ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛିଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସିନେମା ଜଗତରେ ସୋକର ଛାୟା ଖେଳି ଯାଇଛି । ଏହି ଜଣାସୁଣା ଅଭିନେତାଙ୍କ ପରଲୋକ ଘଟିଛି ମୃ-ତ୍ୟୁ ବେଳୁ ତାଙ୍କୁ 69 ବର୍ଷ ହୋଇଥିଲା ।
ଚଳଚିତ୍ର ଜଗତ ସହିତ ସମ୍ପୃକ୍ତ କଳାକାର ସୋକ ବ୍ୟକ୍ତ କରିଛନ୍ତି ପାନକ୍ରେଟିକ୍ ସମସ୍ୟା କାରଣରୁ ସେ ଗତ କିଛିଦିନ ଧରି ମେଡିକାଲରେ ଚିକିତ୍ସା ହୋଇଥିଲେ ବୋଲି ଜଣା ପଡିଛି । ଫିଲ୍ମୀ ଦୁନିଆରେ ଜଣେ ଜଣାସୁଣା ଆଟିଷ୍ଟ ଭାବେ ବେଶ ପରିଚିତ ଥିଲେ ସେ ଜଣେ କମେଡିଆନ ନିର୍ଦେଶକ ଓ ପ୍ରଯୋଜକ ଥିଲେ । ସେ ଫିଲ୍ମୀ ଇଣ୍ଡଷ୍ଟ୍ରୀ ସହିତ ଦୀର୍ଘଦିନ ଧରି ଯୋଡିତ ରହିଥିଲେ ତାଙ୍କର ମୃ-ତ୍ୟୁ ପରେ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ଗଭିର ସର୍ଦାଞ୍ଜଳି ଜ୍ଞ୍ୟାପନ କରିଛନ୍ତି ।
ମନୁବାଲା ତାଙ୍କର ସତନ୍ତ୍ର ଭୟସ ଓ ଯାଦୁ ସେନ୍ସ ଅଫ ୟମର ମାଧ୍ୟମରେ ଦର୍ଶକଙ୍କୁ ବେଶ ମନରଞ୍ଜନ କରିପାରୁଥିଲେ । ପ୍ରସିଦ୍ଧ ଫିଲ୍ମୀ ନିର୍ମାତା ଭାରତି ରାଜଙ୍କ ସହଯୋଗି ଭାବେ ମନୁବାଲା ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେ ପାଖାପାଖି 700 ଫିଲ୍ମୀରେ ଅଭିନୟ କରିବା ସହ 40ଟି ଫିଲ୍ମୀରେ ନିର୍ଦେଶନା ଦେଇଥିଲେ ସେହିପରି ଅଳ୍ପ କିଛି ଫିଲ୍ମୀରେ ପ୍ରଯୋଜନା କରିଥିଲେ ଏବଂ ତାଙ୍କାର ଅନେକ ଚଳଚିତ୍ର ଖୁବ୍ ନିକଟତର କରାଯାଇଥିଲା ।
ତାଙ୍କର ଶେଷ ଦର୍ଶନ ପାଇଁ ଚେନାଇ ସ୍ତିତ ତାଙ୍କର ବାସଭବନକୁ ମର ଶରୀର ନିଆଯାଇଛି । ସାଉଥ ଫିଲ୍ମୀ ଇଣ୍ଡଷ୍ଟ୍ରୀର ଜଣାସୁଣା ଅଭିନେତା ନିର୍ଦେଶକ ମନୁବାଲାଙ୍କ ପରଲୋକ ଘଟିଛି ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସାଉଥ ଇଣ୍ଡଷ୍ଟ୍ରୀରେ ସୋକର ଲହରି ଖେଳିଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।