି ଯୋଗୁ ମୃ-ତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଛି ।

Increase in temperature

ଏଠି କହି ରଖିବା ପାଇଁ ଚାହିଁବୁ ସମସ୍ତେ ଘରୁ ପଦାକୁ କାମରେ ଯାଇଥିବା ସମୟରେ ସମସ୍ତେ ସଂନ୍ଧ୍ୟା ସୁଧା ଘରକୁ ଫେରିନଥିଲେ । ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ ଆଉ ଏହି ସମୟରେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ଅଂଶୁଘାତ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନିଆଁ ଯାଇଥିଲା । ଆଉ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

ତେବେ ତିନୋଟି ମୃ-ତ ଦେହକୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଆଜି ସେମାନଙ୍କର ବ୍ୟବଛେଦ ହେବ । ଏହାପରେ ମୃ-ତ ଦେହକୁ ପରିବାର ଲୋକକୁ ହସ୍ତାନ୍ତର କରାଯିବ । ତେବେ ଯଦି ଏହା ପ୍ରମାଣିତ ହୁଏ ଏହା ଅଂଶୁଘାତ ଜନିତ ମୃ-ତ୍ୟୁ ତେବେ ମୃ-ତକଙ୍କ ପରିବାର ଲୋକକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *