ବାହାନଗା ଅଞ୍ଚଳରେ ଡରାଉଛନ୍ତି ଶହଶହ ଭୁତ,ଭୁତ ଭୟରେ ଘରୁ ବାହାରୁନାହାନ୍ତି ଲୋକ !

school

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହାନଗା ସ୍କୁଲ ଯେଉଁଠି ରଖାଯାଇଥିଲା ଧାଡି ଧାଡି ମୃ-ତ ଦେହ ଆଉ ଏବେ ସେହି ସ୍କୁଲରୁ ଶୁଭୁଛି କାନ୍ଦର ଶବ୍ଦ । ରାତି ହେଲେ ସ୍କୁଲ ପୁରା କାନ୍ଦରେ ଫାଟି ପଡୁଛି । ଶୂନଶାନ ସ୍କୁଲରୁ ଶୁଭୁଛି କେହି କାନ୍ଦିବାର ଶବ୍ଦ । ଆଉ ବାହାରକୁ ଆସି ଦେଖିଲା ବେଳକୁ କେହି ନାହାଁନ୍ତି । ଲୋକେ କହୁଛନ୍ତି ବାହାନଗା ସ୍କୁଲରେ ଲୋକେ କାନ୍ଦୁଛନ୍ତି ଯେଉଁଥିପାଇଁ ଏବେ ସମସ୍ତେ ଭୟରେ ।

ଏମିତି ସେତେବେଳେ ହେବାକୁ ଆରମ୍ଭ କରିଛି ଯେତେବେଳେ ସ୍କୁଲରେ କରମଣ୍ଡଳ ଟ୍ରେନ ଦୁର୍ଘଟଣା ପରେ ମୃ-ତ ଦେହ ଗୁଡିକୁ ରଖାଯାଇଥିଲା । ବାହାନଗା ସ୍କୁଲ ଏବେ ପାଲଟିଛି ଆତ୍ମା ମାନଙ୍କର ଘର । ଯେଉଁମାନେ ଟ୍ରେନ ଦୁର୍ଘଟଣାରେ ମରିଯାଇଥିଲେ ସେହିମାନଙ୍କର ଆତ୍ମା ଏବେ ଏହି ସ୍କୁଲ ଘରେ ରହିଛନ୍ତି । ସ୍କୁଲର ୱାଚମ୍ୟାନ ମଧ୍ୟ ସ୍କୁଲରୁ କାନ୍ଦ ଶୁଭୁଥୁବା କଥା କହିଛନ୍ତି । ରାତି ୧୨ଟା ରୁ ଆରମ୍ଭ ହେଉଛି କାନ୍ଦର ଶବ୍ଦ ଯାହା ଦୀର୍ଘ ୨ଟା ପର୍ଯ୍ୟନ୍ତ ଶୁଭୁଛି ।

school

ସେଥିପାଇଁ ସଂନ୍ଧ୍ୟା ହେଲେ ବାହାରକୁ ଆସିବାକୁ ଭୟ କରୁଛନ୍ତି । ରାତି ହେଲାମାନେ କବାଟ ତାଟି ବନ୍ଦ କରି ରହୁଛନ୍ତି ଲୋକେ । ସ୍ଥାନୀୟ ଲୋକେ ମଧ୍ୟ କହିଛନ୍ତି କି ଆଗକୁ ସ୍କୁଲ ଖୋଲିବ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ଭୟ କରିବେ । କାରଣ ସେମାନେ ବି ଦେଖିଛନ୍ତି ସେଦିନର ଘଟଣାକୁ କେତେଯେ ଭୟଙ୍କର ସେ ଘଟଣା ସମସ୍ତେ ନିଜ ହ୍ରୁଦୟଗମ ମଧ୍ୟ କରିଛନ୍ତି ।

ଚାରିଆଡ଼େ ଖାଲି ଥିଲା କଟା ମୁଣ୍ଡ, କଟି ଯାଇଥିବା ହାତ ଅଧା ଗଣ୍ଡି । ଏ ଦୃଶ୍ୟ ବିଭଷ ଏଭଳି ଭୟଙ୍କର ଘଟଣା ସମସ୍ତଙ୍କ ମନରେ ଛାପି ହୋଇ ରହିଯାଇଛି ଯେଉଁଥିପାଇଁ ଭୟ ଲାଗିବାଟା ବି ସ୍ୱଭାବିକ । ସେଥିପାଇଁ ସ୍କୁଲ ପରିସରରେ ଏବେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ଦରକାର । ସ୍କୁଲରେ ଗୋଟିଏ ଯଜ୍ଞ ହେବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *