30 ଜୁନ 2023 ରାଶିଫଳ – ବଦଳୁଛି ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ।

rasiphala

ମେଷ ରାଶି : କାମ କାର୍ଯ୍ୟ କରୁଥିବା ଜାତକର ଲୋକଙ୍କ ପାଇଁ ଲାଭଦାୟକ ଦିନ ଅଟେ , ଆପଣଙ୍କ ବ୍ୟକ୍ତିଗତ ଆମଦାନୀରେ ବୃଦ୍ଧି ହେବ , ପରିବର୍ତ୍ତନ କିଛି ବଡ କାର୍ଯ୍ୟ ଦେଖିବାକୁ ମିଳିବ , ନିଜ କ୍ୟାରିୟରରେ ଉଠିବାର ବହୁତ ପ୍ରୟାସ କରିଥିବେ ଯାହା ଦ୍ୱାରା ସେହି କାର୍ଯ୍ୟର ପ୍ରଶଂସା ମିଳିବ , ଏବେ ତାଙ୍କର ଫଳ ମିଳିବାର ସମୟ ଅଛି କର୍ମବ୍ୟସ୍ତ ଭରା ଦିନ ବୃଦ୍ଧି ହେବ , କ୍ରୋଧ ଉପରେ ଆସିକରି ବଡ କାର୍ଯ୍ୟ କରିବେ , ଲମ୍ବା ଯାତ୍ରା କରିବାରୁ ଦୁରେଇ ରୁହନ୍ତୁ , ନୁଆ ଯୋଜନା ସହ ବ୍ୟର୍ଥ ଖର୍ଚ୍ଚ ବି ଚିନ୍ତାର ବିଷୟ ହେବ ।

ବୃଷ ରାଶି : ପ୍ରମୋଶନ୍ ର ପୁରା ଆସାର ଅଛି , ଆପଣଙ୍କ ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ , ଆପଣଙ୍କ ନିଜ ଶଶୁରଘର ପକ୍ଷରୁ ଖରାପ ଖବର ମିଳିପାରେ , ଯାହାର କାରଣରୁ ଆପଣଙ୍କ ମନ ଦୁଃଖି ହୋଇପାରେ , ଆପଣ ବହୁତ ଲମ୍ବା ସମୟରୁ ବିଚାର କରି ହରାଇବେ , ଯଦି ଆପଣଙ୍କ ବୈବାହିକ ଜୀଅନ ଲମ୍ବା ସମୟରୁ ନାଖୁସ୍ ଅଛନ୍ତି ତେବେ ଏହି ଦିନ ନିଜ ଅବସ୍ଥା ଭଲ କରିବାର ଅନୁଭବ କରିବେ , ଆପଣଙ୍କ ଲୋକପ୍ରିୟତାରେ ବୃଦ୍ଧି ହେବ , ଦିନର ଦ୍ୱିତିୟ ଦିନ ଆର୍ଥିକ ହିସାବରେ ଫାଈଦା ହେବ ।

ମିଥୁନ ରାଶି : ଚାକିରି ପେଶା ଲୋକଙ୍କର ମନରେ ଚାକିରି ବଦଳାଇବାର ବିଚାର ଆସିପାରେ , ଆପଣଙ୍କ ପୁରା ଦିନ ମଉଜ ମସ୍ତିରେ ବ୍ୟତିତ ହେବ , ବେପାରରେ ମଜବୁତି ଆଣିବାପାଇଁ କିଛି ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ଉଠାଇପାରନ୍ତି , କେଉଁ ସଂମ୍ପର୍କୀୟ ଆପଣଙ୍କୁ ଆର୍ଥିକ ସହାୟତା ଦେଇପାରନ୍ତି , ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ସମସ୍ତଙ୍କ ସହ ଭଲରେ ପେଶ୍ ଆସିବେ , ନିଜ ସହକର୍ମୀଙ୍କର ସହଯୋଗ ଆପଣଙ୍କୁ ସମୟରେ ମିଳିବ । ମହିଳାମାନେ ଭୁଲ୍ ଧାରଣାର ଶିକାର ହୋଇପାରନ୍ତି ।

କର୍କଟ ରାଶି : ନିଜ ଜୀବନରେ ସକରାତ୍ମକତା ଆଣିବାପାଇଁ ଧ୍ୟାନର ସାହାରା ନିଅନ୍ତୁ , ଦିନଢଳିଲେ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧାର ସାମ୍ନା କରିବାକୁ ପଡିବ , ଛାତ୍ରଙ୍କର ପାଠ ପଢାରେ ଧ୍ୟାନ କେନ୍ଦ୍ରିତ କରିବେ , ଏହି ଦିନ ଆପଣଙ୍କ ପାଇଁ ଭଲ ରହିବ , ଘରର ବଡ ବୟସ୍କ ସୁଖ ପ୍ରାପ୍ତି ହେବ , ବାରମ୍ବାର କରାଯାଇଥିବା ପ୍ରୟାସରୁ ଆନନ୍ଦଦାୟକ ମିଳିବ , ଆପଣଙ୍କ ଭାଗ୍ୟ ଚମକିଉଠିବ ,

ସିଂହ ରାଶି : ସିଂହ ରାଶି ବାଲାଙ୍କର ଆଜି ବନ୍ଧୁଙ୍କ ସହ ହୋଲିର ମଜା ନେବେ , ବୈବାହିକ ଜୀବନରେ ସୁଧାର ଆସିପାରେ , ବେପାରରେ ପ୍ରଗତି ହେବ , ପ୍ରେମୀଙ୍କ ସହ ଦେଖାକରିବାକୁ ହେଲେ ଟିକିଏ ହଇରାଣ ହେବାକୁ ପଡିପାରେ , ସମୟର ଉପଯୋଗିତା ଧ୍ୟାନରେ ରଖି କାମ କରିବେ , କାର୍ଯ୍ୟକ୍ଷେତ୍ରରେ ଚିହ୍ନାପରିଚିତ ଲୋକ ସାହାଯ୍ୟ କରିବେ , ନୁଆ ସଉଦା ଆପଣଙ୍କ ପାଇଁ ଫାଈଦାଦାୟକ ହୋଇପାରେ , ଆଜି ସ୍ୱାସ୍ଥ୍ୟରେ ହ୍ରାସ ହୋଇପାରେ । ଭୌତିକ ସାଧନରେ ବୃଦ୍ଧି ହେବ ।

କନ୍ୟା ରାଶି : ଆଜି କନ୍ୟା ରାଶିର ଲୋକ ମନରେ ନୁଆ ଆଶା ନେଇ ଆସିବେ । ଆପଣଙ୍କ ବୌଦ୍ଧିକତାପୁର୍ଣ୍ଣ କଥାକୁ ସବୁ ଲୋକ ପ୍ରଭାବିତ ହେବେ । ଆପଣଙ୍କ ସେଭିଙ୍ଗ୍ ରେ ପଇସା ଖର୍ଚ୍ଚ ହେବାର ଯୋଗ ଅଛି , ଆଜି ଆପଣଙ୍କ ନିଜ କ୍ୟାରିୟରରେ ଆଗକୁ ବଢିବାରେ ପ୍ରେରିତ କରିବେ , ସାମୁହିକ ଓ ସାମାଜିକ କାମ ପାଇଁ ଦିନ ଭଲ ଅଛି , ପରିବାର ଅଧିକାଂଶ କାମ ନିପଟାଇବାକୁ ପଡିପାରେ , କେଉଁ ପୁରୁଣା ସାଙ୍ଗ ସାକ୍ଷାତ ହୋଇପାରେ , ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ ।

ତୁଳା ରାଶି : ଆଜିର ଦିନ ଆପଣଙ୍କ ପାଇଁ ଉର୍ଜାରେ ଭରା ରହିଛି , ଆପଣଙ୍କ ଆର୍ଥିକ ସ୍ଥିତିରେ ମଜବୁତି ଆସିବ , ପ୍ରେମ ସଂବନ୍ଧରେ କିଛି ବିବାଦସ୍ପଦ ଘଟଣାକ୍ରମ ସାମ୍ନାକୁ ଆସିବ , ଅତଃ ସାବଧନତା ରୁ ଆଚରଣ କରନ୍ତୁ , ଘରୋଇ ସୁଖ ସୁବିଧା ଜିନିଷ ଉପରେ ଅଧିକା ଖର୍ଚ୍ଚ କରନ୍ତୁ ନାହିଁ , କାର୍ଯ୍ୟ କରିବାରେ ଭରପୁର୍ ଉର୍ଜା ଅନୁଭବ ହେବ , ନିର୍ଣ୍ଣୟ ନେବାର କ୍ଷମତା ଅତ୍ୟାଧିକ ବଢିଯିବ , ଆଜି ଆପଣଙ୍କୁ ନିଜ ଅଧିକାଂଶ ଗତିବିଧିରେ ଭାଗ୍ୟର ସାଥ୍ ମିଳିବ ।

ବିଛା ରାଶି : ବେପାର କରୁଥିବା ଲୋକଙ୍କୁ ବେପାରରେ କ୍ଷତି ହୋଇପାରେ , ଘରେ କିଛି ଚିନ୍ତାଜନକ ସ୍ଥିତି ଉପୁଜିପାରେ , ଏଥିପାଇଁ କେଉଁ ପ୍ରକାର ଯୁକ୍ତିରୁ ଦୁରେଇ ରୁହନ୍ତୁ , ବହୁତ ମଉକା ଏମିତି ରହିବ ଯେଉଁଥିରେ ଆପଣଙ୍କୁ ସଫଳତାର ସ୍ୱାଦ ମିଳିବ , ଜୀବନସାଥିଙ୍କ ଦ୍ୱାରା କିଛି ନୁଆ ରୁକ୍ଷ୍ୟ ବ୍ୟବହାର କରାଯିବ , ଆପଣଙ୍କୁ ପ୍ରେମରୁପକ ବ୍ୟବହାର କରିବାର ଅଛି , ବାପାଙ୍କ ସ୍ୱାସ୍ଥ୍ୟର ଚିନ୍ତା ବଢିପାରେ , ଖର୍ଚ୍ଚର ଯୋଗ ହେଉଛି , ଆଜି ଆପଣଙ୍କୁ ସୁସ୍ତାନେ ର ଟିକିଏ ବି ଅବସର ମିଳିବ , ତେବେ ବ୍ୟର୍ଥ ହରାନ୍ତୁ ନାହିଁ ।

ଧନୁ ରାଶି : ଆଜି ଆପଣଙ୍କୁ ନକରାତ୍ମକ ପରିଣାମ ସାମ୍ନା କରିବାକୁ ପଡିପାରେ , ଭାଇଙ୍କ ସାମଞ୍ଜସ୍ୟ ବନାଇକରି ରଖନ୍ତୁ , ମାତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ଓ ସାହାସ ଚରମରେ ରହିବ , ସଠିକ୍ ନିର୍ଣ୍ଣୟ ନେବାପରେ ବି କିଛି ଜିନିଷ ଆପଣଙ୍କ ପକ୍ଷରେ ନଥିବ , ଆପଣ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି , ସେ ଜଲଦି ବୁଝାମଣା ହୋଇଯିବ , ଆଜି ଆପଣଙ୍କୁନିଜ ସଂମ୍ପର୍କକୁ ଭବିଷ୍ୟରେ ବିଚାର କରିବାକୁ ହେବ , ରାଜନୈତିକ ମହତ୍ତ୍ୱକାଂକ୍ଷା ପୁର୍ତ୍ତି ହେବ ।

ମକର ରାଶି : ଆପଣ ଜଟିଳ ସମସ୍ୟାଗୁଡିକ ସମାଧାନ ପାଇବେ , ମନରେ କିଛି ଚିନ୍ତା ରହିବ , ସନ୍ତାନଙ୍କ ଇଚ୍ଛାରେ ଚିନ୍ତିତ ରହିବେ , ପ୍ରିୟଜନ ଓ ସଂମ୍ପର୍କୀୟଙ୍କ ସହ ଯୁକ୍ତିରେ ପଡନ୍ତୁ ନାହିଁ , ଆତ୍ମବିଶ୍ୱାସ କମ୍ ହେବାକୁ ଦିଅନ୍ତୁ ନାହିଁ , ସ୍ୱାସ୍ଥ୍ୟର ମାମଲାରେ ଆଜିର ଦିନ ଭଲ ରହିବ , ଆଜି ଆପଣଙ୍କୁ କରାଯାଇଥିବା ବାଦା ପୁରା କରିପାରିବେ , ଆପଣଙ୍କ ଦ୍ୱାରାପ୍ରେମ ସଂବନ୍ଧ ଆରମ୍ଭ ହୋଇପାରେ,  ମନରେ ଚିନ୍ତା ରହିବ , କାର୍ଯ୍ୟ କରିବା ଦ୍ୱାରା ଉଦାସିନତା ଅନୁଭବ କରିବେ ।

କୁମ୍ଭ ରାଶି : ଆଜି ଆପଣ ନିଜ ଆଶା ଓ ମହତ୍ତ୍ୱକାଂକ୍ଷା କୁ ନେଇ ଯଥାର୍ଥବାଦୀ ରହିବେ , ବାଣୀରେ ସଂୟମତା ରଖିଲେ ପରିସ୍ଥିତି ଅନୁକୁଳ ରହିବ , ଆପଣ ଭୌତିକ ବସ୍ତୁରେ ଖର୍ଚ୍ଚ କରିପାରନ୍ତି , ଆଗକୁ ବଢିବାପାଇଁ ନିଜ ଜୀବନରେ କିଛି ପରିବର୍ତ୍ତନ କରନ୍ତୁ , ଭାଗ୍ୟ ଆପଣଙ୍କ ସାଥିରେ ଅଛି , ଆପଣଙ୍କୁ ଆର୍ଥିକ ରୁପରେ ଆଗକୁ ବଢିବାପାଇଁ ନୁଆ ମଉକା ମିଳିପାରେ , ଶଶୁରଘର୍ ପକ୍ଷରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମୀନ ରାଶି : ଆଜି ଆପଣଙ୍କୁ କିଛି ଅପ୍ରତ୍ୟାଶିତ ଖୁସିଖବର ଲାଭ ପ୍ରାପ୍ତ ହୋଇପାରେ , ବିବାହିତ ଲୋକଙ୍କୁ ନିଜ ଜୀବନସାଥୀଙ୍କ ସହ ଉଚିତ୍ ବ୍ୟବହାର ରଖନ୍ତୁ  ଓ ସଂବାଦହିନତା କୁ ଆରମ୍ଭ କରିବାକୁ ଦିଅନ୍ତୁ ନାହିଁ , ଅନ୍ୟଥା ବୈଚାରିକ ମତଭେଦ ହୋଇପାରେ,  ଅଟକିଥିବା କାର୍ଯ୍ୟ ପୁରା ହେବ , ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଘରକୁ ବ୍ୟବସ୍ଥିତ ରଖିବା କଷ୍ଟଦାୟକ ହୋଇପାରେ, ଭାଇଙ୍କ ସହଯୋଗ ପ୍ରାପ୍ତି ହେବ , କିନ୍ତୁ କେଉଁ କଥାକୁ ନେଇକରି ଛୋଟ ଭାଇଙ୍କ ସହ ବିବାଦ ହୋଇପାରେ ।

Leave a Reply

Your email address will not be published. Required fields are marked *