ବାତ୍ୟାକୁ ନେଇ ବଡ ସୁଚନା ଦେଲେ ପାଣିପାଗ ବିଭାଗ । ଜାଣନ୍ତୁ କଣ ରହିଛି ଖବର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅସହ୍ୟ ତାତି ସହ ଖରା ବଢୁଚି ତା ସହ ବାତ୍ୟାର ଭୟ ମଧ୍ୟ ଲୋକଙ୍କୁ ଘାରୁଛି । ବଙ୍ଗପ ସାଗରରେ ଲଘୁଚାପ ସୁଦୃଶ୍ୟ କ୍ଷେତ୍ରରେ ପରିଣତ ହୋଇଛି ଭୋର 5ଟା 30 ରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ଘଟିଥିବା ଜଣା ପଡିଛି । ଆଜି ସନ୍ଧ୍ୟାରେ ଅବପାତର ରୂପ ନେଇପାରେ ଆସନ୍ତା କାଲି ସାମୁଦ୍ରିକ ଝଡ଼ର ରୂପ ନେବା ନେଇ ମଧ୍ୟ ସମ୍ଭାବନା ରହିଛି ।

ପରେ ଉତ୍ତର ଉତ୍ତର ପଶ୍ଚିମ ଗତି କରିବ ଏବଂ 12 ତାରିଖରେ ରିକଭର କରି ବାଂଲଦେଶ ଓ ମିଆଁମାର ମହାଁଇବ । ସମ୍ବାବ୍ୟ ବାତ୍ୟାର ଗତିପଥ ଓ ତିବ୍ରତା ଉପରେ ନଜର ରଖିଛନ୍ତି ବିଭିନ୍ୟ ପାଣିପାଗ ସନ୍ଥା । ସାଇକ୍ଲନ ବାଂଲଦେଶ ଓ ମିଆଁମାର ର ଉପକୂଳରେ ହିଟ୍ କରିବ ବୋଲି ସମସ୍ତେ ପୂର୍ବାନୁମାନ କରୁଛନ୍ତି । ୱାଲିର ଦୁଇଟି ମଡେଲ ବାତ୍ୟା 14 ତାରିଖରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରିଛି ।

batya

ସେହିପରି ଆମେରିକା ଜିଏଫେସ୍ ମଡେଲ ଦର୍ଶାଉଛି ସମ୍ଭାବ୍ୟ ବାତ୍ୟା ମିଆଁମାରର ଉପକୂଳରେ ହିଟ୍ କରିପାରେ । ସେପଟେ ଆସନ୍ତା କାଲି ବାତ୍ୟାର ରୂପ ନେବ ଡିପ୍ରେସନ୍ ଏହାର ନାଁ ରହିବ ମୋଚା । 11 ତାରିଖ ଯାଏ ସାମୁଦ୍ରିକ ବାତ୍ୟା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

ଦକ୍ଷୀଣ ପୂର୍ବ ବଙ୍ଗପ ସାଗରରୁ ପୂର୍ବ କେନ୍ଦ୍ରିୟ ବଙ୍ଗପ ସାଗର ଆଡକୁ ମହାଁଇବ ସାଇକ୍ଲନ ଏବଂ 12 ତାରିଖ ସକାଳ ବେଳକୁ ପୂର୍ବ କେନ୍ଦିୟ ବଙ୍ଗପ ସାଗରରେ ଏହା ଅବସ୍ତିତ ରହିବ ଏବଂ ସେତେବେଳେ ତିବ୍ର ଘନିଭୂତ ହେବା ସହ ଅଧିକ ଶକ୍ତିଶାଳୀ ହେବ ମୋଚା । କେନ୍ଦ୍ରିୟ ବଙ୍ଗପ ସାଗରରେ ଅତି ଭିଷଣ ବାତ୍ୟାରେ ପରିଣତ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *