ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପ ସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତର ପରିଣତ ହୋଇ ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେବ ଏମିତି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞ୍ୟାନ କେନ୍ଦ୍ର IMD । ଆଉ ଏହି ବାତ୍ୟା ଅଧିକ ଘନିଭୂତ ହୋଇ 11 ତାରିଖ ଅର୍ଥାତ ଆସନ୍ତା କାଲି ସକାଳ ସୁଧା ଭିଷଣ ବାତ୍ୟାରେ ପରିଣତ ହେବ ।
ଆଉ 11 ତାରିଖ ମଧ୍ୟ ରାତ୍ରିରେ ଭିଷଣରୁ ଅତି ଭିଷଣ ମାତ୍ରାରେ ବ୍ୟାତ୍ୟାର ରୂପ ନେବ । ଆଉ ସବୁଠଉ ବଡ଼ କଥା ହେଉଛି ଭିଷଣ ବାତ୍ୟାରେ ପରିଣତ ହେବା ପରେ ରିକପ କରି ବଂଲଦେଶ ଆଉ ମିଆଁମାର ଆଡକୁ ମହାଁଇବ । ହଁ ବନ୍ଧୁଗଣ ଏହି ବାତ୍ୟା ଶକ୍ତିଶାଳୀ ବାତ୍ୟା ଯେହେତୁ ସମୁଦ୍ର ଭିତରେ ବଳ ଗୁଟାଉଛି ଆଉ ଆକଳନ କରାଯାଉଛି ଏ ବାତ୍ୟା ଖୁବ୍ ଶକ୍ତିଶାଳୀ ବାତ୍ୟା । ଉତ୍ତର ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ ବାତ୍ୟା ମୋଚ ଏମିତି କିଛି ପୂର୍ବାନୁମାନ କରିଛି IMD ।
ବାଂଲାଦେଶ ଆଉ ମିଆଁମାର ଉପରେ ଏହାର ଭୟାଭୟ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି IMD । 14 ତାରିଖରେ ଅପରାହ୍ନରେ କପୁଅ ବଜାର ଓ କିହାତି ଭିୟୁ ଠାରେ ଉପକୂଳ ଛୁଇଁବ ବାତ୍ୟା ମୋଚ । ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ଭିଷଣ ବେଗରେ ପବନ ବହିବ ଆଉ ଘଣ୍ଟା ପ୍ରତି ପବନର ବେବ 110 ରୁ 120 ଭିତରେ ରହିବ ବୋଲି ପୂର୍ବାନୁମାନ କରାଯାଉଛି ।
ତେବେ ଏହାରି ଭିତରେ ସମୁଦ୍ର ଭିତରେ ଯେତେ ସମୟ ବାତ୍ୟା ରହିବ ସେତେ ଶକ୍ତିଶାଳୀ ହେବ ବୋଲି କୁହା ଯାଉଛି । ଓଡ଼ିଶା ଉପରେ କିନ୍ତୁ ଏହାର କୈଣସି ପ୍ରଭାବ ପଡିବ ନାହିଁ ବୋଲି ଏପର୍ଯ୍ୟନ୍ତ କୁହାଯାଉଛି । ହଁ ବନ୍ଧୁଗଣ ଓଡ଼ିଶା ଉପରେ ଏହାର କୈଣସି ପ୍ରଭାବ ପଡିବନି ପୂର୍ବ କେନ୍ଦ୍ରିୟ ବଙ୍ଗୋପ ସାଗର ପକ୍ଷରର ଏହାର ସୂଚନା ଦିଆଯାଇଛି । ତେବେ ଏହାରି ଭିତରେ କିନ୍ତୁ ଆଜି ସନ୍ଧ୍ୟାରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ ଆଉ କାଲି ଏହା ଭିଷଣ ବାତ୍ୟାରେ ପରିଣତ ହେବ । ସବୁଛାରୁ ବଡ଼ କଥା ହେଉଛି ଏହି ବାତ୍ୟା ଖୁବ୍ ଶକ୍ତିଶାଳୀ ବାତ୍ୟା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।