LIC ଗ୍ରାହକଙ୍କ ପାଇଁ ଆଣିଛି ନୂଆ ସ୍କିମ୍ । ମାସକୁ ମିଳିବ 50 ହଜାର…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ଗ୍ରାହକଙ୍କ ପାଇଁ ଆଣିଛି ନୂଆ ସ୍କିମ୍ । LIC ଦେବ ମାସିକ ୫୦ ହଜାର ପେନସନ । ପ୍ରତ୍ୟେକ ମାସରେ ଗ୍ରାହକକୁ ମିଳିବ ଲାଭ । LIC ବାହାର କରିଥିବା ଏହି ପୋଲିସି ର ନାମ ଜୀବନ ସାଥି ସ୍କିମ୍ । ଯେଉଁଥିରେ ଆପଣ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣ ପେନସନ ପାଇଁ ପାରିବେ । ଏଥିରେ ଆପଣ ମାସିକ , ତ୍ରୟିମାସିକ, ଅର୍ଦ୍ଧ ବାସିକ ଏବଂ ବାର୍ଷିକ ଭାବେ ଆପଣ ପେନସନ ନେଇଁ ପାରିବେ । ଏହି ପୋଲିସିରେ ସର୍ବନିମ୍ନ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିବା ଆବଶ୍ୟକ ହୋଇଥାଏ ।

ଯଦି ଆପଣ ଏହି ଯୋଜନାରେ ବିନିଯୋଗ କରୁଛନ୍ତି ତେବେ ଆପଣ ଭଲ ପେନସନ ସହିତ ଅବସର ନେଇପାରିବେ । ବର୍ତମାନ ପୋଲିସିଧାରୀ ମାନେ ପ୍ରିମିୟମ ବଦଳରେ ଅଧିକ ପେନସନ ପାଇଁ ପାରିବେ । ଯେଉଁମାନେ ଶିଘ୍ର ଅବସର ନେବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହି ଯୋଜନାରେ ଲାଭ ପାଇ ପାରିବେ । ପେନସନ ତୁରନ୍ତ କିମ୍ବା ଯେକୌଣସି ସମୟରେ ୨୦ ରୁ ୨୧ ବର୍ଷ ସମୟ ମଧ୍ୟରେ ଆରମ୍ଭ ହୋଇପାରିବ । ୩୦ ରୁ ୭୯ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ପୋଲିସି କିଣିପାରିବେ ।

Policy

ଏହି ଯୋଜନାରେ ବିନିଯୋଗ କରିବା ପାଇଁ ଅଧିକ ରାଶି ଆବଶ୍ୟକ ନାହିଁ। ଆପଣଙ୍କ ସାମର୍ଥ୍ୟ ଅନୁସାରେ ଆପଣ ବିନିଯୋଗ କରିପାରିବେ । LIC ଅନୁଯାୟୀ ଯଦି ଆପଣ ଏକ ଭଲ ମାସିକ ପେନସନ ଚାହୁଁଛନ୍ତି ତେବେ ଆପଣଙ୍କୁ ଅଧିକ ପରିମାଣର ଅର୍ଥ ଦେବାକୁ ପଡିବ । ପୋଲିସି ଅନୁଯାୟୀ ସିଙ୍ଗିଲ ଲାଇଫ୍ ଡିଭୋଡ ଏନିଡିରେ ୧୦ ଲକ୍ଷ ଟଙ୍କାର ପୋଲିସି କିଣିଲେ ଆପଣ ପ୍ରତି ମାସରେ ୧୧ହଜାର ୧ଶହ ୯୨ ଟଙ୍କା ପେନସନ ଭାବରେ ପାଇଁ ପାରିବେ ।

ଯଦି ଆପଣ ୧.୫ ଲକ୍ଷ ଟଙ୍କା ବିନିଯୋଗ କରୁଛନ୍ତି ତେବେ ଆପଣ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ପାଇବେ । ସମାନ ଭାବେ ଯଦି ଆପଣ ମାସିକ ୧ଲକ୍ଷ ପେନସନ ଚାହୁଁଛନ୍ତି ତେବେ ଆପଣଙ୍କୁ ୧୨ବର୍ଷ ପାଇଁ ୧କୋଟି ଟଙ୍କା ବିନିଯୋଗ କରିବାକୁ ପଡିବ । ପୋଲିସିର ମେଚୁରୁଟି ହେବାର ୧୨ବର୍ଷ ପରେ ଆପଣ ପ୍ରତି ମାସରେ ୧.୬ ଲକ୍ଷ ଟଙ୍କା ପେନସନ ପାଇଁ ପାରିବେ ।

ଯଦି ଆପଣ କେବଳ ୧୦ ବର୍ଷ ପାଇଁ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ମ୍ୟାଚୁରୁଟି ପରେ ପେନସନ ଭାବରେ ମାସିକ ୯୪ ହଜାର ୮ଶହ ୪୦ ଟଙ୍କା ପେନସନ ପାଇବେ । ଯଦି ଆପଣ ମାସିକ ମାତ୍ର ୫୦ ହଜାର ଟଙ୍କା ପେନସନ ଚାହୁଁଛନ୍ତି ତେବେ କେବଳ ୫୦ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ । ଯଦି ଆପଣ ୧୨ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୫୦ ହଜାର ବିନିଯୋଗ କରନ୍ତି ତେବେ ମ୍ୟାଚୁରୁଟି ପରେ ମାସିକ ୫୩ହଜାର ୪୬୦ ଟଙ୍କା ପେନସନ ପାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *