ଅଧ ରାତିରେ ଗର୍ଲଫ୍ରେଣ୍ଡକୁ ଡାକିଥିଲା ପ୍ରେମିକ । ମୁଁ ଟାଇମ୍ ପାସ୍ କରୁଥିଲି କହି ପ୍ରେମିକାକୁ….

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ପ୍ରେମରେ ମିଳିଲା ପ୍ରତାରଣା । ଅଧରାତିରେ ଗର୍ଲଫ୍ରେଣ୍ଡଙ୍କୁ ଡାକିଥିଲା ପ୍ରେମିକ । ଆଉ ତାପରେ ପ୍ରେମିକାକୁ ଟ୍ରେନ ସାମ୍ନାକୁ ଠେଲି ଦେଲା । କହିଲା ମୁଁ ଟାଇମ ପାସ୍ କରୁଥିଲି । ପ୍ରେମ ନୁହେଁ ମୁଁ ତ ସହ କରୁଥୁଲି ଟାଇମ୍ ପାସ୍ । ବାହା ହେବାକୁ କାଇଁ କରୁଥୁଲୁ ବାଧ୍ୟ । ଶେଷରେ ତୋ ଜୀବନ ନେବାକୁ ମୁଁ ବାଧ୍ୟ ହୋଇଗଲି ।

ଏ କଥା ଜଣେ ପ୍ରମିକର ବୟାନ । ପୋଲିସ ନିକଟରେ ଏହିଭଳି କିଛି କହିଛନ୍ତି ଜଣେ ଯୁବକ । ବାରଣାସୀ ପ୍ରତାପଗଡ ରେଳ ବିଭାଗର କାଟ୍ରିପୁର ରେଳ ବିଭାଗରେ ଜଣେ ନାବାଳିକାର ମୃ-ତ ଦେହ ମିଳିଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଯେଉଁଥିରୁ ଜଣା ପଡିଥିଲା ପ୍ରେମିକ ଜଣକ ବୁଲିବାର ବାହାନା କରି ପ୍ରେମିକାକୁ ଟ୍ରେନ ଆଗକୁ ଠେଲି ଦେଇଥିଲା ।

ମୃ-ତ କେଶରୀଙ୍କ ବୟସ ୧୫ବର୍ଷ ହୋଇଥିଲା । ସେ କାର୍ତ୍ତିକପୁର ଗାଁ ର ବାସିନ୍ଦା ଥିଲେ । ଝିଅର ମୃ-ତ୍ୟୁ ରେ ଭାଙ୍ଗି ପଡିଥିଲେ ପୁରା ପରିବାର । ଏହି ଯୁବକ ଜଣକ ନାଁ ରେ ଅଭିଯୋଗ ଆଣି ଝିଅର ମାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଅଭିଯୁକ୍ତକୁ ଖୋଜାଖୋଜି କରି ପାଇବା ପରେ ସେ ସବୁ ସତକଥା ମାନିଥିଲା । ମୁଁ ବିବାହର ବାହାନା ଦେଇ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଥିଲି ।

gf

ପରେ ମୋ ପ୍ରମିକା ପ୍ରେମ ସମ୍ପର୍କକୁ ଟାଇମ ପାସ୍ ଭାବେ ଗ୍ରହଣ କରୁନଥୁବା ବେଳେ ଗତ କିଛିଦିନ ହେବ ଝିଅଟି ତାକୁ ବିବାହ ପାଇଁ ଚାପ ପକାଉଥିଲା । ସେଥିପାଇଁ ତାଙ୍କୁ ହ-ତ୍ୟା କରିବାକୁ ଷଡଯନ୍ତ୍ର କରିଥିଲି ।

ରାତି ପ୍ରାୟ ୧.୫୬ ଫୋନ କରି ପ୍ରମିକା କୁ ଘର ଠାରୁ କିଛି ଦୂରରେ ରେଳ ଟ୍ରାକ ପାର୍ସକୁ ଡାକିଥିଲି । ଘର କାକ୍ରିପୁର ଗାଁ କୁ ଯାଇଥିଲା ପ୍ରେମିକା ଜଣକ । ପରେ ଦୁହେଁ ରେଳ ଅଣ୍ଡରପାସ ତଳେ ବସି କଥାବାର୍ତ୍ତା ଜାରି ରଖିଥିଲେ । ଏହି କଥାବାର୍ତ୍ତା ସମୟରେ ତାଙ୍କୁ ଟ୍ରାକ ନିକଟକୁ ଡାକି ନେଇଥିଲା ପ୍ରେମିକ ଜଣକ । ଆଉ ଟ୍ରେନ ପହଞ୍ଚିବା ପରେ ତାଙ୍କୁ ଟ୍ରାକରେ ଠେଲି ଦେଇଥିଲା ଏହି ପିସାଚ ପ୍ରେମିକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *