ହୋଇଯାଆନ୍ତି ସାବଧାନ । ଆଉ ୩ଘଣ୍ଟା ପରେ ଏହି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା…

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାବଧାନ ଆଗାମୀ ୩ଘଣ୍ଟା ପାଇଁ । ଆଗାମୀ ୩ଘଣ୍ଟାରେ ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ହଠାତ୍ କଳାହାଣ୍ଡିଆ ମେଘ ପରି ଘୋଟି ଆସିଛି କଳାହାଣ୍ଡିଆ ମେଘ । ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ବର୍ତମାନ ବର୍ଷା ଆରମ୍ଭ ହୋଇସାରିଛି । ଆଉ ୧୧ଜିଲ୍ଲାରେ ୩ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବେଶ ବର୍ଷା ହେବା ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଉ ୧୧ଜିଲ୍ଲା ଭିତରୁ ଭଦ୍ରକ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହେବ । ସତର୍କ ରହିବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ଭୀଷଣ ଗରମ ରହିଥିବା ବେଳେ ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ବର୍ଷା ଆରମ୍ଭ ହୋଇଛି । ହଠାତ୍ କଳାହାଣ୍ଡିଆ ମେଘ କରି ଘୋଟି ଆସିଛି ଏବଂ ପବନ ସହ ଘଡଘଡି ବିଜୁଳି ଏବଂ ତାସହ ପ୍ରବଳ ବର୍ଷା ହେଉଛି । ହଠାତ୍ ମାଡି ଆସିଛି କଳାହାଣ୍ଡିଆ ମେଘ । ଆଉ ସବୁଠୁ ବଡ କଥା ହେଉଛି ୧୧ଜିଲ୍ଲା ପାଇଁ ଆଗାମୀ ୩ଘଣ୍ଟା ବେଶୀ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ୩ଘଣ୍ଟା ରେ ବିଜୁଳି ଚମକିପାରେ ଘଡଘଡି ମାରିପାରେ ପବନର ବେଗ ଅଧିକରୁ ଅଧିକ ହୋଇପାରେ ଆକାଶରୁ ମୁଷଳ ବେଗରେ ବର୍ଷା ହୋଇପାରେ । ଏମିତି କିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

rains

ଏସବୁ ଭିଚରେ ଗୋଟିଏ କଥା ସତ ଯେଉଁ ଗରମ ଲାଗି ରହିଥିଲା ମୌସୁମୀ କେବେ ଆସିବ ମୌସୁମୀ ଆସି ଯାଉଛି ଏବଂ ଖୁବ୍ ଶୀଘ୍ର ଗରମରେ ବ୍ରେକ୍ ଲାଗିବ ବୋଲି ଯାହା ସୂଚନା ମିଳୁଛି । ୨୩ତାରିଖ ସୁଧା ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରିବା ସହ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବେଳ ଏବଂ କଟକ, ଢେଙ୍କାନାଳ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଠିକ୍ ସେହିପରି ୨୪ ତାରିଖ ବେଳକୁ ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ମଧ୍ୟ ମାରିପାରେ ।

ଠିକ୍ ସେହିପରି କଳାହାଣ୍ଡି, ନବରଙ୍ଗପୁର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଜୁଳି ଚମକିବ, ଘଡଘଡି ମାରିବ ଏବଂ ଆକାଶ ରୁ କୂଆ ପଥର ବର୍ଷା ହେବାର ୟଥେଷ୍ଟ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି । ଆଗାମୀ ୩ଘଣ୍ଟା ପାଇଁ ୧୧ଟି ଜିଲ୍ଲାକୁ ସତର୍କ ସୂଚନା । ଆଗାମୀ ୩ଘଣ୍ଟା ସତର୍କ ରହିବା ନିହାତି ଆବଶ୍ୟକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *