ଏ ଅନ୍ଧ ପୋଲିସ୍ କୁ ମୋ କାନ୍ଦ ଦିଶୁନି !

dj

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖ୍ ଜିଞ୍ଜାସା ଦେଖ୍ ଏଠି କାନ୍ଦୁଛି ମୁଁ ହେଲେ ସେଠି ରଶ୍ମିର ବାହୁ ବନ୍ଧନରେ ଝୁଲୁଛୁ ତୁ । ଦେଖ୍ ଜିଞ୍ଜାସା ଦେଖ୍ ତତେ ଭଲ ପାଇ କେତେ ବଡ ବାଫ ନେଲି । ତତେ ପ୍ରେମ କଲି ଆଉ ମୋ ମାଆ କୁ ଭୁଲ୍ ବୁଝିଲି । ଭାବିଥିଲି ମୁଁ ମରିଗଲା ପରେ ତୁ ମୋ ଲୁହ ପୁଛିବୁ ମୋ ଚିତାକୁ ଥରୁଟିଏ ଦେଖି ଯିବୁ ହେଲେ ଭୁଲ କଲି କାହିଁକି ନାଁ ଏବେବି ମୋ ମାଆ ଆଖିରୁ ଲୁହ ସରୁନି ।

ସେ ହିଁ ମୋତେ ଖୋଜି ଚାଲିଛି ମୋ ପାଇଁ ନ୍ୟାୟ ମାଗୁଛି । ଆଜେକ୍ସଙ୍କ ମାଆଙ୍କ ଆଖିରୁ ଝରୁଥୁବା ଗୋଟା ଗୋଟା ଲୁହ ଜିଞ୍ଜାସା ଉପରେ ବର୍ଷା କରିବ ଅଭିଶାପର କୋହ । ଆଖିରେ ଅନ୍ଧ ପୁଟୁଳି ବାନ୍ଧି ପୋଲିସ ପ୍ରମାଣ ଉପରେ ପ୍ରମାଣ ଖୋଜିପାରେ ଯେତେବେଳେ କି ପ୍ରମାଣ ତା ଆଖି ସାମ୍ନାରେ ରହିଛି । ଆଖିରେ ଅନ୍ଧ ପୁଟୁଳି ପୋଲିସ ବି ନୀରବ ବସିଯାଇ ପାରନ୍ତି । ତଥାପି ଏ ମାଆ ନ୍ୟାୟ ପାଇଁ ଲଢେଇ ଜାରି ରଖିବ । ଆଉ ଯେ ପର୍ଯ୍ୟନ୍ତ ତା ପୁଅକୁ ନ୍ୟାୟ ମିଳିନି ସେ ପର୍ଯ୍ୟନ୍ତ ତା କରୁଣ କାହାଣୀ କହି ଚାଲିବ ।

mother

ଯେଉଁ ପ୍ରମିକ ମାନେ ନିଜ ମାଆ, ବାପାଙ୍କୁ ଦୂର କରି ଏଭଳି ପ୍ରମିକା ମାନଙ୍କ ପଛରେ ସମୟ କାଟୁଛ ଥରେ ଆଜେକ୍ସର କଥା ମନେ ପକେଇଦିଅ ଆଉ ସେ ପୋଡ ବାଫରୁ ଦୂରେଇ ରୁହ । ସୌମ୍ୟ, ଆଜେକ୍ସ ଆଉ ଦୁଇ ଦୁଇଟି ଏଭଳି ଘଟଣା ଯାହା ଏବେ ପରିସ୍କାର କରିଦେଇଛି ଆଇନ୍ କେବଳ ଝିଅ ମାନଙ୍କ ପାଇଁ ଅଛି । ଆଉ ପୁଅମାନେ କେବଳ ବାଫ ନେବା ପାଇଁ ଅଛନ୍ତି ।

ଯଦି ମରିଗଲ ତାହାଲେ ତରିଗଲ ଆଉ ଯଦି ମରିଗଲ ତାହାଲେ ବାପା, ମାଆଙ୍କୁ କନ୍ଦେଇ ଚାଲିଗଲ ବୋଲି ଆଖି ଖୋଲି ଦେଖିନିଅ । ହେଁ ଯୁବଗୋଷ୍ଠୀ ଯେଉଁମାନେ ଏବେବି ପ୍ରେମ ଭିତରର ମିଛ ଅଭିନୟର ତଫାତ୍ ଦେଖିପାରୁନ । ହେଲେ ନିୟମ କାନୁନ୍ ଅଦାଲତ ଉପରେ ବି ଆଉ ଗୋଟିଏ ଅଦାଲତ ରହିଛି ତାହା ହେଉଛି ଭଗବାନଙ୍କ ଅଦାଲତ କର୍ମର ଅଦାଲତ । ମଣିଷ ଯେଉଁ କର୍ମ କରିବ ସେହି କର୍ମ ତା ପାଖକୁ ବୁଲିକି ଆସିବ । ଆଉ କର୍ମ କେବେବି ତାର ଫଳ ନଦେଇ ସେ କେବେବି ଯିବ ନାହିଁ । ସେଥିପାଇଁ ଇଂରାଜୀରେ କୁହାଯାଏ କ୍ରମା ଇଜ୍ ଏ ବିଚ । ଯିଏକି ବୁଲିବୁଲି ଆସି କାମୁଡି ପକାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *