SBI ବ୍ୟାଙ୍କ ରେ ATM ଥିଲେ ଦେଖନ୍ତୁ ନୂଆ ନିୟମ | ଓଡିଶା ଲୋକ ନିଶ୍ଚୟ ପଢନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ SBI ବଦଳାଇଲା ତାହାର ATM କାର୍ଡ ସହିତ ଯୋଡିତ ନିୟମ ଯଦି ଆପଣ ମଧ୍ୟ ATM କାର୍ଡା ବ୍ୟବହାର କରୁଛନ୍ତି ଆଉ ଆପଣଙ୍କ ପାଖେ ATM କାର୍ଡ ରହିଛି ତେବେ ଜାଣି ରଖନ୍ତୁ ଏନେଇ ଜାରି ହେଲା ଆଉ କିଛି ନୂଆ ନିୟମ ଏନେଇ SBI ନିଜେ ମଧ୍ୟ ତା ୱେବସାଇଟରେ ସୂଚନା ଜାରି କରିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ବିଷୟରେ ଜାଣିନେବା ।

ଯଦି ଆପଣ SBI ର କ୍ରେଡିଟ କାର୍ଡା ଇୟୁଜ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଗୁରତ୍ୱ ପୂର୍ଣ୍ଣ ଖବର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଡ ଏବଂ ପ୍ରେମେଣ୍ଟ ସର୍ଭିସେସ୍ 1 ମେ ରୁ କିଛି ନିୟମ ପରିବର୍ତ୍ତନ କରିଛି । SBI ଏହାର ୱେବସାଇଟରେ ସୂଚନା ଦେଇ କହିଛି ଗ୍ରାହକ ମାନେ ଆଉ AURUM କ୍ରେଡିଟ କାର୍ଡା ମାଧ୍ୟମରେ Eazy Diner Prime, Lenskart Gold ସଦସ୍ୟତାର ଲାଭ ଉଠାଇ ପାରିବେ ନାହିଁ ।

atm

ଆଉ AURUM କ୍ରେଡିଟ କାର୍ଡା ଧାରୀ ମାନେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚରେ RBL ଲକ୍ସରୁ 500 ଟଙ୍କାର କୁପନ ଆଉ ପାଇବେ ନାହିଁ । ଟାଟା Cliqjg ସେମାନେ ଏହି କୁପନ ପାଇଥାନ୍ତି ଏହାଛଡା ଅନଲାଇନ୍ ଭଡା ପାଇଁ ଦେୟ ପ୍ରଦାନ କରୁଥିବାବେଳେ SBI Simple Click SBI କାର୍ଡା ଓ SBI Click Advantage SBI କାର୍ଡା ବ୍ୟବହାର ଉପରେ ଉଫର ପଏଣ୍ଟ ମଧ୍ୟ ହ୍ରାସ ପାଇଛି ।

ତେବେ ଏହି ପରିବର୍ତ୍ତନ ମେ 1 ତାରିଖରୁ କରାଯାଇଛି । ଏହାଛଡା SBI କାର୍ଡା ଓ SBI କ୍ରେଡିଟ୍ କାର୍ଡ ବ୍ୟବହାରୀ କାରିଙ୍କୁ ଏସେମେସ୍ ଓ ଇ-ମେଲ ମାଧ୍ୟମରେ ସର୍ଭିସେସ୍ ତଥ୍ୟ ପ୍ରକାଶ କରାଯାଇଛି । ତେବେ ଏଥିପାଇଁ 199 ଟଙ୍କା ପ୍ଲସ ଟ୍ୟାକ୍ସ SBI କ୍ରେଡିଟ୍ କାର୍ଡ ପାଇଁ ଦେୟ ଦେବାକୁ ପଡିବ । ଏହା ପୂର୍ବରୁ 99 ଟଙ୍କା ପ୍ଲସ ଟ୍ୟାକ୍ସ ମଧ୍ୟ ଲାଗୁଥିଲା କିନ୍ତୁ ଏହି ଦର ଏବେ ବୃଦ୍ଧି ପାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *