ରାସନ କାର୍ଡ ରେ ଆସିଲା ବଡ଼ ଖୁସି ଖବର । ଜଲ୍ଦି ଦେଖନ୍ତୁ…

ration card

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନ କାର୍ଡ ରେ ଆସିଲା ବଡ଼ ଖୁସି ଖବର । ଯଦିି ଆପଣ ଜଣେ ରାସନ କାର୍ଡ ହିତାଧିକାରୀ ଆଉ ଆପଣ ଏଥିର ରାସନ ସାମଗ୍ରି ନେଉଛନ୍ତି ତେବେ ଜାଣି ରଖନ୍ତୁ ରାସନ କାର୍ଡ ଥିବା ଲୋକଙ୍କ ପାଇଁ ଖୁସି ଖବର । ରାସନ କାର୍ଡ ଧାରି ପାଇଁ କେନ୍ଦ୍ର ସରକାର ଏକ ବଡ଼ ସିଷ୍ପତି ନେଇଛନ୍ତି ଯାହା ଦେଶର ଗୋଟିଏ ଗୋଟିଏ କାର୍ଡ ଧାରିଙ୍କୁ ପ୍ରଭାବିତ କରିବ । ତେବେ ଆସନ୍ତି ସମ୍ପୂର୍ଣ୍ଣ ଖବର ବଷୟରେ ଜାଣିନେବା ।

ଆଧାର କାର୍ଡକୁ ରାସନ କାର୍ଡ ସହିତ ଯୋଡିବା ପାଇଁ ପୁଣିଥରେ ସରକାର ତାରିଖ ବଢାଇ ଦେଇଛନ୍ତି । ଏହା ଲିଙ୍କ୍ କରିବାର ଶେଷ ତାରିଖ ୩୦ ଜୁନ୍ ୨୦୨୩ ଥିଲା କିନ୍ତୁ ବର୍ତ୍ତମାନ ସରକାର ଏହାକୁ ୩ମାସ ପାଇଁ ବୃନ୍ଧି କରିଛନ୍ତି । ଅର୍ଥାତ୍ ଆଧାର ସହିତ ରାସନ କାର୍ଡକୁ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ୨୦୨୩ । ଖାଦ୍ୟ ଏବଂ ଜନ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଏ ସମ୍ପର୍କରେ ସୂଚନା ଦେଇଛି ।

Ration card

ମନ୍ତ୍ରଳୟରୁ ମିଳୁଥୁବା ସୂଚନା ଅନୁଯାୟୀ ଆଧାର ସହିତ ରାସନ ସଂଯୋଗ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ୨୦୨୩ । ଯେଉଁ ମାନଙ୍କର ୧ ରୁ ଅଧିକ ରାସନ କାର୍ଡ ଅଛି ସେମାନଙ୍କ ପାଇଁ ବଡ କାଟ । କାହିଁକି ନାଁ ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ କରିବା ପରେ ସେମାନେ ଏବେ ଧରା ପଡିବେ । ଏହାଛଡ଼ା ଯେତେବେଳେ ଆପଣଙ୍କର ଆଧାର କାର୍ଡ ରାସନ ସହିତ ସଂଯୁକ୍ତ ହେବ ଏହା ଆପଣଙ୍କ ଠକେଇକୁ ରୋକିବାରେ ସାହାର୍ଯ୍ୟ କରିବ ।

ରାସନ କାର୍ଡ ଏବଂ ଆଧାର କାର୍ଡକୁ ପରସ୍ପର ସହିତ ସଂଯୋଗ କରିବାକୁ ହେଲେ ଏହା ସହିତ ଜଡିତ ବ୍ୟାଘାତ କୁ ରୋକାଯାଇ ପାରିବ । ଆଉ ଯଦି ଆପଣମାନେ ଭାବୁଥିବେ ଆପଣ ବ୍ୟବହାର କରୁଥୁବା ରାସନ କାର୍ଡରେ ଆଧାର କାର୍ଡ ଲିଙ୍କ୍ କରିବାକୁ ପଡିବ କି ତେବେ ଜାଣି ରଖନ୍ତୁ ଯଦି ଆପଣଙ୍କର ରାସନ କାର୍ଡଟି ବହୁତ ପୂରୁଣା ଅଟେ ତେବେ ଏଥିପାଇଁ ଆପଣ ନିକଟତମ ଡିଲରଙ୍କ ସହିତ ଦେଖା କରି ଆପଣ ନିଜର ରାସନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ୍ କରାଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *