SBI ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର । SBI ରେ ଆକାଉଣ୍ଟ ଥିଲେ ଏବେ ହିଁ ଦେଖନ୍ତୁ…

sbi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ SBI ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର ଯଦି ଆପଣ SBI ବ୍ୟାଙ୍କ ରେ ଏକ ଆକାଉଣ୍ଟ ରହିଛି ତେବେ ଜୁନ୍ ୩୦ ତାରିଖ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱ ପୂର୍ଣ୍ଣ । ଜୁନ୍ ୩୦ ରୁ ବ୍ୟାଙ୍କ ଗୁରୁତ୍ୱ ପୂର୍ଣ୍ଣ ନିୟମ ପରିବର୍ତ୍ତନ କରିବାକୁ ଯାଉଛି ଯାହା ଦେଶର କୋଟି କୋଟି ଗ୍ରାହକଙ୍କୁ ପ୍ରଭାବିତ କରିବ SBI ଏହାର ଅଫିସିଆଲ ଟୁଇଟରରେ ସୂଚନା ଦେଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିନେବା ।

ସୂଚନା ଯୋଗ୍ୟ ଷ୍ଟେଟ୍ ବ୍ୟାଙ୍କ ଜୁନ୍ ୩୦ରୁ ବ୍ୟାଙ୍କ ଲକର ସମ୍ଭନ୍ଧୀୟ ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ବ୍ୟାଙ୍କ ପକ୍ଷରୁ ଏକ ନିର୍ଦ୍ଦେଶାବଳି ଜାରି କରି କୁହାଯାଇଛି ଯେ ୩୦ ଜୁନ୍ ୨୦୨୩ ସୁଧା ସଂଶୋଧିତ ଲକର ଚୁକ୍ତିନାମା ସାକ୍ଷର କରିବାକୁ ଇଣ୍ଟରନେଟରେ ଥିବା ଲକରଧାର ମାନଙ୍କୁ ନିବେଦନ କରୁଛି ।

sbi

ଗତ କିଛିଦିନ ହେବ କ୍ରମାଗତ ଭାବରେ ଏହି ବିଷୟରେ ବ୍ୟାଙ୍କ ପରାମର୍ଶଦାତା ଜାରି କରୁଛି । SBI ଅଫିସିଆଲ ଟୁଇଟରରେ ଲେଖିଛି ଯେ ପ୍ରିୟ ଗ୍ରାହକ ସଂଶୋଧିତ ଲକରଚୁକ୍ତି ସାକ୍ଷର ପାଇଁ ନିକଟସ୍ଥ ଶାଖାକୁ ଯାଆନ୍ତୁ । SBI ବ୍ୟତୀତ ବ୍ୟାଙ୍କ ଅଫ୍ ବରଦା ମଧ୍ୟ ଧାର୍ଯ୍ୟ ତାରିଖ ସୁଧା ସଂଶୋଧିତ ଲକର ଚୁକ୍ତିନାମା ସାକ୍ଷର କରିବାକୁ ଗ୍ରାହକଙ୍କୁ କୁହାଯାଇଛି ।

ତେବେ ଗ୍ରାହକଙ୍କ ଚୁକ୍ତିନାମା ଗୁଡିକ ୫୦ପ୍ରତିଶତ ଜୁନ୍ ୩୦ସୁଧା ଏବଂ ସେପ୍ଟେମ୍ବର ୩ ସୁଧା ୭୫ ପ୍ରତିଶତ ସଂଶୋଧନ କରିବାକୁ ପଡିବ । ତେବେ ଆପଣ ମାମଙ୍କର SBI ବ୍ୟାଙ୍କ ରେ ଆକାଉଣ୍ଟ ଅଛିକି ନାହିଁ ନିହାତି କମେଣ୍ଟ କରି ଜଣାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *