ସୁନ୍ଦରୀ ଦେଖି କମେଣ୍ଟ ମାରିଥିଲା ଯୁବକ , ପୁରା ବ୍ୟାଣ୍ତ ବଜେଇ ଦେଲା ସୁନ୍ଦରୀ

girl k

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ ମାନଙ୍କୁ ଭାବୁଚୁ କଣ ବେ ସବୁ ଝିଅ ସମାନ ନୁହଁନ୍ତି ତମ ଇଚ୍ଛା ହେବ ଯେତେବେଳେ ଆମକୁ ଦେଖି କମେଣ୍ଟ ମାରିବ ମୋ ଭଳି ଝିଅ ହାବୁଡରେ ଆଗରୁ କେବେ ପଡିନ , ତ ଆଖି କାଢି ଆଣିବି ଚିହ୍ନିନୁ ମତେ ମୁଁ ପୁରୀ ଝିଅ । ବ୍ଦୁଗଣ ଏମିତି କିଛି କଥା କହିଁ ଝିଅ ଜଣଙ୍କ ଯୁବକଙ୍କୁ ନିର୍ଧୁମ ମାରୁଛନ୍ତି ଯେଉଁ ଭିଡ଼ିଓ ଆମେ ଆପଣଙ୍କୁ ଦେଖାଇ ପାରିବୁ ନାହିଁ କାରଣ ମାଡ ଏମିତି ମାଡ ଜୀବନରେ ଆପଣ କେବେ ଦେଖି ନଥିବେ ।

ରାସ୍ତା କଡକୁ ଟାଣି ଆଣିଲା ଯୁବତୀ ପୁରା ଠୋ ଠୋ କରି ଗାଲକୁ କସି ଦେଇଗଲା ଚୁଟିକୁ ଘୁମାଇ ତଳକୁ ଟାଣିଆଣିପିଠିରେ ଗୁମ ଗୁମ କରି ବିଧା ବସାଉଛି ସତେ ଯେମିତି ବାହାଘର ପ୍ରଶେସନ ରେ ଗଡମା ଫାଟୁଚି । ବନ୍ଧୁଗଣ ବାହାଘର ଚାଲିଥିଲା ବର ବରଜାତ୍ରୀ ନେଇ ଯାଉଥିଲା ଆଉ ବରଜାତ୍ରୀ ଭିତରୁ ଏ ବାବୁ ଜଣଙ୍କ ଯିଏ ମାଡ ଖାଉଛନ୍ତି ଏ ସୁନ୍ଦରି ଯୁବତୀଙ୍କୁ ଟିକେ କମେଣ୍ଟ ମାରିଦେଲେ ବାସ ତାପରେ ଯୁବତୀଙ୍କର ରାଗ ଯାଇ ଚରମ ସିମାରେ ପହଁଞ୍ଚି ଗଲା ମୁଣ୍ଡକୁ ପିଚ ଚଢିଗଲା ସିଧା ନାଚ ଭିତରୁ ଟୋକାର କଲର ଧରି ରାସ୍ତା କଡକୁ ଟାଣିଆଣିଲେ ଆଉ ପ୍ରଶେସନ ରେ ବାଣୁଆର ଆବସ୍ୟକ ପଡିଲାନି ।

girl

ହଁ ବନ୍ଧୁଗଣ ପୁରା ହାବେଳି ସାଜିଲା ଯୁବକ ଆଉ ଏପଟେ ବାଣୁଆ ସାଜିଲେ ଯୁବତୀ ଯେମିତି ବାଣ ଫୁଟେ ସେମିତି ପିଠିରେ ପେଟରେ ଗାଲରେ ଯେଉଁଠି ପାରିଲେ ନିର୍ଧୁମ ଛେଞ୍ଚି ଦେଇଗଲେ । ବନ୍ଧୁଗଣ ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖିବ୍ ଭାଇରାଲ ହେବାରେ ଲାଗିଛି ଏ ମୋବାଲି ରୁ ସେ ମୋବାଲିକୁ ଗୁରି ବୁଲୁଛି ଆଉ କୁହା ଯାଉଛି ଏ ହେଉଛି ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଦୃଶ୍ୟ ।

ତେବେ ବନ୍ଧୁଗଣ ଏ ଦୃଶ୍ୟ ଯେଉଁଠିକାର ହେଉ ନାଁ କାହିଁକି ଏ ଯୁବତୀଙ୍କ ସାହସ ମାନିବାକୁ ପଡିବ ସହ ସହ ଲୋକ ଭିତରେ ଯିଏ କମେଣ୍ଟ ମାରିଲା ତାକୁ ଖୋଜି ରାସ୍ତା କଡକୁ ଆଣି ବାଣ ଭଳି ଫୁଟାଇବା ବାସ୍ତବିକ ଏହା ସ୍ୱାଗତ ଯୋଗ୍ୟ ଲୋକେ ଏହାକୁ ବହୁତ ପ୍ରସଂଶା କରୁଛନ୍ତି ମୋବାଲି ରୁ ମୋବାଲି ଏହି ଭିଡ଼ିଓ ଘୁରି ବୁଲୁଛି ଆଉ ନେଟିଜେନ ମାନେ କମେଣ୍ଟ ରେ ଲେଖୁଛନ୍ତି ଶାବାସ ଝିଅ ତୁମ ଭଳି ଝିଅ ଆମର ଦରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *