ବାତ୍ୟାକୁ ନେଇ ଘାରିଛି ଭୟ , ଓଡ଼ିଶାରେ କରିବ କି ଲ୍ୟାଣ୍ଡଫଲ ? ଜାଣନ୍ତୁ କଣ କହିଲେ ପାଣିପାଗ ବିଭାଗ

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡ଼ିଶାରେ ମୋଚା ଭୟ ବର୍ତ୍ତମାନ ସମ୍ଭାବ୍ୟୟ ବାତ୍ୟା ମୋଚାକୁ ନେଇ ବଢୁଛି ଭୟ । ଚାରି ବର୍ଷ ପୂର୍ବେ ପ୍ରଳୟ କାରି ବାତ୍ୟ ଫନିର ତାଣ୍ଡବ ଏପର୍ଯ୍ୟନ୍ତ ରାଜ୍ୟବାସିଙ୍କ ମନରୁ ଯାଇନି ତାପରେ ପୁଣି ଏହି ବାତ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଚି ।

ଏବେ ବାତ୍ୟା ହେବା ନେଇ ଏକ ପ୍ରକାର ଆଶଙ୍କା ବଢୁଥିବା ବେଳେ ଏହାର ଗତିପଥ କେଉଁଆଡେ ରହିବ ସେନେଇ ଚିନ୍ତା ଘଆରିଛି । ଯଦିଓ ବାତ୍ୟାର ଗତିପଥକୁ ନେଇ ପାଣିପାଗ ବିଭାଗଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ କିନ୍ତୁ ଆସନ୍ତା 6 ତାରିଖରେ ଓଡ଼ିଶା ଉପକୂଳ ଦକ୍ଷୀଣ ଉପକୂଳ ବଙ୍ଗଫ ସାଗରରେ ସୃଷ୍ଚି ହେବାକୁ ଥିବା ଘୂର୍ଣ୍ଣ ବଳୟ 24 ରୁ 48 ଘଣ୍ଟା ମଧ୍ୟରେ ଲଘୁଚାପର ରୁପ ନେବା ସହ ପରେ ଅବପାତରେପରିଣତ ହେବ ବୋଲି କୁହାଯାଉଛି ।

batya

ଏନେଇ ସୂଚନା ଦେଇଛନ୍ତି ଭବେନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍ ଆର ବିଶ୍ୱାସ । ସେ କହିଛନ୍ତି ଯେ 7 ତାରିଖରେ ଲଘୁଚାପ ଏବଂ 8 ତାରିଖରେ ଅବପାତରେ ପରିଣତ ହେବ ଏହି ଘୂର୍ଣ୍ଣ ବଳୟ ତେବେ 9 ତାରିଖ ବେଳକୁ ଏହା ବାତ୍ୟାର ରୁପ ନେବାର ସମ୍ଭାବନା ରହିଛି ,

ତେଣୁ ବର୍ତ୍ତମାନ ଏହାର ଗତିପଥ ନେଇ କୌଣସି ସ୍ପଷ୍ଟି କରଣ ହୋଇପାରି ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟାର ଗତିପଥ ଏବଂ ତିବ୍ରତା ବିଷୟରେ ସ୍ପଷ୍ଟ ଆକଳନ କରାଯାଇ ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *