ଆସୁଛିକି ମହାବିପଦ ! ମହାପ୍ରଭୁଙ୍କ ଅସଲି ଅଭଡ଼ା ନାଁରେ ଲୋକଙ୍କୁ ଦିଆଯାଉଛି ନକଲି ଅବଡ଼ା

Abda

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାହାକୁ ଆପଣ ଅତି ଆଦରରେ ମହାପ୍ରଭୁଙ୍କ ମହାପ୍ରସାଦ ଭାବେ କିଣି ନେଉଛନ୍ତି କେବେ ଭାବିଛନ୍ତି ତାହା ହୋଇପାରେ ନକଲି ଅଭଡା । ଭଗବାନଙ୍କ ଅଭଡା ଟିକେ ପାଇବାକୁ ଭକ୍ତଙ୍କ ମନରେ ବ୍ୟାକୁଳ ସୃଷ୍ଟି ହୁଏ ଆଉ ଏହାର ସୁଯୋଗ ନେଇ ଏବେ ଚାଲିଛି ନକଲି କାରବାର । ପୂଜା ଦାମରେ ଶ୍ରୀମନ୍ଦିର ଅଭଡା କହି ବିକା ହେବ । ଆଉ ପାଗଳଙ୍କ ଭାବେ ଏସବୁକୁ ଜାଣି ପାରିବେନି ଅଭଡାକୁ କିଣି ନେବେ ।

ମହାପ୍ରଭୁଙ୍କ ମହାପ୍ରସାଦ ଭାବି ଲୋକେ କିଣି ନେଉଛନ୍ତି ନକଲି ଅଭଡାକୁ । ଭକ୍ତଙ୍କ ବିଶ୍ୱାସ ସହ ଖେଳ ଖେଳା ଯାଉଛି । ମହାପ୍ରଭୁଙ୍କ ନାଁ ରେ ନକଲି ଅଭଡାକୁ ବିକ୍ରୀ କରାଯାଉଛି । ଯାହାକି ଅଭିଯୋଗ ଆସିଛି । ପୁରୀ ପାଇକ ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଅସ୍ଥାୟୀ ଷ୍ଟେଣ୍ଡ ବାନ୍ଧି ପ୍ରସ୍ତୁତ କରାଯାଉଛି ନକଲି ଅଭଡା । ଅନ୍ନ, ଡାଲି, ବେସର ଅନ୍ୟାନ୍ୟ ସବୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଯେମିତି ଭକ୍ତଙ୍କୁ ଲାଗିବ ନାହିଁ ଯେ ଇଏ ହେଉଛି ନକଲି ଅଭଡା ।

abhda

ଯେମିତି ଲାଗିବ ଇଏ ହେଉଛି ଭଗବାନଙ୍କ ମହାପ୍ରସାଦ । ଦେଖିଲା ବେଳକୁ ଏମିତି ପ୍ରସ୍ତୁତ କରାଯାଉଛି ନକଲି ଅଭଡା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ଲାଗିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁନଥୁବା ବେଳେ ଭକ୍ତ ମାନଙ୍କୁ ଏଭଳି ଠକା ଯାଉଛି । ଅନେକ ଭକ୍ତ ଏନେଇ କିଛି ଜାଣି ନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଏଭଳି କିଛି ଅସାଧୁ ବ୍ୟକ୍ତି ।

ଏବେ ଗଣମାଧ୍ୟମ ଘଟଣା ସ୍ଥଳରେ ପହଞ୍ଚିବା ପରେ ରୋଷେଇ କରୁଥିବା ବ୍ୟକ୍ତି ମାନେ ଫେରାର ହୋଇ ଯାଇଥିଲେ । ନକଲି ମହାପ୍ରସାଦ ପ୍ରସ୍ତୁତିକୁ ନେଇ ଜଗନ୍ନାଥ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି । ଭକ୍ତଙ୍କ ଭାବନା ଭକ୍ତି ସହିତ ଖେଳୁଥିବା ବ୍ୟକ୍ତି ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏପରି ନକଲି ଅଭଡା ପ୍ରସ୍ତୁତ ପରେ ପରେ ସେପଟେ ଦେଖିବାକୁ ମିଳିଛି ଶ୍ରୀ ମନ୍ଦିର ନୀଳ ଚକ୍ର ଉପରେ ବସିଥିଲା ଚିଲ ଆଉ ଯାହାକୁ ଦେଖି ସେବାଆତି ବି ଡରି ଯାଇଥିଲେ । ଆସୁଛି ଏକ ବଡ ବିପଦ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *