ପୁଣି ବଢିଲା ସୁନା ଦର । ଓଡ଼ିଶାରେ କେତେ ରହିଛି ଦେଖନ୍ତୁ…

gold

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୫୦ହଜାରେ ପରେ ରହିଛି ୨୨କ୍ୟାରେଟ ସୁନା । ୬୦ ହଜାର ପରେ ରହିଛି ୨୪କ୍ୟାରେଟ ସୁନା । ଭାରତୀୟ ଦରରେ ବଜାରରେ ୨୨କ୍ୟାରେଟ ସୁନା ଦର ୧୦ଗ୍ରାମ ପ୍ରତି ୫୫ହଜାର ୬୦୦ ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ ସୁନା ମୂଲ୍ଯ ମଧ୍ୟ ୧୦ଗ୍ରାମ ୬୦ ହଜାର ୬୮୦ଟଙ୍କା ରହିଛି ।

ସେହିଭଳି ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨କ୍ୟାରେଟ ଓ ୨୪କ୍ୟାରେଟ ୧୦ଗ୍ରାମ ସୁନା ପ୍ରତି ୫୫,୬୦୦ ଓ ୨୪ କ୍ୟାରେଟ ସୁନା ୬୯,୬୮୦ ଟଙ୍କା ହୋଇଛି । ଦେଶରେ ପ୍ରମୁଖ ସହର ମାନଙ୍କରେ ବି ସୁନା ଦର ପ୍ରାୟ ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୫,୬୦୦ ଓ ୬୦,୬୫୦ ଟଙ୍କା ଥିବା ରେକର୍ଡ ହୋଇଛି ।

gold

ସେହିଭଳି ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୭୫୦ ଟଙ୍କା ଓ ୨୪ କ୍ୟାରେଟ ସୁନା ୬୦,୮୩୦ ଟଙ୍କା ରହିଛି । ଦକ୍ଷିଣ ଭାରତ ପ୍ରଜୁଜ୍ୟ ସହର ଚେନ୍ନାଇରେ ୨୨କ୍ୟାରେଟ ସୁନା ର ମୂଲ୍ୟ ୫୬ହଜାର ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୬୧,୧୦୦ ଟଙ୍କା ରେକର୍ଡ ହୋଇଛି ।

ପୂର୍ବ ଭାରତର ପ୍ରମୁଖ ସହର କଲକତାରେ ୨୨କ୍ୟାରେଟ ସୁନାର ମୂଲ୍ୟ ୫୫ହଜାର୬୦୦ଟଙ୍କା ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୦,୬୮୦ଟଙ୍କା ରହିଛି । ସେହିପରି ରୂପା ମୂଲ୍ୟ ୧କିଲୋଗ୍ରାମ ପ୍ରତି ୭୪ହଜାର ୫୦୦ଟଙ୍କା ନେବା ନେଇ ରେକର୍ଡ ହୋଇଛି । ବର୍ତ୍ତମାନ କିଛିଦିନ ହେବ ସୁନା ମୂଲ୍ୟରେ ବିଶେଷ ପରିବର୍ତ୍ତନ ହୋଇନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *