ଅଭିନୟ ଛାଡି ଶେଷରେ କାଠ ଚିରିଲେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି ।

babusan

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅଭିନୟ ଛାଡି ଶେଷରେ କାଠ ଚିରିଲେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି । ତେବେ କାହିଁକି ଜାଣିବା ପାଇଁ ହେଲେ ଆମ ପୋଷ୍ଟକୁ ଶେଷ ଯାଏ ପଢ଼ନ୍ତୁ ନିଶ୍ଚୟ ଜାଣିପାରିବେ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ଓଲିଓଡ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ମାଧ୍ୟ ମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିବା ଅଭିନେତା ଉତ୍ତମ ମହାନ୍ତି ଓ ତାଙ୍କ ପୁଅ ହେଉଛି ବାବୁସାନ ମହାନ୍ତି ।

ତେବେ ବାପା, ମାଁଙ୍କ ଭଳି ଅପରାଜିତାଙ୍କ ପୁଅ ବାବୁସାନ ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟକୁ କିଣି ନେଇଛନ୍ତି । ଆପଣ ମାନେ ନିହାତି ଭାବେ ଅନେକ ଚଳଚ୍ଚିତ୍ରରେ ବାବୁସାନଙ୍କର ଦମଦାର ଅଭିନୟ ଦେଖିଥିବେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ରୋମିଓ ଦା ଲଭର ବୟ । ତାପରେ ଗୋଟେ ପରେ ଗୋଟେ ସିନେମା କରି ସେ ହୋଇଗଲେ ସୁପରଷ୍ଟାର ।

babu

ତେବେ ବାବୁସାନ ମହାନ୍ତିଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ବାବୁସାନ ମହାନ୍ତି କାଠ ଚିରିଥିବାର ଏବଂ ପାଖରେ ବସି ଖାଉଥୁବାର ମଧ୍ୟ କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ଫଟୋ କୌଣସି ରିଏଲ ଲାଇଫର କଥା ନୁହେଁ । ଇଏ ହେଉଛି ରିଲ ଲାଇଫର । ବାବୁସାନଙ୍କର ଆସିବାକୁ ଯାଉଛି ନୂଆ ଚଳଚ୍ଚିତ୍ର । ସେହି ଚଲଚ୍ଚିତ୍ରର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ବାବୁସାନ ମହାନ୍ତି ଆପଣ ମାନେ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ତାଙ୍କର କେଉଁ କେଉଁ ଚଳଚିତ୍ର ଆପଣ ମାନଙ୍କୁ ବେସି ଭଲ ଲାଗିଛା ତାହା କମେଣ୍ଟ କରି ନିଜର ମତାମାତ ଜଣେଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *