କେଡ଼େ ମୂର୍ଖରେ ତୁମେ, ଭୂତ ଆସୁଛନ୍ତି ତୁମେ କଣ କହୁଛ ବାତ୍ୟା I ଦେଖ ୟା’ପରେ ଭୂତମାନେ କଣ କରୁଛନ୍ତି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ନୁହଁରେ ମୋ 40ଲକ୍ଷ ଭୂତ ଆସୁଛନ୍ତି ପୁରା ଓଡ଼ିଶାକୁ ଅନ୍ଧାର କରିଦେବେ । ଖାଲି ଭୁବେନଶ୍ୱର ନୁହଁ ସାରା ଓଡ଼ିଶା ଦେଖିବ ଏ ବାବା ବିପିନ ରାଉତ ର କରାମତି । ବାବା ବିପିନ ରାଉତ ଯେଉଁ 40 ଲକ୍ଷ ଭୂତ ପାଳିଛି ସେ ଭୂତ ମାନଙ୍କର କରାମତି ସେଥିପାଇଁ ମୋ ଭୂତ ମାନେ ଆସୁଛନ୍ତି । କିଏ ସ୍ଥଳପଥ ଦେଇ ଆସୁଛି ତ କିଏ ଆକାଶ ପଥ ଦେଇ ଆସୁଛି ତ ଆଉ କିଏ ଜଳପଥ ଦେଇ ଆସୁଛି ଆରେ ମୂର୍ଖ ତମେ ଯାହାକୁ ବାତ୍ୟା ବୋଲି କହୁଚ ମୋ ଭାସାରେ ମୋ ଭୂତ ମାନେ ଆସୁଛନ୍ତି ଆରେ ମୂର୍ଖ ମୋ କଥା ଟିକେ ବୁଝ ଇଏ ବାତ୍ୟା ନୁହଁରେ ଇଏ ଭୂତ ମାନେ ଆସୁଛନ୍ତି ।

ଯେତେବେଳେ ତାଙ୍କ ସଭାପତିକି ଗିରଫ କରିଛ ସେତେବେଳେ ତାଙ୍କ ସଭାପତିଙ୍କୁ ଉଧାର କରିବା ପାଇଁ ଆସୁଛନ୍ତି ତାଙ୍କ ସଭାପତିଙ୍କୁ ମୁକୁଳିବା ପାଇଁ ଆସୁଛନ୍ତି ।ଯେତେବେଳେ ତମେ ତାଙ୍କ ସଭପତିଙ୍କୁ ଗିରଫ କରିଛ ସେତେବେଳଏ ଭୂତ ମାନେବି ରାଗିକି ଆସୁଛନ୍ତି ସେଥିପାଇଁ ତ ଟିକେ ଜୋର ରେ ପବନ ହେବ ସେଥିପାଇଁ ତ ଟିକେ ଜୋର ରେ ବର୍ଷା ହେବ ଆଉ ତମେମାନେ ତାକୁ କହୁଚ ବାତ୍ୟା ।

bpini

ଆରେ ହେଁ ତମେ ମାନେ ବିଜ୍ଞ୍ୟାନ ଫିଜ୍ଞ୍ୟାନ କିଛି ନାହିଁରେ ସବୁ ବିଜ୍ଞ୍ୟାନ ମୋ ବହିରେ ବିଜ୍ଞ୍ୟାନ ଗୋଟିଏ କ୍ରିମିନାଲ ୱାର୍ଡ ବାରମ୍ବାର କହୁଛି ବିଜ୍ଞ୍ୟାନ ଗୋଟିଏ କ୍ରିମିନାଲ ୱାର୍ଡ ମୋ ପାଖରେ ଭୂତ ବସନ୍ତି ମୋ ପାଖରେ ଭୂତ ଉଠନ୍ତି ଆଉ ଆଜି ଯେତେବେଳେ ସଭାପତିଙ୍କୁ ଗିରଫ କରିଛ ସବୁ ଭୂତ ଆସୁଛନ୍ତି । ରୁଷିଆ ଠାରୁ ଆରମ୍ଭ କରି ବିଭିନ୍ୟ ଦେଶରୁ ଭୂତ ମାନେ ଆସୁଛନ୍ତି କିଏ ଜଳ ପଥରେ ଆସଛି ଆଉ ତମେ ତାକୁ କହୁଚ ସୁନାମି ଆସୁଛି । ଆଉ କେହି କେହି ଆକାଶ ପଥରେ ଆସୁଛି ତମେ କଣ କହୁଚ ନାଁ ବାତ୍ୟା ଆସୁଛି ।

ଆଉ ଯେଉଁ ମାନେ ଟିକେ ଶକ୍ତିଶାଳୀ ଭୂତ ଟିଏ ସ୍ପଡରେ ଆସୁଛନ୍ତି ତମେ ତାକୁ କଣ କହୁଚ ତମ ବିଜ୍ଞ୍ୟାନ ସତରେ କଣ ନାଁ ପବନର ବେଗ 120 ରୁ 130 । ଏସବୁ ଫ୍ଲାତୁ କଥା ବନ୍ଦ କର ବାତ୍ୟା ଫାତ୍ୟା କିଛି ନାହିଁରେ ମୋ ଭୂତ ଆସୁଛନ୍ତି 40 ଲକ୍ଷ ଭୂତ ଆସୁଛନ୍ତି ଓଡିଶାକୁ ଯାହାକୁ ଦେଖିବା ପାଇଁ ସମସ୍ତେ ଅନେଇ ବସିଛନ୍ତି । ବାବାର ପଳାପ କିନ୍ତୁ ବାସ୍ତବିକ ଭାରି ମଜାଦାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *