ବହୁଦିନ ପରେ ପୁଣି ସକ୍ରିୟ ଗୋଲ୍ଡିୁ ଗ୍ୟାଙ୍ଗଷ୍ଟର, ହନି ସିଂକୁ ମିଳିଛି ହ-ତ୍ୟା ଧମକ

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଶଙ୍କଟରେ ବଲିଓଡର ଷ୍ଟାର । ବଲିଓଡରେ ପୁଣିଥରେ ହଇଚୟ ସୃଷ୍ଟି କରିଛନ୍ତି ଗ୍ୟାଙ୍ଗ ଷ୍ଟାର । ବଲିଓଡ କଳାକାରଙ୍କ ପରେ ଏବେ ଟାର୍ଗେଟରେ ବଲିଓଡର ସିଙ୍ଗର । ଏବେ ପ୍ରସିଦ୍ଧ ଗାୟକ ହନି ସିଙ୍ଗକୁ ମିଳିଛି ହ-ତ୍ୟା ଧମକ । ଜୀବନରୁ ମାରିଦେବାକୁ ଧମକ ଦେଇଛି ଗ୍ୟାଙ୍ଗ ଷ୍ଟାର ଗୋଲ୍ଡୁି ପରାର ।

କାନାଡାରୁ ଗୋଲ୍ଡୁି ପରାର ଏକ ଭଏସ ମେସେଜ ପଠାଇ ହନି ସିଙ୍ଗକୁ ଧମକ ଦେଇଛି । ଏନେଇ ହନି ସିଙ୍ଗ ଏବେ ଦିଲ୍ଲୀ ପୋଲିସ୍ ର ସ୍ପେସାଲ୍ ସେଲ୍ ରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବାପରେ ସେହି ଭଏସ ନୋଟକୁ ଯାଞ୍ଚ କରୁଛି । ଗୋଲ୍ଡୁି ପରାର ପଞ୍ଜାବର ପ୍ରସିଦ୍ଧ ଗାୟକ ସିନ୍ଧୁ ମୋଶଲା ହ-ତ୍ୟା କାଣ୍ଡର ମୁଖ୍ଟ ଅଭିଯୁକ୍ତ ବୋଲି ମଧ୍ୟ କୁହାଯାଉଅଛି ।

Honey Singh

ଏବେ ସେ ପଞ୍ଜାବ ଛାଡି କାନାଡାରେ ରହୁଥୁବା ଜଣା ପଡିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ବଲିଓଡର ଷ୍ଟାର ସଲମାନ ଖାଁଙ୍କୁ ଅନେକ ଥର ହ-ତ୍ୟା ଧମକ ଦେଇଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଏକ ଇମେଲ ପଠାଇ ସଲମାନ ଖାଁଙ୍କୁ ହ-ତ୍ୟା ଧମକ ଦେଇଥିଲେ । ଏହାପରେ ସଲମାନଙ୍କର ଘରକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଗୋଲ୍ଡୁି ପରାର ପୁରା ନାମ ହେଉଛି ସତବନ୍ଦଡ ଚିପସିଂ । ତାଙ୍କ ପରିବାର ପଞ୍ଜାବର ମୁକ୍ତସର ସାହିବା ଠାରେ ରୁହନ୍ତି । ଗୋଲ୍ଡୁିର ଜନ୍ମ ୧୯୯୪ରେ ହୋଇଥିଲା । ଗୋଲ୍ଡୁିକୁ ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଶ୍ୱୟିଙ୍କ ସହଯୋଗୀ ବୋଲି କୁହାଯାଏ । ଏବେ ସେ କାନାଡାରେ ରହି ନିଜ ଗ୍ୟାଙ୍ଗ ଚଳାଇଛି । ଗୋଲ୍ଡୁି ବିରୋଧରେ ହ-ତ୍ୟା , ଦାଦା ବଟିକା, ଆଦାୟ ଭଳି ଅନେକ ମାମଲା ରହିଛି ।

ଏହାସହ ଗୋଲ୍ଡୁି ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟି ମଧ୍ୟ ଜାରି କରାଯାଇଛି । ପଞ୍ଜାବର ପରିଚିତ କଣ୍ଠଶିଳ୍ପୀ ସିନ୍ଧୁ ମୋଶଲଙ୍କ ହ-ତ୍ୟା-କାରୀ ମାମଲାରେ ଏବେବି ଜେଲ୍ର ରେ ଅଛି ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଶ୍ୱୟି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *