ସରକାର କରିଦେଲେ ବଡ଼ ଘୋଷଣା । ଝଅଙ୍କ ପାଇଁ ମିଳିବ ୧୫ ଲକ୍ଷ ଟଙ୍କା…

Sukanya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଝଅଙ୍କ ପାଇଁ ୧୫ ଲକ୍ଷ ଦେଉଛ ଏସବିଆଇ । ଝିଅଙ୍କ ଭବିଷ୍ୟତ ପାଇଁ ରହିବନି ଚିନ୍ତା । ସରକାର ଆଣିଛନ୍ତି ଉତ୍ତମ ଯୋଜନା । ପାଠ ପଢାଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ ଚିନ୍ତାକୁ ଦୂର କରିବ ଏହି ସ୍କିମ୍ । ଏହି ସ୍କିମ୍ ରେ ଆପଣଙ୍କ ଝିଅକୁ ଲକ୍ଷାଧିକ ଟଙ୍କା ମିଳିବ । ଏଥିରେ ଆପଣଙ୍କୁ ବେଶି କିଛି କରିବାକୁ ପଡିବ ନାହିଁ । କେବେଳ ପ୍ରତିଦିନ କିଛି ଟଙ୍କା ଡିପଜିଟ କରିବାକୁ ହେବ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଦେଶର ମହିଳା ମାନଙ୍କ ପାଇଁ ଏକ ସୁବିଧା ଉପଲବ୍ଧ କରାଯାଇଛି । ଏହି ସ୍କିମ୍ ଅନୁଯାୟୀ ଝିଅ ମାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ଏଭଳି ସୁବିଧାକୁ ଆପଣ ଆପଣଙ୍କ ଝିଅର ପାଠପଢା କିମ୍ବା ବିବାହରେ ବିନିଯୋଗ କରିପାରିବେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଜାରି ହୋଇଥିବା ଏହି ସ୍ପେସିଆଲ ସ୍କିମ୍ ଜରିଆରେ ଏହି ସୁବିଧା ମିଳି ପାରିବ । ଏନେଇ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଏକ ସୂଚନା ଜାରି କରାଯାଇଛି ।

sukanya

ଏସବିଆଇ କହିଛି ଯେ ବ୍ୟାଙ୍କ ସୁକନ୍ୟା ସମ୍ଭ୍ରୁନ୍ଧି ଯୋଜନା ଅଧିନରେ ଝିଅ ମାନଙ୍କୁ ମୋଟ ୧୫ ଲକ୍ଷ ଟଙ୍କା ପ୍ରଦାନ କରୁଛି । ତେବେ ଏହି ଟଙ୍କା ଜଣେ ବ୍ୟକ୍ତି ଯେକୌଣସି ଉପାୟରେ ଖର୍ଚ୍ଚ କରିପାରିବେ । ଝିଅର ପାଠପଢା ହେଉ କି କିମ୍ବା ବିବାହ କାର୍ଯ୍ୟ ରେ ଏହି ଟଙ୍କାକୁ ଉଠାଇ ଖର୍ଚ୍ଚ କରିପାରିବେ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି । ଟୁଇଟରରେ ଏକ ପୋଷ୍ଟ ସେୟାର କରି ଏ ସମ୍ପର୍କରେ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ତେବେ ଏଥିପାଇଁ ଆପଣଙ୍କୁ ପ୍ରତିଦିନ ମାତ୍ର ୨୫୦ ଟଙ୍କା ଡିପଜିଟ କରିବାକୁ ପଡିବ । ଏହାର ରିଟନରେ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ସୁବିଧା ମିଳିବ । ସରକାରୀ ଯୋଜନା ଲୋକଙ୍କୁ ନିଶ୍ଚିତ ଭାବରେ ସୁବିଧା ଆଣିଦିଏ । ଏହା ସହିତ ଟ୍ୟାକ୍ସ ମଧ୍ୟ ଛାଡ ହୋଇପାରିବ । ତେବେ ବ୍ୟାଙ୍କର ଏହି ଯୋଜନା ଝିଅ ମାନଙ୍କ ପାଇଁ ଉଦିଷ୍ଟ । ଝିଅ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଏହି ଯୋଜନା ପ୍ରଣୟନ କରାଯାଇଛି ।

ଏହାବ୍ୟତୀତ ସରକାର ବର୍ତ୍ତମାନ ସୁକନ୍ୟା ସମ୍ଭ୍ରୁନ୍ଧି ଯୋଜନାରେ ୮ ପ୍ରତିଶତ ହାରରେ ସୁଧ ମଧ୍ୟ ଦେଉଛନ୍ତି । ସେହିପରି ଅଭିଭାବକ ନିଜ ଦ୍ୱିତୀୟ ଝିଅ ମାନଙ୍କ ପାଇଁ ଏହି ସୁବିଧା ପାଇ ପାରିବେ । ସୁକନ୍ୟା ସମ୍ଭ୍ରୁନ୍ଧି ଯୋଜନା କେନ୍ଦ୍ର ସରକାର ତରଫରୁ ଲାଗୁ ହୋଇଥିବା ଏକ ବଢିଆ ସ୍କିମ୍ । ଏହା ଖାସ୍ କରି ଝିଅ ମାନଙ୍କ ପାଇଁ ତିଆରି କରାଯାଇଛି । ଯାହାଦ୍ୱାରା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେଇହେବ । ଏହା ମଧ୍ୟରେ ଅନେକ ଲିମିଟ୍ ରହିଛି ଯାହା ଅନ୍ତର୍ଗତ ଆପଣ ନିଜ ସୁବିଧା ଅନୁଯାୟୀ ଟଙ୍କା ଡିପଜିଟ କରି ଲାଭବାନ ହୋଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *