ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ପୁଣି ଆସିଲା ଖୁସି ଖବର । ରାଜ୍ୟରେ ବଢ଼ିଲା ସ୍କୁଲ ଛୁଟି ଏହି ତାରିଖ ପର୍ଯ୍ୟନ୍ତ |

school 1

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥୁବା ଛାତ୍ରଛାତ୍ରୀଙ୍କ ଲାଗି ପୁଣି ଖୁସି ଖବର । ରାଜ୍ୟରେ ବଢିଲା ଗ୍ରୀଷ୍ମ ଛୁଟି ଅବଧି । ପ୍ରବଳ ଗ୍ରୀଷ୍ମ ପ୍ରଭାହକୁ ଦୃଷ୍ଟିରେ ରଖି ଛୁଟି ଅବଧିକୁ ବୃନ୍ଧି କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ୧୯ ତାରିଖରେ ଖୋଲିବାର ଥଲା ସ୍କୁଲ । ପୁଣି ଏହି ମଧ୍ୟରେ ବଢିଛି ସ୍କୁଲ ଛୁଟି ।

ତେବେ କେତେ ଦିନ ବଢିଛି ଅର୍ଥାତ୍ କେଉଁ ତାରିଖରେ ସ୍କୁଲ ଖୋଲିବ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିନେବା । ଆସନ୍ତା ୧୯ ତାରିଖ ପରିବର୍ତ୍ତେ ୨୧ ତାରିଖରେ ଖୋଲିବ ସ୍କୁଲ । ଏନେଇ ସ୍କୁଲ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନା ଜାରି କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରଭାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୧ ତାରିଖରୁ ସ୍କୁଲରେ ଖରା ଛୁଟି ହୋଇଥିଲା ।

school

ତେବେ ଆଗୁଆ ଖରା ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ମେ ୫ରୁ ଜୁନ୍ ୧୭ ଯାଏ ଖରା ଛୁଟି ଘୋଷଣା କରାଯାଉଥୁଲା । ହେଲେ ଏଥର ହିଟ୍ ୱେବ୍ ପାଇଁ ନିର୍ଦ୍ଦାରିତ ତାରିଖରେ ୧୫ଦିନ ପୂର୍ବରୁ ଖରା ଛୁଟି ଘୋଷଣା କରାଯାଇଥିଲା । ତେବେ ଅଧିକ ଦିନ ଖରା ଛୁଟି ଯେପରି ପାଠ ପଢାକୁ ପ୍ରଭାବିତ ନକରେ ସେନେଇ ଅବକାଶକାରୀନ ଶିକ୍ଷା ବା ସମର କୋସ ପାଇଁ ସ୍ୱତନ୍ତ୍ର ସିଲାବସର ବ୍ୟବସ୍ଥା କରିଥିଲା ବିଦ୍ୟାଳୟ ଗଣଶକ୍ଷା ବିଭାଗ ।

ତେବେ ଆସନ୍ତା ୧୯ ତାରିଖରେ ସ୍କୁଲ ଖୋଲିବାର ଥଲା ମାତ୍ର ଏବେ ଗ୍ରୀଷ୍ମ ପ୍ରଭାହ ଜାରି ରହିଥିବାରୁ ଦୁଇ ଦିନ ଛୁଟି ବଢା ଯାଇଛି । ଅର୍ଥାତ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଜାରି ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *