ଆସୁଛି ଆଉ ଏକ ବଡ଼ ବାତ୍ୟା । ଓଡ଼ିଶାରେ ପ୍ରଭାବ ପଡ଼ିବ କି…

Cyclone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ କନ୍ଦ୍ର ଭୁବେନଶ୍ୱର ପକ୍ଷରୁ ଜାରୀ ହେଲା ଆଉ କିଛି ନୂଆ ରିପୋଟ । ଆରବ ସାଗରରେ ସୃଷ୍ଟି ହୋଇଛି ବାତ୍ୟା ବିପର୍ଯ୍ୟୟ । ତେବେ ଏହି ବାତ୍ୟା ବିପର୍ଯ୍ୟୟ ଓଡ଼ିଶା ଉପରେ କଣ ରହିବ ପ୍ରଭାବ ଆସନ୍ତୁ ସମ୍ପୁର୍ଣ୍ଣ ଖବର ବିଷୟରେ ଜାଣିନେବା ଯାହା ମଧ୍ୟ ସାଧାରଣ ଲୋକମାନେ ଚାହିଁ ବସିଛନ୍ତି କି ଆସୁଥିବା ବାତ୍ୟା ଓଡ଼ିଶାରେ ରହିବକି ପ୍ରଭାବ ।

ତେବେ ବନ୍ଧୁଗଣ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ କର୍ମେ ଘନିଭୂତ ହେବାରେ ଲାଗିଛି । ତେବେ ୩୬ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ଏହି ବାତ୍ୟା । ତେବେ ବର୍ତ୍ତମାନ ଭେରି ସିଭିୟର ସାଇକ୍ଲୋନିକ ଷ୍ଟମ ବା ଅତି ଭୀଷଣ ବାତ୍ୟାର ପରିଣତ ହୋଇଛି ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ। ଏହା ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ କେନ୍ଦୀଭୂତ ହୋଇ ରହିଛି । କ୍ରମେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ।

batya

ଏହାର ପ୍ରଭାବରେ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିଛି । ଏଥିସହିତ ସମୁଦ୍ର ଉପକୂଳକରେ ଜୋରରେ ପବନ ବୋହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କେରଳ , କର୍ଣ୍ଣାଟକ, ଗୁଆ, ମହାରାଷ୍ଟ୍ରକୁ ଆଲଟ ଜାରି କରାଯାଇଛି । ବାତ୍ଯୟା ସ୍ଥିତିକୁ ମୁକାବିଲା ପାଇଁ ପ୍ରସାଶନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ତେବେ ଆଗକୁ ଏହି ବାତ୍ୟା ଯେତେ ନିକଟତର ହେବ ଏହାର ଗତିପଥ କେଉଁ ରାଜ୍ୟକୁ ରହିବ ଯାହା ଆଗକୁ ଆପଣ ସ୍ପଷ୍ଟ ଜାଣି ପାରିବେ । ହେଲେ ଓଡ଼ିଶା ପ୍ରତି ସେତେ ବିପଦ ନାହିଁ । ସ୍ଥାନେ ସ୍ଥାନେ ହାଲକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *